ଶାରଦା ମାଇନ୍ସର ୨ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କଲା ED

ଶାରଦା ମାଇନ୍ସର ୨ ନିର୍ଦ୍ଦେଶକଙ୍କ ଘରେ ଆଜି ଚଢ଼ାଉ କରିଛି….

ଭୁବନେଶ୍ୱର: ଶାରଦା ମାଇନ୍ସର ୨ ନିର୍ଦ୍ଦେଶକଙ୍କ ଘରେ ଆଜି ଚଢ଼ାଉ କରିଛି ଇଡି । ବେଆଇନ୍ ଅର୍ଥ କାରବାର ଲିଙ୍କ ଅଭିଯୋଗରେ ଇଡ଼ି ଚଢ଼ାଉ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବଡ଼ବିଲ ସ୍ଥିତ ଘର ଓ ଅଫିସ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କଣ କଣ ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।