୨୭୧ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ ୨ ଜଣ କରୋନା ଆକ୍ରାନ୍ତଙ୍କର!-->…
ଅଗ୍ନିକାଣ୍ଡରେ ୪ ବଖରା ଘର ସହ ୧୧ ଜୀବଜନ୍ତୁ ଜୀବନ୍ତ ଦଗ୍ଧ
ଭଦ୍ରକ : ଅଗ୍ନିକାଣ୍ଡରେ ୪ ବଖରା ଘର ସହ ୧୧ ଜୀବଜନ୍ତୁ ଜୀବନ୍ତ ଦଗ୍ଧ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବିଳମ୍ବିତ ରାତିରେ!-->…
ରାଜ୍ୟରେ ଶ୍ୱେତ ବିପ୍ଳବ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
କଟକ ଅରିଲୋ ଠାରେ ଓମ୍ଫେଡ୍ର ଅତ୍ୟାଧୁନିକ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ
ଭୁବନେଶ୍ବର,୧୦.୧୧.୨୦୨୧: ଆଜି କଟକ!-->!-->!-->…
ଏବେ ଘରୋଇ ହସ୍ପିଟାଲ ମାଗଣା ଚିକିତ୍ସା ଯୋଗାଇବେ: ହାଇକୋର୍ଟ
କଟକ: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜୀକୃତ ଥିବା ସମସ୍ତ ଘରୋଇ ଚିକିତ୍ସାଳୟ ସରକାରଙ୍କ ନିୟମ ଅନୁଯାୟୀ ୫ଲକ୍ଷ ଟଙ୍କା!-->…
ଏହି କାରଣରୁ କଟକରେ ହେବନି ବାଲିଯାତ୍ରା
କଟକ: କଟକରେ ଚଳିତ ବର୍ଷ ହେବନି ବାଲିଯାତ୍ରା । କୋଭିଡ କଟକଣା କାରଣରୁ ବାଲିଯାତ୍ରାର ଆୟୋଜନ କରାଯିବନାହିଁ ବୋଲି ଜିଲ୍ଲାପାଳ ଭବାନୀ!-->…
ଦିବ୍ୟଶଙ୍କରଙ୍କ ସୁରକ୍ଷା କବଚ ନବୀନ
ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି, ମମିତାକୁ ନ୍ୟାୟ ମିଳିବ ତ? :ସମୀର ମହାନ୍ତି
ଭୁବନେଶ୍ୱର /!-->!-->!-->…
ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ପୁଣି ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ!-->…
୧୫ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା
ଭୁବନେଶ୍ୱର: ଧିରେ ଧିରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଲାଣି । ରାଜ୍ୟର ୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୧୧ ଡିଗ୍ରୀ ସହ!-->…
ରକ୍ତଚରିତ୍ର: ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଚେଙ୍ଗ ଓ ସନିଆ
ଭୁବନେଶ୍ୱର: ପୁଣି ଭାଇରାଲ ହେଲା ରକ୍ତଚରିତ୍ର ଗ୍ରୁପର ଆଉ ଏକ ଭିଡିଓ । ରାତି ୩ଟାରେ କାର ଉପରେ ଷ୍ଟଂଟ ସୋ କରିବାର ଭିଜୁଆଲ ସାମ୍ନାକୁ!-->…
ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଭୁବନେଶ୍ୱର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ!-->…