ଭୂକମ୍ପରେ ଥରିଲା ମହାରାଷ୍ଟ୍ର By Shaksi News On Mar 21, 2024 0 ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା । ଏହାପରେ ଭୂକମ୍ପର ଦ୍ୱିତୀୟ ଝଟକା ସକାଳ ୬ଟା ୧୯ ମିନିଟ୍ରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି। Continue Reading #National-International#Shaksi Newsearth quick 0 Share