ଶ୍ରୀ ଜଗନ୍ନାଥ ଧାମ ପୁରୀରେ ମହାମହିମ ରାଷ୍ଟ୍ରପତିଙ୍କ ରାଷ୍ଟ୍ର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି
ହାମହିମା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ….
ଜଗନ୍ନାଥ ଧାମ ପୁରୀପଓଡ଼ିଶା: ମହାମହିମା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ପବିତ୍ର ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି—ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ଶୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କ ପବିତ୍ର ଦର୍ଶନ କରି ଅପାର ଆନନ୍ଦ ଓ ଆତ୍ମିକ ଶାନ୍ତି ଲାଭ କରିଛନ୍ତି। ଦର୍ଶନ ପରେ ସିଂହଦ୍ୱାର ସମ୍ମୁଖରେ ମଧୁସୂଦନ ସିଂହାରୀ ଶ୍ରୀ ଅଙ୍ଗ ଲାଗି ସେବକ ଏବଂ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀରେ ସ୍ୱାଗତ କଲେ ତାଙ୍କ ସହ ଉପସ୍ଥିତ ରହି ନୀଳ ଚକର ତାଙ୍କ ନାମ ମଧ୍ୟ ବାନା ବନ୍ଧା ଗଲା ଓ ହୁଦୟ ପଲବ ମଧ୍ୟ୍ୟ ଦେଇଛନ୍ତି ସକାଳ ସମୟରେ ରାଷ୍ଟ୍ରପତିଙ୍କ ଉପସ୍ଥିତ ରହି ପିଣ୍ଡ ଦାନ କରାଇଥିଲେ ।