ନିମାପଡା:-କାର୍ଯ୍ୟାଳୟ ରେ ସ୍ବର୍ଗତ ଅଟଳ ବିହାରୀ ବଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।ବିଜେପି ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ଅଟଳ ଜୀ ଙ୍କ ଉପରେ କିଛି ଜାଣିବା କଥା ସମସ୍ତ କାର୍ଯ୍ୟକର୍ତା ମାନଙ୍କ ସହ ଆଲୋଚନା କରିଥିଲେ ।ସମସ୍ତ ବକ୍ତା ମାନେ ଅଟଳ ବିହାରୀ ଙ୍କ କବିତା ପଂକ୍ତି ପାଠ କରିଥିଲେ ।ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଦେଇ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ମଣ୍ଡଳ ସଭାପତି ନିରଞ୍ଜନ ନାୟକ,ଜଚିନ୍ଦ୍ର ସ୍ଵାଇଁ, ରାଜକିଶୋର ନାୟକ,କୃଷ୍ଣଚନ୍ଦ୍ର ସ୍ଵାଇଁ ମହିଳା ମୋର୍ଚା ନେତ୍ରୀ ଶ୍ରୀମତୀ ମିନଲତା ମହାନ୍ତି, ଜାନକୀନାଥ ଜେନା,ଆର୍ତ୍ତବନ୍ଧୁ ମହାନ୍ତି, ଧୀରେନ୍ଦ୍ର ଜେନା,ଚିତରଂଜନ ସେନାପତି,ସୁବାଷ ବେହେରା, ରମେଶ ଜେନା, ଚନ୍ଦ୍ରଶେଖର ସେଠୀ, ସସ୍ମିତା ସାମନ୍ତରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Prev Post
Next Post