କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁକ୍ଷାଳୟ ରେ ଥିବା G. N.ହାଇସ୍କୁଲ ରେ ବିଜ୍ଞାନ ତଥା ଗଣିତ ଶିକ୍ଷକ ଭାବେ ଅବସର ନେଇ ଥିଲେ। ଦେହ ଅସୁସ୍ଥ ହେବାରୁ କେନ୍ଦୁଝର ବଡ ମେଡିକାଲ ନେଇଥିଲେ କିନ୍ତୁ ଆଜି ସକାଳୁ ଡାକ୍ତର ତାଙ୍କ ର ମୃତ୍ୟ ଘୋଷଣା କରିଥିଲେ। ପରେ ମରଶରୀରକୁ ପୈତୃକ ଗ୍ରାମ ଡିଆନାଳୀ କୁ ଅଣା ଯାଇଛି। ସେ ଜଣେ ନିଷ୍ଠା ପର ଭାବେ ଶିକ୍ଷା ଦାନ ତଥା ପରୋପକାରୀ ଧର୍ମପରାୟଣ ପାଇଁ ଅଂଚଳ ରେ ବେଶ ପରିଚୟ ସୃଷ୍ଟି କରି ଥିଲେ। ସନାତନ ମହାନ୍ତ ଙ୍କ ବିୟୋଗ ରେ ଖବର ପ୍ରଚାରିତ ହେବା ପରେ ପାଟଣା ଅଂଚଳ ରେ ଭୂଦ୍ଧି ଯିବି ତଥା ଶିକ୍ଷ।ବିତ,ଛାତ୍ର ଛ।ତ୍ରୀ ମହଲ ରେ ଶୋକ ଛାୟା ଖେଳି ଯାଇଛି ।