ରାଶିଫଳ ସୋମବାର: ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ, ତେବେ ଜାଣି ନିଅନ୍ତୁ ଆଜିର ଦିନ କେମିତି କଟିବ

Horoscope-Monday-situation

ମେଷ ରାଶି ଭବିଷ୍ୟ ଷୋମବାର ମଇ ୩୦-୨୦୨୨ ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଆପଣ ପରିବାର ଲୋକନକ ସହିତ ସମୟ କାଟିବାକୁ ଚେଷ୍ଟା କରନ୍ତୁ, ନଚେତ ଘର ପରିବେଶରେ ଆସନ୍ତି ହୋଇ ପାରେ |                                                                                                                                        ଆପଣଙ୍କ ସାଥୀ ସାଙ୍ଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ କିନ୍ତୁ ତା ଯୋଗୁଁ କାମକୁ ସମୟ ଦେଇ ପାରିବେ ନାହିଁ | ଯାହା ବି କଠୋର ପରିଶ୍ରମ ଆଜିଯାଏଁ କରିଛନ୍ତି ତାହାର ଫଳ ଆଜି ମିଳିପାରେ | ଆଜି ନିଜ ହିସାବରେ କିଛି ବି କାମ ହେବ ନାହିଁ କିନ୍ତୁ ତାହା ଯୋଗୁଁ ମନଦୁଃଖ କରନ୍ତୁ ନାହିଁ | ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ |

ବୃଷ ରାଶି:
ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ, ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ହଠାତ ଖର୍ଚ ଆସିବା କାରଣରୁ ଆର୍ଥିକ ଅବସ୍ଥାରେ ବୋଝ ଆସି ପାରେ| ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ |                                                                                              ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଯଦି ଆପଣ ନିଜର ମନର ଦ୍ୱାର ଖୋଲା ରଖିବେ, ତାହେଲେ କୌଣସି ଉତ୍ତମ ସୁଯୋଗ ଆପଣଙ୍କୁ ମିଳି ପାରେ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା |

ମିଥୁନ ରାଶି:
ଭିଡ ଜାଗାରେ ଯାତ୍ରା କଲା ବେଳେ ରଖଟଚାପ ରୋଗୀ ମାନଙ୍କୁ ଅତିରିକ୍ତ ସାବଧାନ ରହିବ ଉଚ୍ଛିତ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ |

ମୈତ୍ରୀ ଗଭୀର ହେବା ସାଙ୍ଗରେ,ପ୍ରେମର ଭାବନା ଭି ଅନୁଭବ କରିବେ | ନିର୍ମାଣ ଓ ନବୀନୀକରଣ କାମ କରିବାକୁ ଆଜିର ସମୟ ଉତ୍ତମ ଅଟେ | ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ | ରସମୟ ଗୀତ, ଶୁଂଗନ୍ଧିତ ମହମବତୀ, ସ୍ୱାଦିଷ୍ଟ କାଧ୍ୟ- ଆଜି ଦିନ ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ପାଇଁ ହିଁ ବନା ହେଇଚି |

କର୍କଟ ରାଶି:
ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଅଭଦ୍ର ବ୍ୟବହାର ସତ୍ୱେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ |                                                                                                                                            ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ | କାର୍ଯ୍ୟ ପାଇଁ ସମର୍ପିତ ଲୋକେ ଟଙ୍କା-ପଇସା ଓ କରିଅର ଦୃଷ୍ଟିରୁ ଲାଭ ପାଇବେ | ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ |ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ | ଆପଣଙ୍କ ଜୀବନ-ସାଥୀଙ୍କ ମନ ଆଜି ବହୁତ ଭଲ ଅଛି | ଆପଣଙ୍କୁ କୌଣସି ଉପହାର ମିଳି ପାରେ |

ସିଂହ ରାଶି:
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ, ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ପ୍ରେମ ଏକ ଝରଣା,ଫୁଲ,ଆଲୋକ ଓ ପ୍ରଜାପତି ପରି |                                                                                                                                                                    ଆଜି ଆପଣଙ୍କ ପ୍ରେମରେ ଭରା ରୂପ ସାମନାକୁ ଆସିବା | ନିଜର ବିଶେଷଜ୍ଞତାର ଉପଯୋଗ ପେସାଗତ କଥାକୁ ସହଜ ଭାବରେ ସମାଧାନ କରିବା ପାଇଁ କରନ୍ତୁ | ଆଜି ଆପଣଙ୍କ ପତ୍ନୀ/ପ୍ରେମିକା ଙ୍କ ସହିତ ଅଧିକ ସମୟ କାଟିବାକୁ ମିଳିବ ଯାହାଦ୍ୱାରା ସେ ଆପଣ ତାଙ୍କ ଉପରେ ଧ୍ୟାନ ଦେଉଥିବାର ଦେଖି ବହୁତ ଖୁସି ହେବେ | ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ସମ୍ପର୍କ ଭାଙ୍ଗି ଦେବାକୁ ଇଚ୍ଛା ହୋଇ ପାରେ |କିନ୍ତୁ ଏମିତିଆ କରନ୍ତୁ ନାହିଁ |

କନ୍ୟା ରାଶି:
ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଭଲ ପାଆନ୍ତି |                                            ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ | ଯେହେତୁ ଗହଳି ମାହାଳ ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ | ବିବାହ ଗୋଟେ ଦୈବିକ ଆଶୀର୍ବାଦ ଓ ଆଜି ଆପଣ ଏହା ଅନୁଭବ କରିବେ |

ତୁଳା ରାଶି:
ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ |                                                                                                                                                ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ| ନୂତନ କାର୍ଯ୍ୟକୁ ପୂରଣ କରିବା ପାଇଁ ମହିଳା ସହକର୍ମୀ ମାନଙ୍କର ପୁରା ସହଯୋଗ ମିଳିବ | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |

ବିଛା ରାଶି:
ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ |                                                                                                                                                                    ଆଜି ନିଜ କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ , ବିଶେଷ ଭାବେ କୋଣସି ଉଦ୍ୟମ ବୈଠକରେ ନହେଲେ ନିଜର ପ୍ରତିଷ୍ଠାକୁ ହାନି ହୋଇ ପାରେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ |

ଧନୁ ରାଶି ଭବିଷ୍ୟ (Monday, May 30, 2022)
ଲମ୍ବା ଯାତ୍ରା ଦୃଷ୍ଟିରୁ ନିଜର ସ୍ୱାସ୍ଥ୍ୟ ଓ ଉର୍ଜା ସ୍ଥରରେ ଯାହା ବୃଦ୍ଧି କରିଛନ୍ତି, ତାହା ଅତି ଲାଭକାରୀ ହେବ | ବ୍ୟସ୍ତ କାର୍ଯ୍ୟକ୍ରମ ଥିବା ସ୍ତବେ ଆପଣଙ୍କୁ ଠକ ଅନୁଭବ ହେବ ନାହିଁ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆଜି ଜୋ ନୂତନ ସମାରୋହରେ ଆପଣ ଭାଗ ନେବେ,ସେଠି ନୂତନ ବନ୍ଧୁତା ଆରମ୍ଭ ହେବାର ସମ୍ଭାବନା ଅଛି |                                                                                                                ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆଜି ଆପଣ ଅନୁଭବ କରିବେକି ଆପଣଙ୍କ ଜୀବନ-ସାଥୀ ପାଇଁ ଆପଣ କେତେ ମହତ୍ୱ ରଖନ୍ତି |

ମକର ରାଶି:
ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ପରିବାକରିକ ସଂଶୟରେ ସବୁ କିଛି ଭଲ ରହିବ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ |                                                                                                                                                                      ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ |

କୁମ୍ଭ ରାଶି:
କୌଣସି ଉଚ୍ଚ ଓ ବିଶେଷ ଲୋକଂକୁ ଭେଟିବା ସମୟରେ ଅଧୀର ହୁଅନ୍ତୁ ନାହିଁ ଓ ନିଜର ଆତ୍ମବିଶ୍ଵାସ ରଖନ୍ତୁ | ଏହା ଶରୀର ପାଇଁ ସେତିକି ହିଁ ଆବଶ୍ୟକ, ଯେତିକି କାମ-ଧନ୍ଦା ପାଇଁ ପଇସା | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି |                                                                                                                                            ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଯାହା ବି କୁହନ୍ତୁ,ଭାବି ଛିନ୍ତିକି କୁହନ୍ତୁ | କାରଣ କଡ଼ା ଶବ୍ଦ ଶାନ୍ତି କୁ ନଷ୍ଟ କରି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ସୃଷ୍ଟି କରି ପାରେ | କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ | ଆଜି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନେଇ ବାହାରକୁ ଯିବାପାଇଁ ଯୋଜନା କରିପାରନ୍ତି | କିନ୍ତୁ ତାଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣ ତାଙ୍କୁ ନେଇପାରିବେନି | ଜୀବନ-ସାଥୀଙ୍କର ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ବୈବାହିକ ଜୀବନର ସନ୍ତୁଳନ ଖରାପ କରି ପାରେ |

ମୀନ ରାଶି:
ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ |

ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ଆଜି ଦିନରେ ଆପଣନ୍କ କଠିନ ପରିଶ୍ରମ ଫଳ ଦେବ | ଆଜି ଯଦି ଆପଣଙ୍କ ବିଚାର ପଚରା ହୁଏ ତ ସଙ୍କୋଚ କରନ୍ତୁ ନାହିଁ , ସମସ୍ତେ ପ୍ରଶଂସା ହିଁ କରିବେ | ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇକି ଅସମ୍ବେଦନଶୀଳ ହୋଇ ପାରନ୍ତି |