ବରିଷ୍ଠ ନାଗରିକଙ୍କୁ ନବୀନଙ୍କ ବାର୍ତ୍ତା

ଭୁବନେଶ୍ବର( ଏସ୍ ନ୍ଯୁଜ): ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ଯତ୍ନ ନେବାକୁ ଆହ୍ୱାନ କରିଛନ୍ତି ନବୀନ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବରିଷ୍ଠ ନାଗରିକମାନେ ଅସୁରକ୍ଷିତ ଅଛନ୍ତି । ଏନେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହ୍ୱାନ ଦେଇଛନ୍ତି ।