‘ଧରାପଡ଼ିବାରୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲାଇଲୁ’
ଭୁବନେଶ୍ୱର: ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଭିଯୋଗ ଆଣି ରାଜ୍ୟ ସରକାର ଆଜି ୧୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଶୋଇ ଥାନା କାଶିପେଣ୍ଟ ଗାଁ ପାଖ ଏକ ଗାଡ଼ିଆ ରୁ ପରିତ୍ୟକ୍ତ କାଦୁଆରେ ପୋତା ଶବ ଗାଁ ଲୋକଙ୍କ…
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗାଁ ପାଖରେ ଥିବା ଏକ କରଞ୍ଜ ଝରଣା ନାମକ ଏକ…
ଦୁର୍ବୁତ୍ତଙ୍କ ଦ୍ବାରା ଅଦ୍ଧାପିକାଙ୍କ ସ୍କୁଟିକୁ ପଛପଟୁ ଧକ୍କା, ଅଳ୍ପକେ ବର୍ତ୍ତିଛନ୍ତି…
ଗତ ଦୁଇ ବର୍ଷ ମଧ୍ୟରେ ଜଣେ କାର୍ଯ୍ୟରତ ଅଦ୍ଧାପିକାକୁ ପାଞ୍ଚଥର ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିବା ଜଣାପଡିଛି। ତେବେ ପ୍ରାପ୍ତ ସୂଚନା…
ରାଧା ପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା
ପୁରୀ : ବୁଧବାର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ତେବେ…
ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର…
ଭୁବନେଶ୍ୱର : ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ…
କେନ୍ଦୁଝର ଜିଲ୍ଲା ଯମ୍ଭିରିପାସି ଗାଁରେ ୧୦ ଟିକିଆ ହାତୀପଲ
କେନ୍ଦୁଝର : କେନ୍ଦୁଝର, ବାଉଁଶପାଳ ବ୍ଲକ ନୋ୍ୟାକୋଟ ବିଟ ଯମ୍ଭିରିପାସି ଗ୍ରାମରେ ହାତୀ ର ଉତ ପାତ ଦେଖିବାକୁମିଲିଛି ବୋହୁ କଷ୍ଟରେ…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ କରୋନା ପଜିଟିଭ ଚିହ୍ନଟ
ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ ଜଣ କରୋନା ପଜିଟିଭ
ହରଭଙ୍ଗା ରେ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ , ୩୦୦ ଟି ପ୍ରାଣୀ ଙ୍କୁ କରାଗଲା ଟୀକା କରଣ
ବୌଦ୍ଧ : ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା ଙ୍କ…
୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ବର : ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି…
ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥପାଠ ଅନୁଷ୍ଠିତ
ଏହି ଅବସରରେ ରାଷ୍ଟ୍ରିୟ ଏକତା ଦିବସ ସମ୍ପର୍କିତ ଶପଥ ପାଠ ମଧ୍ୟ କରିଥିଲେ...