ସମ୍ବଲପୁରରେ ଅନୁଷ୍ଠିତ ହେଲା ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ’

ସମ୍ବଲପୁର: ସମ୍ବଲପୁରରେ ଅନୁଷ୍ଠିତ ହେଲା ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ’ । ୧୪୦୦ ଲୋକ ଉପକୃତ ହେଲେ । କ୍ଷେତ୍ରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗଣତନ୍ତ୍ର ପାଇଁ ଶୁଭଙ୍କର । ବ୍ୟବସ୍ଥାରେ କ୍ରିୟାଶୀଳତା ଯୋଗୁଁ ନିଜ ଅଞ୍ଚଳରେ ହିଁ ଲୋକମାନଙ୍କ ସମସ୍ୟାର ସମାଧାନ ହେଉଛି । ଲୋକଙ୍କ ସରକାରରେ ସର୍ବୋତ୍ତମ ଜନସେବା ସୁନିଶ୍ଚିତ ହେଉଛି ।