ଆମ ପ୍ରତ୍ୟେକଙ୍କୁ ଦିନେ ଏକ ସ୍ୱତନ୍ତ୍ର ଯାତ୍ରାରେ ବାହାରି ଯିବାକୁ ହେବ।

ଆମ ପ୍ରତ୍ୟେକଙ୍କୁ ଦିନେ ଏକ ସ୍ୱତନ୍ତ୍ର ଯାତ୍ରାରେ ବାହାରି ଯିବାକୁ ହେବ। ସେ ଯାତ୍ରାର ସମୟ, ତାରିଖ ପ୍ରଭୃତି ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି। ସେ ଯାତ୍ରା ପାଇଁ ନିର୍ଦ୍ଧାରିତ Flight ମଧ୍ୟ କେବେ ବିଳମ୍ବ ହୁଏନା। ସିଟ୍ ପାଇଁ ବ୍ଯସ୍ତ ହେବା ଆବଶ୍ୟକ ନାହିଁ, କାରଣ ସମସ୍ତଙ୍କର ସିଟ୍ ମଧ୍ୟ Confirmed..

ଏହି ଯାତ୍ରାରେ ଯିବା ସମୟରେ ଜୀବନ ସାରା କିଏ କେତେ ଧନ ବଳ, ଜନ ବଳ, ପ୍ରତିଷ୍ଠା, ପ୍ରତିପତ୍ତି ଅର୍ଜନ କରିଛନ୍ତି ତାହା ଦେଖାଯିବ ନାହିଁ। ତେବେ, ଯେଉଁ ମାନଙ୍କ ପାଖରେ….ଗୁରୁ ନିର୍ଦ୍ଦେଶିତ ନିଷ୍କାମ କର୍ମ (ଗୁରୁ କୃପା) ରୂପକ Luggage,,,

ମନୁଷ୍ୟତ୍ବ ରୂପକ Passport, ଆତ୍ମଜ୍ଞାନ ରୂପକ Visa, ଥିବ ସେମାନେ Direct Flight ତଥା Special Classରେ ଯାତ୍ରା କରିବେ। ଅନ୍ୟ ମାନେ,,,, ଯାତ୍ରା ତ ନିଶ୍ଚୟ କରିବେ କିନ୍ତୁ Brake Journey ମାଧ୍ୟମରେ ଉପରୋକ୍ତ ସାଧନ ଏକତ୍ରିତ କରିବା ପାଇଁ ବାଧ୍ୟ ହେବେ।।

ଜୟ ସଦଗୁରୁ ଦେବ…