160×600
160×600

ଭିଜିଲାନ୍ସ ଜାଲରେ ଖଣି ବିଭାଗ ଉପ ନିର୍ଦ୍ଦେଶକ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ….

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ଉମେଶଙ୍କ ଭୁବନେଶ୍ୱର ସ୍ଥିତ ଭିଏସ୍‌ଏସ୍ ନଗରରେ ଥିବା ବାସଭବନ, କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ଭୁବନେଶ୍ୱରର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଉମେଶଙ୍କ ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତ ଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢାଉ ଜାରି ରହିଛି।