ବାଇକ୍  ଡିକି ଭାଙ୍ଗି ୧୦ହଜାର ଟଙ୍କା ଲୁଟ: ଜଣେ ଗିରଫ

କେନ୍ଦୁଝର ଜିଲ୍ଲା ରେ ଏକ ଚୋରି ଘଟଣାରେ ଯୋଡ଼ା ଅଞ୍ଚଳର …

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରେ ଏକ ଚୋରି ଘଟଣାରେ ଯୋଡ଼ା ଅଞ୍ଚଳର ଶେଖର ସିଂଙ୍କ FIR ଓ‌ CCTV ଆଧାରରେ ତଦନ୍ତ କରି ବଡ଼ବିଲ ପୋଲିସ ଅଭିଯୁକ୍ତ ମିଲୁ ପାତ୍ରକୁ ବାଇକ୍  ଡିକି ଭାଙ୍ଗି ୧୦ହଜାର ଟଙ୍କା ଏବଂ ଜରୁରୀ କାଗଜପତ୍ର ଲୁଟ କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତଠାରୁ ୨ହଜାର ଟଙ୍କା ଜବତ ହୋଇଥିବାର ଥାନାଧିକାରୀ ସୁଶାନ୍ତ ଦାସଙ୍କ ସୂଚନା ।କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।