ଏହି କାରଣରୁ କଟକରେ ହେବନି ବାଲିଯାତ୍ରା

କଟକ: କଟକରେ ଚଳିତ ବର୍ଷ ହେବନି ବାଲିଯାତ୍ରା । କୋଭିଡ କଟକଣା କାରଣରୁ ବାଲିଯାତ୍ରାର ଆୟୋଜନ କରାଯିବନାହିଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି । କରୋନା କାରଣରୁ ଗତବର୍ଷ ମଧ୍ୟ ବାଲିଯାତ୍ରାକୁ ବାତିଲ୍‌ କରାଯାଇଥିଲା ।ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ।