ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ….

ଭୁବନେଶ୍ୱର: ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର ପ୍ଲାଷ୍ଟିକ୍ ସର୍ଜରୀ ବିଭାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଶନିବାର ମଧ୍ୟାହ୍ନରେ ସର୍ଜରୀ ବିଭାରଗ ୫ମ ମହଲାରେ ବୁଲୁଥିବା ବେଳେ ଡ଼େଇଁପଡ଼ିଥିଲେ । ଆଉ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ଡେଇଁଥିଲେ କାରଣ ଜଣାପଡ଼ିନାହିଁ ।