ଫିଟ୍‌ ହେଲେ କୋହଲି

କେପ୍‌ଟାଉନ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତା ୧୧ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଅଧିନାୟକ ବିରାଟ କୋହଲି ଆହତ ପାଇଁ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଥିଲେ । ସେ ଫିଟ ଥିବା କହିଛନ୍ତି ଭାରତର ହେଡ କୋଚ ରାହୁଲ ଦ୍ରାବିଡ । ସେହିପରି କୋହଲି ଦଳକୁ ଫେରିଲେ ହନୁମା ବିହାରୀ ବାଦ ପଡ଼ିବେ ବୋଲି ଜଣାପଡିଛି । ସେହିପରି କୋହଳି ତୃତୀୟ ଟେଷ୍ଟ ଖେଳିବାକୁ ଫିଟ ହୋଇ ସାରିଛନ୍ତି ।