ଏହି ଦିନ ମହାକାଶକୁ ଛଡାଯିବ ଚଳିତବର୍ଷର ପ୍ରଥମ ସାଟେଲାଇଟ୍‌

ନୂଆଦିଲ୍ଲୀ : ଚଳିତ ମାସ ୧୪ରେ ୨୦୨୨ର ପ୍ରଥମ ସାଟେଲାଇଟ୍‌ ମହାକାଶ ମହାକାଶକୁ ଛଡାଯି । ଏନେଇ ଗୁରୁବାର ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୪ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ରିସର୍ଚ୍ଚ ସେଣ୍ଟରରୁ ପିଏସ୍‌ଏଲଭି-ସି୫୨ ନାମକ ଏକ ଉପଗ୍ରହ ମହାକାଶକୁ ଛଡାଯିବ ।

ଏହି ଉପଗ୍ରହ ନିଜ ସହିତ ଦୁଇଟି ଛୋଟ ଉପଗ୍ରହ ମଧ୍ୟ ବହନ କରିବ ବୋଲି ଜଣାପଡିଛି । ଏହି କ୍ଷୁଦ୍ର ଉପଗ୍ରହ ଗୁଡିକ ଆଇଏସଆଇଟି ଛାତ୍ର ମାନଙ୍କ ଦ୍ୱାରା ନିର୍ମିତ କରାଯାଇଛି । ଯାହା ଆଗାମୀ ଦିନରେ ମହାକାଶ ପରୀକ୍ଷରେ ସହାୟକ ହେବାକୁ ଯାଉଛି ।