Browsing Category
Featured
Most Popular News , Odisha Latest News, Breaking News Odisha, Odisha Current Headlines, Odisha News Online
ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍
ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ପୁଣି ବାପା ହୋଇଛନ୍ତି । ତାଙ୍କ ପତ୍ନୀ କେରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି!-->…
ଚୁଇଂଗମ୍ ରୋକିବ କୋଭିଡ ସଂକ୍ରମଣ
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଜାରକୁ ଆସିବ ଚୁଇଂଗମ୍ । ଯାହା କୋଭିଡ ଭାଇରସକୁ ମାତ ଦେବ । ଏନେଇ ଆମେରିକା ପେନସିଲଭାନିଆ ବିଶ୍ୱବିଦ୍ୟାଳୟର!-->…
ଓମିକ୍ରନକୁ ଦୃଷ୍ଟିରେ ରଖି ଲାଗିଲା କଟକଣା
ନୂଆଦିଲ୍ଲୀ : ସାରା ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଲକ୍ଷେ୍ନøରେ ୧୪୪ ଧାରା ଜାରି କରାଯାଇଛି ।!-->…
ବନ୍ଦ ହେଲା ଚାଷୀ ଆନ୍ଦୋଳନ
ନୂଆଦିଲ୍ଲୀ : ଦୀର୍ଘବର୍ଷରୁ ଦିଲ୍ଲୀ ରାଜରାସ୍ତାରେ ଜାରି ରହିଥିବା ଚାଷି ଆନ୍ଦୋଳନ ସମାପ୍ତ ହୋଇଛି । ଏହି ଆନ୍ଦୋଳନ ଉଗ୍ରରୂପ ହେବା ପରେ!-->…
ଦିନିକିଆ ପରେ ଟେଷ୍ଟରେ ବି ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା!
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳର ଘୋଷଣା ସହ ଦୁଇଟି ବଡ ଘୋଷଣା!-->…
ଦିନିକିଆ ଅଧିନାୟକ ପଦ ଛାଡିବାକୁ କୋହଲିଙ୍କୁ ଦିଆଯାଇଥିଲା ୪୮ ଘଣ୍ଟା!
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦ ଛାଡିବାକୁ ୪୮ ଘଣ୍ଟାର!-->…
ୟୁକ୍ରେନ ସୀମାକୁ ସୈନ୍ୟ ପଠାଇବ ଆମେରିକା!
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ସୀମା ବିବାଦକୁ ନେଇ ଆମେରିକାର ବଡ ବୟାନ । ଆମେରିକା ଓ ନାଟୋ ୟୁକ୍ରେନକୁ ସାମରିକ ଓ ଆର୍ଥିକ!-->…
ପୁଣି ୯୪ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ
ବେଙ୍ଗାଳୁରୁ: ଦେଶରେ ସ୍କୁଲ ଖୋଲିବା ପରେ କରୋନା ସଂକ୍ରମିତଙ୍କୁ ନେଇ ଚିନ୍ତା ବଢିଛି । ଏବେ ପୁଣି ଏକ ସ୍କୁଲ ଭିତରେ ୯୪ ଜଣ ଛାତ୍ରଛାତ୍ରୀ!-->…
ଭାରତ-ରୁଷ ମଧ୍ୟରେ ବଢିବ ସାମରିକ ଶକ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ!-->…
ଦେଶକୁ ଫେରିପାରେ ଲକଡାଉନ!
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କୁ ଗଭିର ଚିନ୍ତାରେ ପକାଇଛି । ଡେଲଟା ଭାରିଆଣ୍ଟ!-->…