Browsing Category
କେନ୍ଦୁଝର
ପାଟଣା ବ୍ଲକ “ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ “ରେ 6 କୋଟି ରୁ ଉର୍ଦ୍ଧ ଟଙ୍କା ର ଘୋଟାଲା
ଶିକ୍ଷା ଅନୁଷ୍ଠାନ ପାଇଁ ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା…
ଆମ ଓଡ଼ିଶା ପ୍ରତିଯୋଗିତା ୩୦୨ ଜଣ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ
ପାଟଣା ଜି ଏନ ଉଚ୍ଚ ବିଦ୍ୟାଳୟ ରେ...
ଭୁବନେଶ୍ୱର ରୁ ଠକକୁ ଗିରଫ କଲା ତୁରୁମୁଙ୍ଗା ପୋଲିସ
କେନ୍ଦୁଝର,(ସାକ୍ସୀ ନ୍ୟୁଜ୍): ଜିଲ୍ଲା ତୁରୁମୁଙ୍ଗା ପୋଲିସ ଅନେକ ଠୋକେଇ କେଶ ରେ ଜଡିତ ଥିବା ସତ୍ୟଜିତ ଘୋଡାଇ କୁ ତୁରୁମୁଙ୍ଗା ପୋଲିସ…
ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପରେ ମଧ୍ୟ ସୁଧାରି ନାହିଁ ବଡ଼କାଳିମାଟି…
ଯୋଡ଼ା(ସାକ୍ସୀ ନ୍ୟୁଜ୍): ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିବା ବଡ଼କାଳିମାଟି ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ଏନେଇ…
ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବତୀ କଲେ, ଶେଷରେ ଜେଲ୍ ଗଲେ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ କରି ଧୋକା…
ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ଅନ୍ତର୍ଗତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତୁରୁମୁଙ୍ଗା ଠାରେ…
ପାଟଣା ବଜାରରେ ନୂଆ ଆକର୍ଷଣ, ଉଦ୍ଘାଟିତ ହେଲା ‘ସାବିତ୍ରୀ ଟ୍ରେଡର୍ସ’ର ନୂତନ ଗୃହ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁଖ୍ୟାଳୟ ବଜାରରେ ଦୀର୍ଘ ୩୫ ବର୍ଷ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ଅଗ୍ରଣୀ…
“ଆମ ପୋଲିସ ସମିତି ” କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ଥାନା ରେ ତା. 30.8.2026 ରିଖ ଦିନ ପାଟଣା ଥାନା ରେ "ଆମ ପୋଲିସ ସମିତି " କାର୍ଯ୍ୟ କ୍ରମ…
ସ୍ୱାମି ର କାଠ ଫାଳିଆ ମାଡ଼ ରେ ସ୍ତ୍ରୀ ମୃତ , ଅଭିଯୁକ୍ତ ସ୍ୱାମୀ ଅଟକ
କେନ୍ଦୁଝର/ପାଟଣା(ସାକ୍ସୀ ନ୍ୟୁଜ୍): ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଭୂମିଜ ସାହିରେ ଏକ ଅଭାବନୀୟ ଘଟଣାରେ ସ୍ୱାମୀଙ୍କ…
ଶ୍ରମ ଲାଇସେନ୍ସ ପାଇଁ ଲାଞ୍ଚ: ଶ୍ରମ ଅଧିକାରୀ ଗିରଫ
କେନ୍ଦୁଝର,(ସାକ୍ସୀ ନ୍ୟୁଜ୍): ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତାଙ୍କ ଏଜେନ୍ସି ସପକ୍ଷରେ ଶ୍ରମ ଲାଇସେନ୍ସ ପ୍ରଦାନ ପାଇଁ ଜଣେ ବିଦ୍ୟୁତ୍…