ରାଶିଫଳ ସୋମବାର : ଯୋଜନା ଅନୁସାରେ କାର୍ଯ୍ୟ କରିବେ

Horoscope Monday-26-09-2022

ମେଷ : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ବରିଷ୍ଠ ଅଧିକାରୀ ଆପଣଙ୍କୁ ପଦଉନ୍ନତି କିମ୍ବା ଲମ୍ବା ସମୟରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ ଖୁସିରେ ଉପହାର ଦେଇ ପାରନ୍ତି | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିସ ଗୁଡିକ ବିଶେଷ ଯତ୍ନରେ ରକଃନ୍ତୁ | ଜୀବନ-ସାଥୀଙ୍କ ଆଡୁ ମାନସିକ-ଚାପ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ି ପାରେ |

ବୃଷ : ଇଛାଶକ୍ତି କାମ ଥିବା କାରଣରୁ ଆପଣ ଭାବନାତ୍ମକ ଓ ମାନସିକ ଅସୁବିଧାରେ ପଡି ପାରନ୍ତି | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି | କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |

ମିଥୁନ : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ଆପଣ ନିଜେ ଅପମାନିତ ହେଲେ ବୋଲି ଭାବନ୍ତୁ ନାହିଁ, ଯଦି ଆପଣଙ୍କର ସାଥୀ ନିଜ କଥା ରଖି ପାରିନାହାନ୍ତି – ଆପଣ ତାଙ୍କୁ ଶାନ୍ତି ରେ ବସିକି ବୁଝାନ୍ତୁ| ଆପଣଙ୍କ ପ୍ରେମୀ ଆପଣଙ୍କୁ ଯଥେଷ୍ଟ ସମୟ ଦେଉନାହାନ୍ତି, ଏକଥା ଆଜି ଆପଣ ଖୋଲିକରି ତାଙ୍କ ଆଗରେ କହି ପାରିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି |

କର୍କଟ : ମନଵୈଜ୍ଞାନିକ ଡର ଆପଣଙ୍କ ଉତ୍ତେଜିତ କରି ପାରେ | ସକରାତ୍ମକ ଚିନ୍ତା ଓ ସ୍ଥିତିର ଆଲୋକିତ ପଟକୁ ଦେଖିବା ଆପଣଙ୍କୁ ଏହା ଠୁ ରକ୍ଷା କରି ପାରିବ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ | ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରେ| ଯେଉଁମାନଙ୍କ ସହିତ ରହିଲେ ଆପଣଙ୍କର ସମୟ ନଷ୍ଟ ହେବ ସେମାନଙ୍କର ସଙ୍ଗ ଆପଣଙ୍କୁ ତ୍ୟାଗ କରିବା ଉଚିତ | ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ |

ସିଂହ : ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ, ଯାହାଦ୍ୱାରା ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ ଓ ଆପଣଙ୍କର ଅନାବଶ୍ୟକ ଭାବରେ ଗୁଡ଼େ ଖର୍ଚ୍ଚ ହୋଇପାରେ | ବନ୍ଧୁ ମାନଙ୍କ ସହିତ ମିଶି ନିଜର ଦିନକୁ ଉତ୍ତମ ବନାନ୍ତୁ | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରେ| ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ଯଦି ଆପଣଙ୍କ ଜୀବନ-ସାଥୀଙ୍କର ମନ ଖରାପ ଅଛି ଓ ଆପଣ ଚାହୁଁଛନ୍ତିକି ଦିନ ଭଲ ଯାଉ,ତାହେଲେ ଚୁପ ରୁହନ୍ତୁ |

କନ୍ୟା : ଜୀବନ ପ୍ରତି ଆନନ୍ଦ ରହିବା ପ୍ରକୃତି ଆପଣାନ୍ତୁ | ନିଜର ସ୍ତିତି ଉପରେ ଅସନ୍ତୋଷ ହେବା ଓ ତାକୁ ନେଇକି ଦୁଃଖ ପ୍ରକାଶ କଲେ କିଛି ଲାଭ ମିଳିବନି | ଏହା ବେଶୀ ମାଗିବା ବିଚାର ଜୀବନର ସୁଗନ୍ଧକୁ ଶେଷ କରି ଦିଏ ଓ ସନ୍ତୋଷ ଜୀବନର ଆଶାର ବେକ ଚିପି ଦିଏ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟାରେ ବୁଲିବା କିମ୍ବା କିଣାକିଣି କରିବା ଆନନ୍ଦାୟକ ଓ ମନୋରଞ୍ଜନ ଭରା ରହିବ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ଭାଗିଦାରୀରେ ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଭଲ ଦିନ ଅଟେ | ଏହା କାରଣରୁ ସମସ୍ତଙ୍କୁ ଲାଭ ମିଳିବ | କିନ୍ତୁ ଭାଗିଦାର ସହିତ ହାତ ମିଳେଇବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ବିଚାର କରନ୍ତୁ | ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା |

ତୁଳା : ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ଅର୍ଥ ପକ୍ଷରେ ଲାଭ ମିଳିବ ନାହିଁ ତେଣୁ ନିଜ ଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ | ଦିନର ଶେଷ ଭାଗ କିଛି ବିଶେଷ ଓ ଆନନ୍ଦଦାୟକ କାର୍ଯ୍ୟ କରିବା ପାଇଁ ଅତି ଶୁଭ ଅଟେ | ନୂଆ ପ୍ରେମ ହେବାର ସମ୍ଭାବନା ପ୍ରବଳ ଅଛି, ପ୍ରେମର ପୁଷ୍ପ ଆପଣଙ୍କ ଜୀବନରେ ଶୀଘ୍ର ହିଁ ଫୁଟି ପାରେ | ବଡ ବ୍ୟବସାୟ ଆଦାନ-ପ୍ରଦାନ କଲା ବେଳେ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ | କୌଣସି ପରିସ୍ଥିତିରେ ମଧ୍ୟ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିବା କଥା ନୁହେଁ | ପ୍ରତ୍ୟକ କ୍ଷଣକୁ ଉପଭୋଗ କରିବା ଉଚିତ କାରଣ ଥରେ ଚାଲିଯାଇଥିବା ସମୟ କେବେବି ଫେରି ଆସେନି | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |

ବିଛା : ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ , ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ନିଜ ସାଥୀକୁ କମ ଭାବନ୍ତୁ ନାହିଁ | ସମୟ ଅଭାବ ଯୋଗୁଁ ନ ଭାବିଚିନ୍ତି ଯୋଜନା କରନ୍ତୁ ନାହିଁ ନହେଲେ ପଶ୍ଚାତାପ କରିବାକୁ ପଡି ପାରେ |ଲିଃତ୍ତଲେବିତ ଚଙ୍ଗଦ ଆଜି ଆପଣଙ୍କ ସଖାଳ ବିଜୁଳି କାଟିବା କାରଣରୁ ସଂଘର୍ଷ ପୁର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ |

ଧନୁ : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ | ଯେତିକି ଆପଣ ଭାବିଛନ୍ତି,ଆପଣଙ୍କ ସାଙ୍ଗ ତା ଠୁ ବି ଅଧିକ ସାହାଯ୍ୟ କରିବେ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | ଅନ୍ୟ ମାନେ ଆପଣଙ୍କଠୁ ଟିକେ ଅଧିକ ସମୟର ଦାବି କରି ପାରନ୍ତି | ତାଙ୍କ ସହିତ କୌଣସି ପ୍ରକାରର କଥା ଦେବା ପୂର୍ବରୁ ଏହା ଦେଖି ନେବେ କି ଆପଣଙ୍କ କାର୍ଯ୍ୟ ପ୍ରଭାବିତ ନ ହୋଉ ଓ ତା ସହିତ କେହି ଆପଣଙ୍କ ଦୟାଶୀଳତା ଓ ଉଦାରତାର ଭୁଲ ଲାଭ ନ ଉଠାନ୍ତୁ | ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ | ବିବାହର ଠିକ ପୂର୍ବରୁ ଘଟି ଥିବା ସୁନ୍ଦର ଦିନର ସ୍ମୃତି ମନେ ପଡ଼ି ପାରେ- ସେଇ ମଜା, ଆଗ-ପଛ ବୁଲିବା ଓ ପ୍ରେମ ପ୍ରସ୍ତାଵ ଦେବା |

ମକର : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଯଦି ଆପଣ ପାରମ୍ପରିକ ଭାବରେ ନିବେଶ କରିବେ, ତାହେଲେ ଆପଣ ଅଧିକ ତାଙ୍କ ରୋଜଗାର କରି ପାରିବେ | ପରିବାର ପାଇଁ ଭଲ ଓ ଉଚ୍ଚ ଲଖ୍ୟ ପ୍ରାପ୍ତ କରିବା ପାଇଁ ଦୃଷ୍ଟିରୁ ଭାବି-ଚିନ୍ତିକି ଟିକେ କ୍ଷତି ଉଠେଇ ହବ | ଚାଲିଯାଇଥିବା ସୁଯୋଗ କାରଣରୁ ଦରନ୍ତୁ ନାହିଁ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | କିଛି ଲୋକଙ୍କୁ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳି ପାରେ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |

କୁମ୍ଭ : ମଦ ପିଯିବା ଅଭ୍ୟାସକୁ ବନ୍ଦ କରିବା ପାଇଁ ଆଜି ବହୁତ ଉତ୍ତମ ଦିନ ଅଛି | ଆପଣକୁ ବୁଝିବା ଦରକାର କି ମଦ ଆପଣଙ୍କ ସ୍ୱାସ୍ଥ୍ୟର ସବୁଠୁ ବଡ଼ ଶତ୍ରୁ ଓ ତାହା ଆପଣଙ୍କ କ୍ଷମତା ଉପରେ ବି କୁପ୍ରଭାବ ପକାଏ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ | ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ | ଦିନ ଶେଷରେ ଆଜି ଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି | କିନ୍ତୁ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୌଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ | ଆପଣ ଓ ଆପଣଙ୍କ ଜୀବନସାଥିକୁ ନିଜର ବୈବାହିକ ଜୀବନ ପାଇଁ ଟିକେ ଏକାନ୍ତତାର ଆବଶ୍ୟକତା ଅଛି |

ମୀନ : ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଘରକୁ ସଜେଇବା ଛଡ଼ା ନିଜ ପିଲା ମାନଙ୍କ ଆବଶ୍ୟକତା ଉପରେ ବି ଧ୍ୟାନ ଦିଅନ୍ତୁ | ପିଲାଙ୍କ ବିନା ଘର ଆତ୍ମା ବିନା ଶରୀର ପରି | ଛୁଆ ମାନେ ଘରେ ଖୁସି ଓ ଉତ୍ସାହ ଅନାନ୍ତି | ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ସ୍ପଷ୍ଟ ରୂପେ କଥା-ବାର୍ତା ହେବ କାରଣରୁ ବିବାଦ ସୃଷ୍ଟି ହୋଇ ପାରେ,କିନ୍ତୁ ମିଳି-ମିଶିକି କଥା ହେଲେ କଥାର ସମାଧାନ ହୋଇ ପାରେ |