ରାଶିଫଳ ଶନିବାର : ଆଜି ଠାରୁ ଏହି ସାତୋଟି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ ଜଣାନ୍ତୁ…

Horoscope Saturday -12-11-2022

ମକର : ଆଜି ନିଜର ଭାବନାକୁ ନିଯନ୍ତ୍ରଣ କରିବାକୁ କଷ୍ଟ ଲାଗି ପାରେ- ଆଜି ଆପଣଙ୍କର ଅସାମାନ୍ୟ ଆଚରଣ ଯୋଗୁଁ ଲୋକ ମାନେ ଦ୍ୱନ୍ଦ୍ୱରେ ପଡିବେ ଓ ଆପଣ ମଧ୍ୟ ବହୁତ ବିରକ୍ତ ଅନୁଭବ କରିବେ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ | ଆପଣଙ୍କ ଏହି ଛୋଟ କାର୍ଯ୍ୟ ତାଙ୍କର ଉତ୍ସହାରେ ବୃଦ୍ଧି ଆଣିବ | କୃତଜ୍ଞତା ଜୀବନକୁ ଶୁଂଗନ୍ଧିତ କରେ ଓ ସ୍ଵାର୍ଥପର ହେବ ଜୀବନକୁ ଖଣ୍ଡ-ଖଣ୍ଡ କରି ଦିଏ | ଯଦି ଆପଣ ଆଦେଶ ଚଳେଇବାକୁ ଚେଷ୍ଟା କରିବେ,ତାହେଲେ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ବହୁତ ସାରା ଅସୁବିଧା ସୃଷ୍ଟି ହୋଇ ପାରେ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଆପଣ ଓ ଆପଣଙ୍କ ଜୀବନସାଥିକୁ ନିଜର ବୈବାହିକ ଜୀବନ ପାଇଁ ଟିକେ ଏକାନ୍ତତାର ଆବଶ୍ୟକତା ଅଛି | ଯେତେବେଳେ ଆପଣ ନିଜର ପରିବାର ସହିତ ସମାନ୍ୟଠୁ ଅଧିକ ସମୟ କାଟିବେ, ତା ଟିକେ ଯୁକ୍ତି-ତର୍କ ହୋଇ ପାରେ | କିନ୍ତୁ ଆଜି ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ |

ବୃଷ: ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ | ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି | ନିଜର ଭଲ ଲେଖା ସହିତ ଆପଣ ଆଜି ନିଜର କଳ୍ପନାରେ ଉଡି ପାରନ୍ତି |
ମିଥୁନ : ଆଜି ଦିନଟା ନିଜର କାମକୁ ଅଲଗା ରଖିକି ଟିକେ ଆରାମ କରନ୍ତୁ ଓ କିଛି ଏମିତିଆ କରନ୍ତୁ ଯାହା ଆପଣଙ୍କୁ ଖୁସି ଦିଏ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆପଣ ଓ ଆପଣଙ୍କ ପ୍ରିୟ ଆଜି ନିଜ-ନିଜକୁ ନିଜର ସୁନ୍ଦର ଭାବନା ଜଣେଇ ପାରିବେ | ପରିବାର ଲୋକଙ୍କ ସହିତ କୌଣସି ମୋଲ କିମ୍ବା ଶପିଂ କମ୍ପ୍ଲେକ୍ସ ଯିବାର ସମ୍ଭାବନା ଅଛି | ଏହା କାରଣରୁ ଆପଣଙ୍କ ଖର୍ଚ ବଢ଼ି ପାରେ |

 

କର୍କଟ : ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ | ଆପଣକୁ ନିଜ ପିଲାଙ୍କ ଠୁ କିଛି ଶିକ୍ଷା ମିଳିବ | ତାଙ୍କର ନିରୀହତା ତାଙ୍କ ଅଖା-ପାଖ ଲୋକଙ୍କ ସ୍ନେହ ଓ ଉତ୍ସାହର ବଳ ଉପରେ ଅନ୍ୟ ମାନଙ୍କ ଭିତରେ ପରିବର୍ତନ ଆଣେ | ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବାର ସମ୍ଭାବନା ଅଛି | କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ | ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ | ବିଚାର ଠୁ ହିଁ ମନୁଷ୍ୟର ଦୁନିଆ ବନେ- କୌଣସି ଉତ୍ତମ ବହି ପଢ଼ିକି ଆପଣ ଆପଣଙ୍କର ବିଚାରଧାରାରେ ବୃଦ୍ଧି ଆଣି ପାରିବେ |

 

ସିଂହ : ଆପଣଙ୍କ ଅତିଶୀଘ୍ର କାର୍ଯ୍ୟ କରିବାର କଲା ଆପଣଙ୍କୁ ଉତ୍ସାହିତ କରିବ | ସଫଳତା ପ୍ରାପ୍ତ କରିବା ପାଇଁ ସମୟ ସହିତ ନିଜର ବିଚାରରେ ବି ପରିବର୍ତନ ଅଣାନ୍ତୁ | ଏହା ସ୍ୱର ଆପଣଙ୍କ ଦ୍ରସୁତିକୋନା ଵ୍ୟାପୀବ, ବୁଝିବା ସ୍ହକ୍ତି ବଢିବା, ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବା ଓ ମସ୍ତିଷ୍କରେ ବିକାଶ ହେବ | ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ମୈତ୍ରୀ ଗଭୀର ହେବା ସାଙ୍ଗରେ,ପ୍ରେମର ଭାବନା ଭି ଅନୁଭବ କରିବେ | ଆଜି ଅଧିକତର ସମୟ ଆପଣ ସୋଇ ରହିବେ | ସନ୍ଧ୍ୟାରେ ଆପଣ ବୁଝିପାରିବେ ଆପଣ କେତେ ସମୟ ନଷ୍ଟ କରି ସାରିଛନ୍ତି | ବୈବାହିକ ଜୀବନରେ କିଛି ଭଲ ଅନୁଭବ କରିବେ | ନିଜର ପ୍ରିୟଜନଙ୍କ ସ୍ୱାସ୍ଥ୍ୟର ଖିଆଲ ରଖିବା ଭଲ କିନ୍ତୁ ତା ପାଇଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରନ୍ତୁ ନାହିଁ |

 

କନ୍ୟା : ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁଆପଣ ଖୁସି ଅନୁଭବ କରିବେ ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ | ଘରେ କୌଣସି ପ୍ରକାରର ପରିବର୍ତନ କରିବା ପୂର୍ବରୁ ନିଜଠୁ ବଡ଼ ଲୋକଂକ ମତ ନିଅନ୍ତୁ, ନଚେତ ସେମାନେ ଆପଣଙ୍କ ଠୁ ଦୁଖୀ ଓ ନିରାଶ ହୋଇ ପାରିବେ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ | ଆଜି କୌଣସି ଜ୍ଞାନୀ ପୁରୁଷଙ୍କ ସଙ୍ଗତରେ ଆସି ଆପଣଙ୍କର ବହୁତ ସମସ୍ୟାର ସମାଧାନ କରିପାରିବେ |
ତୁଳା : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ | ପୁରୁଣା କାମକୁ ଶେଷ ନ କରି ନୂଆ କାମରେ ହାତ ଦିଅନ୍ତୁ ନାହିଁ ନଚେତ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ |

 

ବିଛା : ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି | ଏହା ଦିନ ସାଙ୍ଗ-ବନ୍ଧୁବାନ୍ଧବ ମାନଙ୍କ ସହିତ କିଣା-କିଣିରେ ଯିବା ପାଇଁ ଅଛି | କଲି ନିଜର ଖର୍ଚ ଉପରେ ଧ୍ୟାନ ରଖନ୍ତୁ |

 

ଧନୁ : ନିଜକୁ ମାନସିକ ଭାବରେ ଖୁସି ଓ ଶରୀରକୁ ସୁସ୍ତ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ | ଭଲ ନିଦ ଭଲ ସ୍ୱାସ୍ଥ୍ୟ ପାଇଁ ଅତି ଆବଶ୍ୟକ, ସେଥିପାଇଁ ଆପଣ ଟିକେ ଅଧିକ ସୋଇ ପାରିବେ |

 

ମକର : ଆଜି ନିଜର ଭାବନାକୁ ନିଯନ୍ତ୍ରଣ କରିବାକୁ କଷ୍ଟ ଲାଗି ପାରେ- ଆଜି ଆପଣଙ୍କର ଅସାମାନ୍ୟ ଆଚରଣ ଯୋଗୁଁ ଲୋକ ମାନେ ଦ୍ୱନ୍ଦ୍ୱରେ ପଡିବେ ଓ ଆପଣ ମଧ୍ୟ ବହୁତ ବିରକ୍ତ ଅନୁଭବ କରିବେ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ | ଆପଣଙ୍କ ଏହି ଛୋଟ କାର୍ଯ୍ୟ ତାଙ୍କର ଉତ୍ସହାରେ ବୃଦ୍ଧି ଆଣିବ | କୃତଜ୍ଞତା ଜୀବନକୁ ଶୁଂଗନ୍ଧିତ କରେ ଓ ସ୍ଵାର୍ଥପର ହେବ ଜୀବନକୁ ଖଣ୍ଡ-ଖଣ୍ଡ କରି ଦିଏ | ଯଦି ଆପଣ ଆଦେଶ ଚଳେଇବାକୁ ଚେଷ୍ଟା କରିବେ,ତାହେଲେ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ବହୁତ ସାରା ଅସୁବିଧା ସୃଷ୍ଟି ହୋଇ ପାରେ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ଆପଣ ଓ ଆପଣଙ୍କ ଜୀବନସାଥିକୁ ନିଜର ବୈବାହିକ ଜୀବନ ପାଇଁ ଟିକେ ଏକାନ୍ତତାର ଆବଶ୍ୟକତା ଅଛି | ଯେତେବେଳେ ଆପଣ ନିଜର ପରିବାର ସହିତ ସମାନ୍ୟଠୁ ଅଧିକ ସମୟ କାଟିବେ, ତା ଟିକେ ଯୁକ୍ତି-ତର୍କ ହୋଇ ପାରେ | କିନ୍ତୁ ଆଜି ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ |

 

କୁମ୍ଭ : ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ସନ୍ଧ୍ୟା ସମୟରେ ସାମାଜିକ ଗତିବିଧି ଆଶା ଠୁ ଅଧିକ ଭଲ ରହିବ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ | ଆଜି ରାତିରେ ଆପଣ କୌଣସି ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନରେ କଥାହୋଇ ନିଜ ଜୀବନରେ ଚାଲୁଥିବା ଘଟଣା କହିପାରନ୍ତି |

 

ମୀନ : ନିଜର ରୋଗ ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ | ଖରାପ ସ୍ୱାସ୍ଥ୍ୟ ଉପରରୁ ଧ୍ୟାନ ନ କରି କୌଣସି କୌତୁହଳଜନକ କାର୍ଯ୍ୟ କରନ୍ତୁ | କାରଣ ଏହି ବିଷୟରେ ଆପଣ ଯେତେ ବେଶୀ କଥା ହେବେ,ସେତିକି ହିଁ ବେଶୀ କଷ୍ଟ ଆପଣଙ୍କୁ ହେବ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ପାରେ | ପାରିବାରିକ ଦାଇତ୍ଵକୁ ଅଦେଖା କଲେ ସମସ୍ତଂକର କ୍ରୋଧର କେନ୍ଦ୍ର ବାଣୀ ପାରିବେ | ନିଜ ପ୍ରିୟାର ଅନୁପସ୍ଥିଥିରେ ଆପଣ ନିଜକୁ ପୁର୍ଣ ରୂପରେ ଖାଲି ଅନୁଭବ କରିବେ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ | ଆପଣଙ୍କୁ ନିଜର ଜୀବନ-ସାଥୀକୁ ବୁଝିବାରେ ଆପଣଙ୍କ ଠୁ ଭୁଲ ହୋଇ ପାରେ, ଯାହା କାରଣରୁ ପୁରା ଦିନ ଆପଣ ଦୁଖୀ ରହିବେ | ଆଜି କୌଣସି ମହାନ ବ୍ୟକ୍ତିଙ୍କର ଜୀବନୀ ପଢ଼ି ନିଜର ଚିନ୍ତାଧାରାକୁ ପ୍ରଖର କରିପାରନ୍ତି |