ସିସକୋ ଚେୟାରମ୍ୟାନ ଏବଂ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ By Shaksi News Last updated May 12, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିସକୋ ଚେୟାରମ୍ୟାନ ଏବଂ ସିଇଓ ଶ୍ରୀ ଚୁକ୍ ରବିନ୍ସଙ୍କୁ ଭେଟିଛନ୍ତି । ଆହୁରି ପଢ଼ନ୍ତୁ... ନାବାଳିକାଙ୍କୁ ଦୁଷ୍କର୍ମ Sep 18, 2026 ରୋହିତଙ୍କ ରେକର୍ଡ ଭାଙ୍ଗି ଇତିହାସ… Sep 18, 2026 କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି… Sep 18, 2026 ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ… Sep 18, 2026 ଶ୍ରୀ ରବିନ୍ସଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ‘ଚୁକ୍ ରବିନ୍ସଙ୍କୁ ଭେଟି ଖୁସି ଲାଗିଲା । ସିସକୋ ଭାରତରେ ଉପଲବ୍ଧ ବ୍ୟାପକ ସୁଯୋଗର ବ୍ୟବହାର କରୁଥିବା ଦେଖି ଭଲ ଲାଗିଲା ।’ Continue Reading #shaksinewsPIB BhubaneswarPM Modi 0 Share