ବିଶ୍ବକପ୍ ୨୦୨୩: ଭାରତଠୁ ୧୦୦ ରନରେ ହାରିଲା ଇଂଲଣ୍ଡ

ବିଶ୍ୱକପ୍‌ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ ରହିଛି। ଆଜି ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଏଥିସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ।