ଶ୍ରୀକ୍ଷେତ୍ର ଧାମରେ ଚୋରି

ପୁରୀ : ଶ୍ରୀମନ୍ଦିରରୁ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଗାରଦରେ ଲୁଟ୍ ଅଭିଯୋଗ କରାଯାଇଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ ପଡିଥିବା ଦେଖିବାକୁ ମିଳିଛି ।