ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦରେ ତାଙ୍କ ଦ୍ୱାରା ଡକାଯାଇଥିବା ସାର୍ବଜନିକ ରାଲିରେ ପ୍ରଧାନମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ରାଲିରେ ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ବଳ ପ୍ରଦର୍ଶନ ହେବ । କାରଣ ବିରୋଧୀ ଦଳ ସରକାରକୁ ହଟାଇବା ପାଇଁ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ଅଛନ୍ତି । ଦେଶର ଆର୍ଥିକ ସଂକଟ ଖରାପ ହୋଇଯାଇଛି । ସାମାଜିକ ଚ୍ୟାଲେଞ୍ଜ ମଧ୍ୟ ସଂକଟ ପରିସ୍ଥିତି ଦେଖାଯାଇଛି । ବିରୋଧୀଙ୍କ ଦ୍ୱାରା ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି ।

ସୂଚନାଯୋନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦରେ ତାଙ୍କ ଦ୍ୱାରା ଡକାଯାଇଥିବା ସାର୍ବଜନିକ ରାଲିରେ ପ୍ରଧାନମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ରାଲିରେ ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ବଳ ପ୍ରଦର୍ଶନ ହେବ । କାରଣ ବିରୋଧୀ ଦଳ ସରକାରକୁ ହଟାଇବା ପାଇଁ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ଅଛନ୍ତି । ଦେଶର ଆର୍ଥିକ ସଂକଟ ଖରାପ ହୋଇଯାଇଛି । ସାମାଜିକ ଚ୍ୟାଲେଞ୍ଜ ମଧ୍ୟ ସଂକଟ ପରିସ୍ଥିତି ଦେଖାଯାଇଛି । ବିରୋଧୀଙ୍କ ଦ୍ୱାରା ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି । ସୂଚନାଯୋଗ୍ୟ ୟୁଟ୍ୟୁବ ଚ୍ୟାନେଲର ନାମରେ ହୋଇଥିବା ପରିବର୍ତ୍ତରୁ ସଂକେତ ମିଳୁଛି ଯେ ଯେତେବେଳେ ଚ୍ୟାନେଲର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଥିଲା । ସେହି ସମୟରେ ଚ୍ୟାନେଲର ଭେରିଫାଇଡ କୋର୍ଡ ବ୍ଲ୍ୟୁ ଟିକ୍‌ ଥିଲା ଏବଂ ଏବେ ଏହାର ନାମ ପରିବର୍ତ୍ତନ କରି ଇମ୍ରାନ ଖାନ କରିଦିଆଯାଇଛି । ଇମ୍ରାନ ଖାନ ବିପକ୍ଷଙ୍କ ବିରୋଧକୁ ଡକାୟତ ବୋଲି କହିଛନ୍ତି ।