ଟ୍ରାଫିକ ଜାମ୍ ରୁ ସମସ୍ୟା Shaksi News Feb 6, 2022 0 ମୁମ୍ବାଇରେ ୩ ପ୍ରତିଶତ ଛାଡପତ୍ରର କାରଣ ହେଉଛି ଟ୍ରାଫିକ ଜାମ୍ -ପୁର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ନୂଆଦିଲ୍ଲୀ : ମହାରାଷ୍ଟ୍ର!-->!-->!-->…
ଘରୋଇ ଓ ସରକାରୀ ମେଡିକାଲ କଲେଜର ଫି’ ସମାନ ହେବ Shaksi News Feb 6, 2022 0 ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି)ଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନୂଆଦିଲ୍ଲୀ: ମେଡିକାଲ କଲେଜର ଫି’ ନିଷ୍ପତ୍ତି ନେଇ!-->!-->!-->…
ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରୁ ଠକେଇ ଭୁବନେଶ୍ୱରରୁ ଗିରଫ Shaksi News Feb 6, 2022 0 ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍) : ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରେ ଠକାଇ କରି ଓଡିଶାରେ ଲୁଚିଥିଲେ ୩ ଅଭିଯୁକ୍ତ । ୨୦ ଲକ୍ଷ!-->…
ରାଜ୍ୟରେ ୨୪ ଘଣ୍ଟାରେ ୨,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ Shaksi News Feb 6, 2022 0 ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ୬୦ ହଜାର ୪୮୩ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ!-->…
କେନ୍ଦ୍ର ୫ କୋଟି ଡୋଜ କୋର୍ବେଭାକ୍ସ ଟିକା କିଣିବ Shaksi News Feb 6, 2022 0 ନୂଆଦିଲ୍ଲୀ : କୋରୋନା ବିରୋଧୀ ଲଢ଼େଇରେ ପାଇଁ କେନ୍ଦ୍ର ସରକାର କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ ପାଇଁ ଅର୍ଡର ଦେଇଛନ୍ତି ।!-->…
ରାମାନୁଜଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି Shaksi News Feb 6, 2022 0 ହାଇଦ୍ରାବାଦ: ହାଇଦ୍ରାବାଦ ସାମସାବାଦସ୍ଥିତ ମୁଚିନ୍ତଲରେ ଥିବା ଚିନ୍ନା ଜିୟାର ଆଶ୍ରମ ପରିସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!-->…
ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ Shaksi News Feb 5, 2022 0 ବାଲେଶ୍ୱର : ଜଳେଶ୍ୱରରେ ଏବେ ସୀମା ଟପୁଛି ବ୍ରାଉନସୁଗାର କାରବାର । ଯାହା ଏବେ ରାଜ୍ୟ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା!-->…
ଚାକିରି ନାଁରେ ଠକେଇ: ଧରା ହେଲେ ୩ ବେଙ୍ଗଲୁରୁ ଠକ Shaksi News Feb 5, 2022 0 ଭୁବନେଶ୍ୱର: ଚାକିରି କରାଇଦେବା ନାଁରେ ଠକେଇ । ଆଜି ରାଜଧାନୀ ଭୁବନେଶ୍ୱରରୁ ୩ ଆନ୍ତରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍!-->…
ଦିନିକ 150 ଟଙ୍କା ସଞ୍ଚୟରେ ପାଆନ୍ତୁ 20 ଲକ୍ଷ ଟଙ୍କା Shaksi News Feb 5, 2022 0 ପୋଷ୍ଟ ଅଫିସ୍ ସ୍କିମ୍ ନୂଆଦିଲ୍ଲୀ: ଡାକଘର ଅନେକଗୁଡ଼ିଏ ସୁରକ୍ଷିତ ସ୍କିମ୍ ପ୍ରଦାନ କରେ ଯାହା ନିବେଶକଙ୍କୁ ଚିତ୍ତାକର୍ଷକ ରିଟର୍ଣ୍ଣ!-->!-->!-->…
ଛୁଞ୍ଚିବିହୀନ କୋଭିଡ୍ ଟିକା ପାଟନାରୁ ଶୁଭାରମ୍ଭ Shaksi News Feb 5, 2022 0 ନୂଆଦିଲ୍ଲୀ: ଶୁକ୍ରବାର ଦିନ ବିହାରର ପାଟନାରେ ଭାରତର ପ୍ରଥମ ଛୁଞ୍ଚିରହିତ କୋଭିଡ୍-୧୯ ନିରୋଧୀ ଟିକା ‘ଜାଇକୋଭ୍-ଡି’ର ଶୁଭାରମ୍ଭ!-->…