ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଏପ୍ରିଲ ୧୫ ଓ ୧୬ ତାରିଖ ଦୁଇଦିନ ନବରଙ୍ଗପୁର ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର..

ଭୁବନେଶ୍ୱର/ନବରଙ୍ଗପୁର,(ସାକ୍‌ସୀ ନ୍ୟୁଜ୍‌): ଏପ୍ରିଲ ୧୫ ଓ ୧୬ ତାରିଖ ଦୁଇଦିନ ନବରଙ୍ଗପୁର ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜିତ ହେଉଅଛି। ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଏହି ଶିବିରରେ ରାଜ୍ୟର ପ୍ରମୁଖ ମେଡିକାଲ କଲେଜର ଦକ୍ଷ ଡାକ୍ତରମାନେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ।