ପାକିସ୍ତାନୀ କ୍ରିକେଟିୟର ସୌଦ ଶକିଲଙ୍କ ଟେଷ୍ଟ ରେକର୍ଡ

ଲଗାତର ୬ଟିି ମ୍ୟ।।ଚରେ ଅର୍ଦ୍ଧଶତକ ହାସଲ କରି ପାକ୍‌ କ୍ରିକେଟିୟର ଆଇସିସି ଟେଷ୍ଟ ଇତିହାସରେ ନାମ ଦରଜ କରିଛନ୍ତି । ଭାରତର ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ସମେତ ବିଶ୍ୱରେ ମାତ୍ର ଚାରିଜଣ କ୍ରିକେଟିୟର ଟେଷ୍ଟ କ୍ରିକେଟ ଦୁନିଆରେ ପ୍ରବେଶ କରିବାର ପ୍ରଥମ ୬ଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏବେ ସେହି ତାଲିକାରେ ଶକିଲ ସ୍ଥାନ ପାଇଛନ୍ତି ।

ନିକଟ ଅତୀତରେ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କର ପାକିସ୍ତାନର ଶକିଲ ଏହି ସଫଳତା ପାଇଛନ୍ତି । ଜଣେ ଉଦୀୟମାନ କ୍ରିକେଟିୟର ଭାବେ ଶକିଲଙ୍କ ଅଭିଯାନ ସମସ୍ତଙ୍କୁ ଅଭିଭୂତ କରିଛି ।