‘କାଶ୍ମୀର ଫାଇଲ୍ସ’କୁ ଅଜୟଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ବକ୍ସ ଅଫିସରେ ଧମାଲ କରୁଛି ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ନୂଆ ରେକର୍ଡ କରିବାରେ ଲାଗିଛି । ସେହିପରି ଏହି ଫିଲ୍ମର ସଫଳତାକୁ ନେଇ ବଲିଉଡ ଅଭେନତା ଅଜୟ ଦେବଗନ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ଅଭେନତା ଅଜୟ ଦେବଗନ କହିଛନ୍ତି ଯେ ଏହା କେବଳ ଭାରତରେ ହିଁ ନୁହେଁ ଏହା ସମଗ୍ର ବିଶ୍ୱରେ ରେକର୍ଡ କରିିଛି ।

ବଲିଉଡ ଅଭେନତା ଅଜୟ ଦେବଗନ କହିଛନ୍ତି ଆହୁରି ଯେ କିଛି ଘଟଣା ଏପରି ହୋଇଥାଏ ପ୍ରକୃତ ଘଟଣାକୁ ଖୋଜିବା ପାଇଁ ଧାରଣା ନୁହେଁ ବରଂ ଏହା ଶୁଣିବେ ସେତେବେଳେ ଆପଣ ଅନୁଭବ କରିବେ ଯେ ଏହି ଅସାଧାରଣ ଘଟଣା ସତରେ ଘଟିଛି । ଏହାର ସତ୍ୟତା ବିଶ୍ୱକୁ ପ୍ରକାଶ କରାଇବା ଉଚିତ ଅଟେ । ଏହାସହ ଏହାକୁ ସମସ୍ତେ ଦେଖିବା ଉଚିତ ।