ଗୁଡ୍ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

ଗୁଡ୍ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନ..

ଭୁବନେଶ୍ୱର,(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ସେବା ତଥା ଭାଇଚାରା ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଅଟେ ।

ଗୁଡ ଫ୍ରାଇଡେ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଗୁଡ ଫ୍ରାଇଡେ ଦିନ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନକୁ ଆମେ ମନେ ପକାଉଛୁ । ତାଙ୍କର ସେବା ଏବଂ ଭାଇଚାରା ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଅଟେ ।”