ରାଶିଫଳ ଶନିବାର : ଚାରୋଟି ରାଶିକୁ ଶନିଙ୍କ କୃପା

Horoscope Saturday -27-08-2022

ମେଷ : କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି | ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ବୈବାହିକ ଜୀବନ ଦୃଷ୍ଟିରୁ ଉତ୍ତମ ଦିନ ଅଟେ | ସାଙ୍ଗରେ ଗୋଟେ ଭଲ ସନ୍ଧ୍ୟା ବିତେଇବାର ଯୋଜନା ବନାନ୍ତୁ | ଆଜି ଯଦି ଆପଣଙ୍କର କୌଣସି ସାନ ଆପଣଙ୍କୁ କିଛି ଉପଦେଶ ଦିଅନ୍ତି, ତାକୁ ଶୁଣିବାକୁ ଚେଷ୍ଟା କରନ୍ତୁ, କାରଣ ବେଳେବେଳେ ସାନମାନଙ୍କଠାରୁ ବି ଜୀବନର ବଡ଼ ବଡ଼ ଶିକ୍ଷା ମିଳିଥାଏ |

ବୃଷ : ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ମାନସିକ ସାନ୍ତିକୁ ଭଙ୍ଗ କରି ପାରେ | ମାନସିକ ଚାପି ଠୁ ରକ୍ଷା ପାଇବା ପାଇଁ କିଛି କୌତୁହଳଜନକ ଓ ଭଲ ପଢ଼ନ୍ତୁ | ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ଯେଉଁ ମାନଙ୍କୁ ଭାବନାତ୍ମକ ସାହାଯ୍ୟର ଆବଶ୍ୟକତା ଅଛି, ତାହା ସେମାନଙ୍କୁ ତାଙ୍କର ଘରର ବଡ ଲୋକ ମାନଙ୍କ ଠୁ ମିଳିବ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ | ଜୀବନର ସ୍ୱାଦ ତା ସ୍ୱାଦିଷ୍ଟ ଭୋଜନରେ ଥାଏ | ଆଜି ଆପଣଙ୍କ ଘରେ ସ୍ୱାଦିଷ୍ଟ ଭୋଜନ ଦେଖି ଆପଣଙ୍କ ଜିହ୍ୱା ଲାଳେଇପାରେ |

ମିଥୁନ : ସ୍ୱାସ୍ଥ୍ୟ ଭଲ ରହିବ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ହଠାତ ଆସିଥିବା କାର୍ଯ୍ୟ ଯୋଗୁଁ ଆପଣଙ୍କ ଦିନର ଯୋଜନାରେ ବାଧା ପଡି ପାରେ | ଆପଣ ଅନୁଭବ କରିବେ କି ଆପଣ ଅନ୍ୟ ମାନଙ୍କ ପାଇଁ ଅଧିକ କରୁଛନ୍ତି ଓ ନିଜ ପାଇଁ ସମୟ ପାଉନାହାନ୍ତି | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଭୁଲ ବୁଝାମଣା ହେବାର ଲମ୍ବା ସମୟ ପରେ ଆଜି ସନ୍ଧ୍ୟା ବେଳେ ଆପଣଙ୍କୁ ଆପଣଙ୍କ ଜୀବନସାଥୀର ପ୍ରେମର ଉପହାର ମିଳିବ | ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ | କିନ୍ତୁ ସନ୍ଧ୍ୟାରେ ଟିକେ ଧ୍ୟାନ କରି ଆପଣ ଆପଣଙ୍କର ଉର୍ଜା ଫେରି ପାଇ ପାରିବେ |

କର୍କଟ : ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଦୂରର ବନ୍ଧୁ-ବାନ୍ଧବ ଯେଉଁ ସନ୍ଦେଶର ବହୁତ ସମୟରୁ ଅପେକ୍ଷା କରୁଛନ୍ତି, ସେଇ ଶୁଭ ଖବର ପୁରା ପରିବାରକୁ ଖୁସିରେ ଭାରି ଦେବ | ଆପଣଙ୍କ ସତ୍ୟପ୍ରିୟ ଓ ସର୍ତବିହୀନ ପ୍ରେମରେ ଯାଦୁ କରିବାର ମୁଖ୍ୟ କାରଣ | ଗୃହିଣୀମାନେ ଆଜି ସେମାନଙ୍କ ବଳକା ସମୟରେ ଟେଲିଭିଜନ ରେ ଫିଲ୍ମ ଦେଖି ବା ମୋବାଇଲ ରେ କଥାହୋଇ ସମୟ ଅତିବାହିତ କରିବେ | ଆପଣଙ୍କ ଆଖ-ପାଖ ଲୋକ କିଛି ଏମିତି କରି ପାରନ୍ତି ଯାହା କାରଣରୁ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଆଡ଼କୁ ପୁଣି ଠାରେ ଆକର୍ଷିତ ହେବେ | ଆଜି ଆପଣ ଆପଣଙ୍କ ପିଲା ମନକୁ ବହୁତ ସ୍ନେହ କରିବେ ଯାହାଦ୍ୱାରା ପିଲାମାନେ ମଧ୍ୟ ଦିନସାରା ଆପଣଙ୍କୁ ଛାଡ଼ିବେନି |

ସିଂହ : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ ଦିନ ଯାକ ମନେ ପକେଇବ | ତାଙ୍କୁ କୌଣସି ମନୋହର ଉପହାର ଦେବାକୁ ଯୋଜନା କରନ୍ତୁ ଓ ତାହା ଦ୍ୱାରା ତାଙ୍କ ପାଇଁ ଗୋଟେ ସୁନ୍ଦର ଦିନରେ ପରିବର୍ତନ କରିବା ବିଷୟରେ ଭାବନ୍ତୁ | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ | ଜୀବନସାଥୀ ସହିତ ଗୋଟେ ଉତ୍ତମ ଦିନ କଟାଇବେ | କୌଣସି ନିକଟ ସମ୍ବନ୍ଧିୟଙ୍କ ଠାରେ ଆଜି ଆପଣ ଅସନ୍ତୁଷ୍ଟ ହୋଇପାରନ୍ତି |

କନ୍ୟା : ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ | ଏମିତି ତ ଜୀବନ ସବୁ ବେଳେ କିଛି ନୂଆ ଓ ଆକସ୍ମିକ କରିବା ପରି ଜିନିଷ ସାମନାକୁ ଆଣେ | କିନ୍ତୁ ଆଜି ଆପଣ ନିଜର ଜୀବନସାଥୀର ଗୋଟେ ଅଦ୍ଭୁତ ଜିନ୍ସ ଦେଖି ଖୁସିରେ ଚମକି ପଡ଼ିବେ | ଆଜି ରାତିରେ ଆପଣ କୌଣସି ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନରେ କଥାହୋଇ ନିଜ ଜୀବନରେ ଚାଲୁଥିବା ଘଟଣା କହିପାରନ୍ତି |

ତୁଳା : ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ , ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ | ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ | ବିଗତ ଦିନମାନଙ୍କରେ ଆପଣ ବହୁତ କାମ ଅଧା ରୁ ଛାଡିଦେଇଛନ୍ତି ଯାହା ଏବେ ଆପଣଙ୍କୁ କପୁର କରିବାକୁ ପଡିପାରେ | ଆଜି ଖାଲି ସମୟରେ ଆପଣ ଅଫିସ ର କାମରେ ବ୍ୟସ୍ତ ରହିବେ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ | ଆଜି କୌଣସି ନାଟକ ବା ଫୀମ ଦେଲ୍ହୀ କୌଣସି ପାହାଡ଼ି ଜାଗାକୁ ଯିବାପାଇଁ ଇଛା କରିପାରନ୍ତି |

ବିଛା : ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ , ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | କାମ ଚାପ ଯୋଗୁଁ ଆପଣଙ୍କର ଆପଣଙ୍କ ଜୀବନ ସାଥି ସାଙ୍ଗରେ ସମ୍ପର୍କ ଖରାପ ହୋଇ ପାରେ ତେଣୁ ତାଙ୍କୁ ବି ସମୟ ଦିଅନ୍ତୁ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | ଘରର ଛୋଟ ସଦସ୍ୟ ମାନଙ୍କ ସହିତ ମଧ୍ୟ ସମୟ କାଟିବା ନିହାତି ଦରକାର |ଏହା ନ କରିବା ଦ୍ୱାରା ଘରେ ସଦ୍ଭାବ ରଖିବାରେ ଆପଣ ସଫଳ ହୋଇପାରିବେନି | ବୈବାହିକ ସୁଖର ଦୃଷ୍ଟିରୁ ଆଜିକୁ ଆପଣଙ୍କୁ ଗୋଟେ ଆଶ୍ଚର୍ୟ୍ଯଜନକ ଉପହାର ମିଳି ପାରେ | ଗ୍ରହ ମାନେ କହୁଛନ୍ତିକି ଧାର୍ମିକ କାର୍ଯ୍ୟରେ ଆପଣ ଅଧିକ ଭାଗ ନେବେ, ଯେମିତିକି ଆପଣ ମନ୍ଦିର ଯାଇ ପାରିବେ, ଦାନ-ଦକ୍ଷିଣା ବି ସମ୍ଭବ ଅଛି ଓ ଧ୍ୟାନ-ଧାରଣ କରିବାର ଅଭ୍ୟାସ ବି କରି ପରାଇବେ |

ଧନୁ : ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ପ୍ରେମ ସମ୍ଭନ୍ଧରେ ଟିକେ ବାଧା ଆସି ପାରେ | ନିଜ ଲୋକଙ୍କ ସହିତ ଆଜି ଟିକେ ବିବାଦ ସୃଷ୍ଟି ହେବାରୁ ଆଜି ଟିକେ ଚିନ୍ତାରେ ପଡ଼ି ପାରନ୍ତି | ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ହେବା କାରଣରୁ ବୈବାହିକ ଜୀବନରେ ଅସୁବିଧା ଆସି ପାରେ | ସମ୍ପର୍କୀୟଙ୍କଠାରୁ ଦୂରେ ଆପଣଙ୍କର ନିଜର ମଧ୍ୟ ଗୋଟେ ଦୁନିଆଁ ଅଛି | ସେ ଦୁନିଆଁ କୁ ଆଜି ଆପଣ ଆବିଷ୍କାର କରିପାରିବେ

ମକର : ଘରେ କାମ କଲା ବେଳେ ସମାଧାନ ରୁହନ୍ତୁ | ଘରୋଇ ଜିନିଷକୁ ବେଖାତିର ହୋଇ ବ୍ୟବହାର କରିବା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରି ପାରେ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା | ସ୍କୁଲ ରେ କୌଣସି ସିନିଅର ଙ୍କ ସହିତ ଝଗଡ଼ା ହୋଇପାରେ |ଏହା ଆପଣଙ୍କୁ କରିବା ଉଚିତ ନୁହେଁ | ନିଜ କ୍ରୋଧ ଉପରେ କାବୁ ରଖିବା ଉଚିତ |

କୁମ୍ଭ : ପିଲାଙ୍କ ସହିତ ଖେଳିବା ବହୁତ ଉତ୍ତମ ଓ ଶାନ୍ତି ଦେଲା ପରି ଅନୁଭବ ହେବ | ଗୁରୁଃଥ୍ବପୁର୍ଣ ବ୍ୟକ୍ତି ମାନେ କୌଣସି ବିଶେଷ ଯୋଜନା ଉପରେ ନିବେଶ କରିବାକୁ ଏକମତ ହେବେ | ପରିବାର ଲୋକ ସହଯୋଗ ଦେବେ,କିନ୍ତୁ ସେମାନେ ବହୁତ ସାରା ଦାବି କରିବେ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଆପଣଙ୍କୁ ଖୁସିରେ ଭରା ବୈବାହିକ ଜୀବନର ମହତ୍ୱ ଅନୁଭବ ହେବ | ଆଜି ଆପଣ ବହୁତ କିଛି କରିବାକୁ ଚାହୁଁଛନ୍ତି, କିନ୍ତୁ ହୋଇ ପାରେ କି ଆପଣ କିଛି ଜିନିଷକୁ ପର ପାଇଁ ରଖିଦେବେ | ଦିନ ସାରିବା ପୂର୍ବରୁ ଉଠନ୍ତୁ ଓ କାର୍ଯ୍ୟରେ ଲାଗି ଯାଆନ୍ତୁ, ନଚେତ ଆପଣଙ୍କୁ ଅନୁଭବ ହେବକି ପୁରା ଦିନ ନଷ୍ଟ ହୋଇ ଗଲା |

ମୀନ : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | ରସମୟ ଗୀତ, ଶୁଂଗନ୍ଧିତ ମହମବତୀ, ସ୍ୱାଦିଷ୍ଟ କାଧ୍ୟ- ଆଜି ଦିନ ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ପାଇଁ ହିଁ ବନା ହେଇଚି | ଆଜି ଦିନ ବହୁତ ବଢ଼ିଆ ହୋଇ ପାରେ- ସାଙ୍ଗ କିମ୍ବା ଚିହ୍ନ ଲୋକଙ୍କ ସହିତ ବାହାରକୁ ଯାଇ ଚଳଚିତ୍ର ଦେଖିବାର ଯୋଜନା କରି ପାରନ୍ତି |