କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଳି ପଞ୍ଚାୟତ ରେ ଅଘଟଣ।ଗାଣ୍ଡାଲପଡା ଗ୍ରାମରେ ବଜ୍ରପାତ ହେତୁ ୮ ଛେଳି ଓ ୯ ଗୋରୁ ଙ୍କ ମୃତ୍ୟୁ ଘଟିଛ।ବର୍ଷା ସାଙ୍ଗ କୁ ବଜ୍ରପାତ ଆରମ୍ଭ ହୋଇଥିଲା। ସମସ୍ତ ପ୍ରାଣୀ ଏକ ଗଛ ତଳେ ଯାଇଥିଲେ। ଗାଇଚରେଇବା ଵାଲା ବିଞ୍ଜା ମୁଣ୍ଡା ପ୍ରାୟ ୫୦ ମିଟର ଦୂରରେ ଏକ ଝପର ଘରେ ତଳେ ଲୁଚି ରହିଥିଲେ। ତାଙ୍କ ଆଖି ସାମ୍ନାରେ ବଜ୍ରପାତ ହେତୁ ସେ ଯନ୍ତ୍ରଣାରେ ମୃତ୍ୟୁ ବରଣ କରିଥିଲେ। ଗ୍ରାମାଞ୍ଚଳର ଲୋକମାନେ ସରକାରଙ୍କ ଅନୁଦାନ ରାଶି ଦାବି କରିଛନ୍ତି।
Next Post