Browsing Category
ସମ୍ପାଦକୀୟ
ସମ୍ପାଦକୀୟ
ପୃବତନ ପ୍ରଧାନମନ୍ତ୍ର୍ୟ ଇମ୍ରାନ ଖାନଙ୍କୁ ଝଟକା
ନୂଆଦିଲ୍ଲୀ: ଇନସାଫ ପାକିସ୍ତାନ ତେହେରିକ-ଇ-(ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା…
ଲିଙ୍ଗରାଜ ମନ୍ଦିର: ସେବାୟତଙ୍କ ଗାଳି ଏକ ପରମ୍ପରା!
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦର୍ଶନାଭିଳାଷୀଙ୍କୁ ହଇରାଣ କରିବା ସେବାୟତଙ୍କ ବାପଅଜା ଅମଳର ଅଧିକାର…
ଦିଲ୍ଲୀ ପୁଲିସ୍ କର୍ମଚାରୀ ମୃତ
ସୋନିପତ୍: ଗତକାଲି ବିଳମ୍ବିତ ରାତିରେ ସୋନିପତ୍ର କୁଣ୍ଡାଲି ସୀମା ପାଖରେ ଏକ କ୍ୟାଣ୍ଟର୍ (ଟ୍ରକ) ସହିତ ମୁହାଁମୁହିଁ ଧକ୍କା ହେବା ପରେ…
ଆତଙ୍କୀ ହମଲା: ଦୁଇ ସୁରକ୍ଷାକର୍ମୀଙ୍କ ସମେତ ଚାରିଜଣ ମୃତ
ଉତର-ପଶ୍ଚିମ ପାକିସ୍ତାନ ଅନ୍ତର୍ଗତ କୁର୍ରମ ଜିଲ୍ଲାରେ ଦୁଇଟି ଯାତ୍ରୀବାହୀ ଗାଡ଼ି ଉପରକୁ କିଛି ଆତଙ୍କୀ ଆଖିବୁଜା ଗୁଳି ଚଳାଇବା ଫଳରେ…
ଇସ୍ରାଏଲ ରକେଟ୍ ମାଡ଼ରେ ଦୁଇଜଣ ସାମ୍ବାଦିକ ମୃତ
ଗାଜା: ରବିବାର ସକାଳେ ଗାଜା ଉପରେ ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ଼ କରାଯାଇଛି । ଉକ୍ତ ରକେଟ୍ ମାଡ଼ରେ ଅଲ-ଜଜିରା ସମ୍ବାଦ ସଂସ୍ଥାର ଗାଜା…
୨୦୨୪ରେ ‘ନାସା’ର ପ୍ରଥମ ଚନ୍ଦ୍ର ଅଭିଯାନ
ୱାଶିଂଟନ: ନୂଆବର୍ଷ ୨୦୨୪ର ଦ୍ୱିତୀୟ ସପ୍ତାହରେ ସୋମବାର ଦିନ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉପଗ୍ରହ ଚନ୍ଦ୍ର ଅଭିମୁଖେ…
ଶଗଡ଼ ଚଢ଼ି ସହର ବୁଲିଲେ ରବିନ୍ଦ୍ର ଜାଡେଜା
ରାଜକୋଟ୍: ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜା ଶଗଡ଼ ଚଢ଼ି ରାଜକୋଟ୍ ସହର ବୁଲିଛନ୍ତି । ପିଲାଦିନୁ ଶଗଡ଼ରେ…
ଠେଙ୍ଗାରେ ପିଟିପିଟି ବାପାଙ୍କୁ ମାରିଦେଲା ପୁଅ
ଲକ୍ଷେ୍ନø: ୟୁପିର ସୋନଭଦ୍ର ଅଂଚଳରେ ଛୋଟ କଥାରେ କ୍ରୋଧାନ୍ଧ ଯୁବକ ତା’ ବାପାକୁ ପିଟିପିଟି ମାରିବା ପରେ ଫେରାର ହୋଇଯାଇଛି । ବାପାଙ୍କ…
କୁଖ୍ୟାତ ଦାଗୀ ଦାଉଦର ଭିଟାମାଟି ୨ କୋଟିରେ ନିଲାମ
ନୂଆଦିଲ୍ଲୀ: କୁଖ୍ୟାତ ଦାଗୀ ଦାଉଦ ଇବ୍ରାହିମର ପୈତୃକ ସଂପତିକୁ ୨ କୋଟି ଟଙ୍କାରେ ବିକି ଦିଆଯାଇଛି । ତା’ ଜେଜେବାପା ଅମଳରୁ ପଡ଼ି ରହିଥିବା…
ବ୍ରିଜଭୂଷଣଙ୍କ ମୁଣ୍ଡରେ ଦୋଷ ଲଦିଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ମହିଳା ମଲ୍ଲଯୋଦ୍ଧାଙ୍କୁ ଆନ୍ଦୋଳନରୁ ଓହରି ଯିବା ପାଇଁ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ…