ବାଙ୍ଗିରିପୋସି : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋସି ଠାରେ ଜାତୀୟ ରାଜପଥ ୪୯ ର ଦୁଆରଶୁଣି ଘାଟି ରାସ୍ତାରେ ଏକ ଟ୍ରକର ବ୍ରେକ୍ ଫେଲ୍ ହୋଇଯିବାରୁ ଓଲଟି ପଡିଛି । ଟ୍ରକ୍ଟିରେ ନିଆଁ ଲାଗିଯାଇଥିଲ। ସୌଭାଗ୍ୟ ବଶତଃ ସମ୍ପୁର୍ଣ୍ଣ ଟ୍ରକଟିରେ ନିଆଁ ଲାଗିବାପୂର୍ବରୁ ଡ୍ରାଇଭର ଏବଂ ହେଲପର ବାହାରି ଆସିଥିବାରୁ କୌଣସି ପ୍ରକାର କ୍ଷୟକ୍ଷତିରୁ ରକ୍ଷା ପାଇଯାଇଥିଲେ।
ଆହୁରି ପଢ଼ନ୍ତୁ...