ଅନୁଭବଙ୍କ ଭିଡିଓକୁ ନେଇ ସବ୍ୟସାଚୀଙ୍କ ପ୍ରତିକ୍ରିୟା

ଅନୁଭବଙ୍କ ଭିଡିଓକୁ ନେଇ ଓଲିଉଡ ଅଭିନେତା ସବ୍ୟସାଚୀ ନିଜର ପ୍ରତିକ୍ରିୟା…

କଟକ : ଅନୁଭବଙ୍କ ଭିଡିଓକୁ ନେଇ ଓଲିଉଡ ଅଭିନେତା ସବ୍ୟସାଚୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଉଭୟ ଅନୁଭବ ଓ ବର୍ଷା ମୋର ଭଲ ବନ୍ଧୁ । ଉଭୟଙ୍କ ସହ ମୋର ଭଲ ବ୍ୟକ୍ତଗତ ସଂପର୍କ ରହିଛି । ସେହିପରି ସବ୍ୟସାଚୀ କହିଥିଲେ ଯେ, ଅନୁଭବ ଓ ବର୍ଷାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସବ୍ୟସାଚୀ ସେମାନେ ସମସ୍ୟାର ସମାଧାନ କରିବାରେ ସଫଳ ହୁଅନ୍ତୁ ।