୧୯ରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏକ ଦିନିକିଆ କାର୍ଯ୍ୟକ୍ରମରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟରେ ରାଷ୍ଟ୍ରପତି ପୁରୀର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି । ଆସନ୍ତା ଫେବୃଆରୀ ୧୯ ତାରଖରେ ଆସିବେ ବୋଲି ସୂଚନା ମିଳିଛି ।