ଜାମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ Shaksi News Mar 10, 2022 0 ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର ଉଧମପୁରସ୍ଥିତ ସଲାଥିୟା ଚୌକରେ ବିସ୍ଫୋରଣ ଘଟିଛି । ଫଳରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି ଓ…
ଆତଙ୍କୀ ଗୁଳିରେ ଦୁଇ ଯବାନ ସହିଦ Shaksi News Feb 20, 2022 0 ଜାମ୍ମୁକଶ୍ମୀର: ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଦୁଇ ଯବାନ ହେଲେ…
ଭୂକମ୍ପ ଝଟକାରେ ଥରିଲା ଜାମ୍ମୁକାଶ୍ମୀର Shaksi News Feb 17, 2022 0 ଶ୍ରୀନଗର : ଭୂକମ୍ପ ଝଟକାରେ ଥରିଲା ଜାମ୍ମୁକାଶ୍ମୀର । ବୁଧବାର ଭୋର ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଝଟକାର ରିକ୍ଟର…
ଜମ୍ମୁ-କାଶ୍ମୀରରେ ଭୂମକମ୍ପ ଅନୁଭୂତ Shaksi News Feb 5, 2022 0 ନୂଆଦିଲ୍ଲୀ: ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ୨୦ ସେକେଣ୍ଡ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମେ ଭୂକମ୍ପର!-->…
ଜମ୍ମୁ-କାଶ୍ମୀରରୁ ନିପାତ ହେଉଛି ଆତଙ୍କବାଦ; ଜିତେନ୍ଦ୍ର ସିଂ Shaksi News Nov 6, 2021 0 ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରୁ ନିପାତ ହେଉଛି ଆତଙ୍କବାଦ । ପୂର୍ବରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବଢିଚାଲିଥିଲା କିନ୍ତୁ ଏବେ!-->…
ସଡକ ଦୁର୍ଘଟଣାରେ ୮ଜଣଙ୍କ ଶୋଚନୀୟ ମୃତ Shaksi News Oct 29, 2021 0 ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ଥିତ ଡୋଡାରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି ।!-->…
ଜମ୍ମୁ-କାଶ୍ମୀରରେ ଗୁଳିକରି ୩ ବିଜେପି ନେତାଙ୍କୁ ହତ୍ୟା Shaksi News Oct 30, 2020 0 ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର କୁଲଗାମ୍ ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ଛାଇଯାଇଛି ୩ ଜଣ ବିଜେପି ନେତାଙ୍କ ଜୀବନ । ଏନେଇ ସ୍ଥାନୀୟ!-->…
ଓମାର ଅବଦୁଲ୍ଲାଙ୍କ କେନ୍ଦ୍ର ସରକାରଙ୍କୁ ବିରୋଧ Shaksi News Oct 28, 2020 0 ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଏଣିକି କେହି ବି ଅଣ କୃଷି ଜମି କିଣିପାରିବେ ବୋଲି କେନ୍ଦ୍ର ସରକାର କହିବା ପରେ ଏହାକୁ ନେଇ ରାଜନୀତିକ!-->…
ଜମ୍ମୁ-କାଶ୍ମୀରର ଜମି କିଣିବେ ଅନ୍ୟ ରାଜ୍ୟର ଲୋକେ Shaksi News Oct 27, 2020 0 ନୂଆଦିଲ୍ଲୀ : ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀରର ମୁନିସିପାଲଟି ଓ ସହରାଞ୍ଚଳରେ ଜମି କିଣିପାରିବେ । ଜମି କିଣିବା ପାଇଁ!-->…
ଜାମ୍ମୁ-କଶ୍ମୀରରେ ଏଣିକି ଲୋକଙ୍କ ହାତରେ ସବୁ କ୍ଷମତା : ଜାଭଡେକର Shaksi News Oct 22, 2020 0 ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର ପଞ୍ଚାୟତିରାଜ ଅଧିନିୟମ, ୧୯୮୯ ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟରେ ଏହି!-->…