ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମାଜସେବିଙ୍କ ଦ୍ୱାରା ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ

ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଆଳି…

ପୁରୀ: ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଆଳି ମାଟିର ପୁଅ ତଥା ସମାଜସେବି ସନ୍ତୋଷ ମଲ୍ଲିକଙ୍କ ନେତୃତ୍ୱରେ ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସହଯୋଗ କରି ନରେଶ ସାହୁ ,ପ୍ରିୟଙ୍କା ତ୍ରିପାଠୀ ,ସନ୍ତୁ ମଲ୍ଲିକ, ସରସ୍ବତୀ ପ୍ରଧାନ ,କିରଣ ବାଳକ ପ୍ରଧାନ ପାଖାପାଖି ୩୦ ଜଣ ରୋଗୀ ଆସନ୍ତାକାଲି ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।