ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର
ସମ୍ବଲପୁର : ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ …
୨୪ ଘଣ୍ଟାରେ ୧,୪୮୦ ପଜିଟିଭ୍ ଚିହ୍ନଟ, ୨୧ମୃତ
ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍ ଚିହ୍ନଟ । ଆଜି ଆଉ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୋଟ…
ନିର୍ବାଚନ କମିଶନ ପକ୍ଷଭୁକ୍ତ ହୁଅନ୍ତୁ ନାହିଁ: ବିଜେପି
ଭୂବନେଶ୍ୱର, (ସାକ୍ସୀ ନ୍ୟୁଜ୍)ତା.୦୯/୦୨: ରାଜ୍ୟରେ ପୌରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି…
ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟାୟାର ଜାଳି…
କଂଗ୍ରେସର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ତା’ର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ…
ଆଇପିଏସ୍ ଗଜଭିୟେଙ୍କୁ ଡବଲ ପ୍ରମୋସନ
ଭୁବନେଶ୍ୱର : ୨୦୦୨ ବ୍ୟାଚ୍ ଆଇପିଏସ୍ ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଆଜି ରାଜ୍ୟ ସରକାର ପିଛିଲା ଭାବେ ଡବଲ ପ୍ରମୋସନ ଦେଇଛନ୍ତି ।
!-->!-->…
ମତଦାନ ପାଇଁ 3 ଦିନ ଛୁଟି
ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ ପାଇଁ ସରକାରୀ, ସରକାରୀ ଅନୁବନ୍ଧିତ, ବୋର୍ଡ ଓ ବେସରକାରୀ!-->…
ସନ୍ଧ୍ୟା ୫ଟାରୁ ୯ଟା ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ
ପୁରୀ: ଆଜି ଶ୍ରୀମନ୍ଦିରରେ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ!-->…
୨୪ ଘଣ୍ଟାରେ ୧୭୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୨୨ ମୃତ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଗଣ୍ଟାରେ ରାଜ୍ୟରେ ୧୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୨ ଜଣଙ୍କର ମୃତ୍ୟୁ ଘଟିଛି।!-->…
୧୪ରୁ ଖୋଲିବ ପ୍ଲେ ସ୍କୁଲ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟରେ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ପ୍ଲେ, ନର୍ସରୀ ଓ କେଜି ପିଲାଙ୍କ!-->…