‘ଜାଇକୋଭ-ଡି’ ଭ୍ୟାକ୍ସିନକୁ ଡିସିଜିଆଇର ଗ୍ରୀନ ସିଗ୍‌ନାଲ ଅନୁମତି

୬ରୁ ୧୨ ବର୍ଷ ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ….

ନୂଆଦିଲ୍ଲୀ: ୬ରୁ ୧୨ ବର୍ଷ ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’କୁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲା । ପରେ ୫ରୁ ୧୨ ବର୍ଷ ପିଲାଙ୍କୁ ‘କୋର୍ବାଭାକ୍ସ’ ଟିକାକୁ ଅନୁମତି ମିଳିଛି । ଏଥିସହିତ ୧୨ ବର୍ଷରୁ ଉଦ୍ଧ୍ୱର୍ ପିଲାଙ୍କୁ ‘ଜାଇକୋଭ-ଡି’ ଟିକାକୁ ମଧ୍ୟ ଡିସିଜିଆଇ ଅନୁମତି ପ୍ରଦାନ କରିଛି । ଟିକା ନେବା ପାଇଁ କୋ-ୱିନ୍‌ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ରେଜିଷ୍ଟ୍ରେସନ ପରେ ହିଁ ଭ୍ୟାକ୍ସିନେସନ ହୋଇପାରିବ ।