ରାଶିଫଳ ସୋମବାର : କାର୍ଯ୍ୟରେ ସଫଳତା ପାଇବେ

Horoscope Monday-05-12-2022

ମେଷ : କେହି ଆପଣଙ୍କ ମନ ଖରାପ କରି ପାରେ, କିନ୍ତୁ ଏମିତି ଜିନିଷକୁ ନିଜକୁ ନିଅନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ | ଅଦରକାରୀ ଚିନ୍ତା ଓ ଅସୁବିଧା ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇ ପାରେ ଓ ଚର୍ମ ସମ୍ବନ୍ଧରେ ରୋଗ ଦେଇ ପାରେ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ନିଜର ବ୍ୟବହାରରେ ଉଦାରତା ଅଣାନତୁ ଓ ପରିବାର ଲୋକଙ୍କ ସହିତ ପ୍ରେମରେ ଭରା ସମୟ ବିତାନ୍ତୁ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ | ଆଜି ଆପଣ ନିଜର ଜୀବନସାଥୀର ସ୍ନେହରେ ଭିଜିକି ନିଜକୁ ରାଜକୀୟ ଅନୁଭବ କରି ପାରିବେ |

ବୃଷ : ଆଜି ଆପଣକୁ କିଛିଟା ଯୁକ୍ତି ତର୍କ ଯୋଗୁ ଚାପ କିମ୍ବା ମନ ଖରାପ ଅନୁଭବ ହାଇ ପାରେ| ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆପଣ ଆପଣଙ୍କର ମୂଲ୍ୟବାନ ସମୟ ପିଲାମାନଂକ ସହିତ ବିତାଇବେ| ଏହି ଖୁସିର ସ୍ତ୍ରୋତ, ଆପଣ ମାନଙ୍କର ଆରୋଗ୍ୟତା ପାଇବା ପାଇଁ ଉତ୍ତମ ଉପାୟ | ଆଜି ନିଜ ସାଥୀ ସହିତ ବିବାଦ ହୋଇ ପାରେ | ଆଜିକୁ ଆପଣଙ୍କ ଦୃଦତା ଓ ପରିଶ୍ରମ ସଫଳତା ପ୍ରାପ୍ତ କରିବେ, କାରଣ ଆପଣଙ୍କ ଲକ୍ଷରେ ପହଞ୍ଚିବାରେ ସଫଳ ହୋଇ ଯିବେ | କିନ୍ତୁ ସଫଳତାର ନିଶାକୁ ମୁଣ୍ଡ ଉପରେ ଚଢ଼ିବାକୁ ଦିଅନ୍ତୁ ନାହିଁ ଓ ଆନ୍ତରିକ ଭାବରେ ପରିଶ୍ରମ କରି ଚାଲନ୍ତୁ | ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ |ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣଙ୍କ କାମ-କାର୍ଯ୍ୟ ପ୍ରଭାବିତ ହୋଇ ପାରେ |

ମିଥୁନ : ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ | କୌଣସି ବ୍ୟକ୍ତି ଆପଣଙ୍କ ଜୀବନସାଥୀରେ ଅଧିକ ରୁଚି ଦେଖେଇ ପାରେ, କିନ୍ତୁ ଦିନ ଶେଷ ହେଲା ବେଳେ ଆପଣ ଜାଣି ପାରିବେ କି ସେଟରେ କିଛି ଭୁଲ ନଥିଲା |

କର୍କଟ : ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆଜି ଆପଣ ଜୀବନ ପ୍ରେମର ରସରେ ଘୋଳି ହୋଉଥିବା ଅନୁଭବ କରିବେ | ବ୍ୟବସାୟୀ ଭାଗିଦାର ସହଯୋଗ କରିବେ ଓ ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରି ପାରିବେ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ | ଏହି କଥାର ପ୍ରବଳ ସମ୍ଭାବନା ଅଛିକି ଆଖ-ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ | ତେଣୁ: ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ |

ସିଂହ : ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଆପଣଙ୍କ ସଫଳତା ପରିବାର ଲୋକଙ୍କୁ ଉତ୍ସାହରେ ଭାରି ଦେବ ଓ ଆପଣ ନିଜର ସଫଳତାର ହାରରେ ଆଉ ଗୋଟେ ରତ୍ନ ଯୋଡ଼ି ପାରିବେ | ଅନ୍ୟ ମାନଙ୍କ ସମାନରେ ଆଦର୍ଶ ହେବ ପାଇଁ ନିଜକୁ ଅଧିକତର ବଣେଇବାକୁ ଚେଷ୍ଟା କରନ୍ତୁ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ |

କନ୍ୟା : ମାନସିକ ଓ ନୈତିକ ଶିକ୍ଷା ସହିତ ଶାରୀରିକ ଶିକ୍ଷା ବି ନିଅନ୍ତୁ,କେବଳ ତେବେ ହିଁ ପୁର୍ଣ ଭାବରେ ବିକାଶ ସମ୍ଭବ | ମନେ ରଖ୍ନ୍ତୁକି ସୁସ୍ତ ଶରୀରରେ ହିଁ ଗୋଟେ ସୁସ୍ତ ମନର ନିବାସ ହୁଏ | ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ଠିକ ଦିଗରେ ପରିଶ୍ରମ କରନ୍ତୁ ଓ ଆପଣଙ୍କୁ ନିହାତି ଭାବରେ ଲାଭ ମିଳିବ ସମୟ ସହିତ ଚାଲିବ ବହୁତ ଜରୁରୀ କିନ୍ତୁ ଏହା ମଧ୍ୟ ମାନେ ରଖିବା ଉଚିତ ଯେ କିଛି ଖାଲି ସମୟ ମିଳିଲେ ପରିବାର ସହିତ ସମୟ ମଧ୍ୟ କାଟିବା ଉଚିତ | କୋଉ ପିଲା କିମ୍ବା ବରିଷ୍ଠ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବ କାରଣରୁ ଆପଣ ଚିନ୍ତାରେ ରହିବେ ଓ ତାହାର କୁପ୍ରଭାବ ଆପଣଙ୍କ ବିବାହ ଜୀବନରେ ପଡ଼ି ପାରେ |

ତୁଳା : ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ | ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ | ଯଦି ବି ଆପଣଙ୍କର ବରିଷ୍ଠ କର୍ମଚାରୀ ମାନଙ୍କ ପଟୁ କିଛି ବିରୋଧ ପାଇବେ, ତେବେ ବି ମୁଣ୍ଡ ଥଣ୍ଡା ରଖିବାଟା ଆପଣଙ୍କ ପାଇଁ ଉପକାରୀ ଅଟେ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ବିପଦ ପରିସ୍ଥିତିରୁ ବାହାରିବା ପାଇଁ ଆପଣାକୁ ଆପଣଙ୍କ ଜୀବନ-ସାଥୀ ଆଡୁ ଅଧିକ ସହଯୋଗ ମିଳିବ ନାହିଁ |

ବିଛା : ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ଆଜି ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ | ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ | ଆଜି ପୂର୍ଵସୂଚନା କୌଣସି ବିନା କୌଣସି ଅତିଥିଙ୍କର ଆଗମନ ଯୋଗୁଁ ଆପଣଙ୍କର ପୁରା ଦିନ ଅତିଥି ଚର୍ଚ୍ଚାରେ କଟିଯାଇପାରେ | ନିଜର ଜୀବନସାଥୀ ସହିତ ଆଜି ଆପଣ ଆଜି ଗୋଟେ ଚମକପ୍ରଦ ସନ୍ଧ୍ୟା ବିତେଇବେ |

ଧନୁ : ଆପଣଙ୍କ ଇଚ୍ଛା ଓ ଆଶା ଉପରେ ଦରର ଛାଇ ପଡ଼ି ପାରେ | ଏହାର ସାମନା କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଆବଶ୍ୟକତା ଅଛି | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ ଅଟେ | ଏହାକୁ ସଫଳ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତୁ | ଆପଣଙ୍କ ପ୍ରେମିକ ଆପଣଙ୍କଠାରୁ କିଛି ଆଶା କରିପାରନ୍ତି ଯାହା ତାଙ୍କୁ ଆପଣଙ୍କଠାରୁ ନମିଳିବାରୁ ସେ ନିରାଶ ତଥା ଦୁଃଖୀ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ | ଜରୁରୀ କାମରେ ଧ୍ୟାନ ନଦେବା ଏବଂ ଅନାବଶ୍ୟକ କାମରେ ମନଲାଗିବା ଆଜି ଅପାଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଆଜି ଦିନ ଆପଣଙ୍କ ପାଇଁ ବସନ୍ତ-କାଳ ପରି- ପ୍ରେମରେ ଭରା, ଯେଉଁଠି କେବଳ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଅଛନ୍ତି |

ମକର : ଯେତେ ବେଳେ ଆପଣ କୌଣସି ନିଷ୍ପତି ନେବେ,ସେତେବେଳେ ଅନ୍ୟ ମାନଂକ ଭାବନା କୁ ଦୃଷ୍ଟିରେ ରଖନ୍ତୁ | ଆପଣଙ୍କର କୌଣସି ଭୁଲ ନିଷ୍ପତି ନ ତାଙ୍କ ଉପରେ ପକେଇବ, ତା ଛଡ଼ା ଆପଣଙ୍କୁ ବି ମାନସିକ ଚାପି ଦେବ | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସି ରେ ଦିନ କାଟିବେ | ଅନ୍ୟ ମାନଂକର ହସ୍ତକ୍ଷେପ ଯୋଗୁଁ ବିବାହରେ ବିପଦ ଆସି ପାରେ |

କୁମ୍ଭ : ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ଘରକୁ ସଜେଇବା ଛଡ଼ା ନିଜ ପିଲା ମାନଙ୍କ ଆବଶ୍ୟକତା ଉପରେ ବି ଧ୍ୟାନ ଦିଅନ୍ତୁ | ପିଲାଙ୍କ ବିନା ଘର ଆତ୍ମା ବିନା ଶରୀର ପରି | ଛୁଆ ମାନେ ଘରେ ଖୁସି ଓ ଉତ୍ସାହ ଅନାନ୍ତି | ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ | ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣ ପଡୁଛି | ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ |

ମୀନ : ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ | ବିବାହିତା ଦମ୍ପତି ମାନଙ୍କୁ ଆଜି ସେମାନଙ୍କ ପିଲାମାନଙ୍କ ପଢ଼ା ପାଇଁ ଆଛା ଖାସା ଧାନ ଖର୍ଚ୍ଚ କରିବାକୁ ପଡ଼ିପାରେ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଜୀବନସାଥୀର କୌଣସି ହଠାତ ଆସିଥିବା କାର୍ଯ୍ୟ କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହୁଏ ଭଲ ପାଇଁ ହୁଏ |