ରାଶିଫଳ ଶନିବାର : ବ୍ୟବସାୟ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ

Horoscope Saturday-10-12-2022

ମେଷ : ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଅଲଗା-ଅଲଗା ଚିନ୍ତାଧାରା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବାଦ-ବିବାଦ ହୋଇ ପାରେ | ଆଜି ଘରର ବଡ ମାନେ ଆପଣଙ୍କର ସଦ୍ ଗୁଣର ଚର୍ଚ୍ଚା କରିପାରନ୍ତି |

ବୃଷ : ଶରୀର ସ୍ୱାସ୍ଥ୍ୟ ରଖିବା ପାଇଁ ସିଗାରେଟ ଟାଣିବାର ଅଭ୍ୟାସ ଛାଡ଼ି ଦିଅନ୍ତୁ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | କୌଣସି ପାରିବାରିକ ଗୁପ୍ତ କଥାର ଖୋଲିବା କାରଣରୁ ଆପଣ ଚମ୍ପକୀ ପାରନ୍ତି | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ | ଆଜି ଆପଣଙ୍କ ପାଖରେ ଯଥେଷ୍ଟ ସମୟ ଥିବାର ସମ୍ଭାବନା ଅଛି, କିନ୍ତୁ ଏହି ମୂଲ୍ୟବାନ ମୁହୂର୍ତ୍ତକୁ ମନେ-ମନେ ସ୍ବପ୍ନ ଦେଖିବାରେ ନଷ୍ଟ କରନ୍ତୁ ନହିଁ | କିଛି ଦୃଦ କରିବା ଆସୁଥିବା ସପ୍ତାହର ବୃଦ୍ଧିରେ ସାହାଯ୍ୟ କରିବ |

ମିଥୁନ : ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ | ଲମ୍ବା ସମୟ ପରେ ଆପଣ ଭଲ ନିଦର ମଜ଼ା ନେଇ ପାରିବେ | ଏହା ପାରେ ଆପଣ ବହୁତ ଶାନ୍ତ ଓ ସଜ ଅନୁଭବ କରିବେ |

କର୍କଟ : ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ଅର୍ଥକୁ ନେଇ କୌଣସି ନିବେଶ କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଆପଣଂ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ, କିନ୍ତୁ ରାତି ଯାଏଁ ସବୁ କିଛି ଠିକ ହୋଇ ଯିବ | ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି ଯାହାଦ୍ୱାରା ଆପଣଙ୍କ ପୁରା ଦିନର କ୍ଲାନ୍ତି ଦୂର ହୋଇପାରେ |

ସିଂହ : ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୱେକଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ଅଦରକାରୀ ଜିନିଷ ଉପରେ ଟଙ୍କା ଖର୍ଚ କରି ଆପଣ ନିଜ ଜୀବନ-ସାଥୀକୁ ରୁଷ୍ଟ କରି ପାରନ୍ତି | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ | ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ | ସାଙ୍ଗ ମାନଙ୍କ ସହିତ ଗପ-ସପ କରିବା ଗୋଟେ ଭଲ ଟାଇମ-ପାସ୍ରେ ହୋଇ ପାରେ, କିନ୍ତୁ ଲାଗ-ଲାଗ ଫୋନ୍ରେ କଥା ହେବାର ମୁଣ୍ଡବିନ୍ଧା ସମ୍ଭବ ଅଛି |

କନ୍ୟା : ଆପଣଙ୍କୁ ଅତି ଶୀଘ୍ର ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଓ ନିଜ ଠୁ ସ୍ୱତନ୍ତ୍ର ହେବାକୁ ଆବଶ୍ୟକତା ଅଛି,କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ ଓ ଉତ୍ତମ ସ୍ୱାସ୍ଥ୍ୟର ଲାଭ ଉଠେଇବାଠୁ ଆପଣଙ୍କୁ ବାଧା ଦେଇ ପାରେ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ପାରିବାରିକ ବିପଦକୁ ସମାଧାନ କରିବାରେ ଆପଣଙ୍କ ଚୁଆଲିଆ ସ୍ୱଭାବ ବିଶେଷ ଭୂମିକା କରିବ | ଆଜି ଆପଣ ନିଜ ପ୍ରିୟକୁ ପସନ୍ଦ ଆସୁଥିବା ବସ୍ତ୍ର ପିନ୍ଧନ୍ତୁ ନଚେତ ସିଏ ଅପମାନିତ ଅନୁଭବ କରି ପାରନ୍ତି | ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି | ଭୁଲ ବୁଝାମଣା ହେବାର ଲମ୍ବା ସମୟ ପରେ ଆଜି ସନ୍ଧ୍ୟା ବେଳେ ଆପଣଙ୍କୁ ଆପଣଙ୍କ ଜୀବନସାଥୀର ପ୍ରେମର ଉପହାର ମିଳିବ | ଆପଣ ଆଜି ପରିବାର ଲୋକଙ୍କ ସହିତ ମିଶିକି କୌଣସି ମହତ୍ଵପୁର୍ଣ ନିଷ୍ପତି ନେଇ ପାରନ୍ତି | ଏହା କରିବା ପାଇଁ ଏହା ସଠିକ ସମୟ ବି | ଆଗକୁ ୟେଇକି ଏହା ନିଷ୍ପତି ଲାଭଦାୟକ ହେବ |

ତୁଳା : ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ପାରିବାରିକ ଚାପକୁ ନିଅଯର ଏକାଗ୍ରତା ଭାଙ୍ଗିବାକୁ ଧୁଅନ୍ତୁ ନାହିଁ | ଖରାପ ସମୟ ବେଶୀ ଶିକ୍ଷା ଦିଏ | ଉଦାସ ହୋଇ ନିଜକୁ ହଜେଇ ବସି ସମୟ ନଷ୍ଟ କରିବାଠୁ ଭଲ କି ଜୀବନକୁ ଭଲ ଭାବରେ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରନ୍ତୁ | କର ପ୍ରେମରେ ସଫଳତା ପାଇବା କଳ୍ପନାକୁ ସତରେ ପ୍ରାମାଣିତ କରିବା ପାଇଁ ସାହାଯ୍ୟ କରନ୍ତୁ | କୌଣସି ବେକାର କାମରେ ଆପଣ ନିଜର ସମୟ ନଷ୍ଟ କରିପାରନ୍ତି | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲିଙ୍ଗନ ଦେବାର ବି ଲାଭ ଅଛି ଓ ଏହା ଅନୁଭବ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ଠୁ ମିଳି ପାରେ | ଯେଉଁ ସାଙ୍ଗ ଏମଙ୍କ ସହିତ ବହୁତ ଦିନରୁ ଦେଖା ହେଇନି, ତାଙ୍କୁ ଦେଖା କରିବା ପାଇଁ ଉଚିତ ସମୟ ଅଛି | ନିଜ ସାଙ୍ଗ ମାନଙ୍କୁ ଆଗରୁ ହିଁ ଜଣେଇ ଦିଅନ୍ତୁ କି ଆପଣ ଆସୁଛନ୍ତି ନହେଲେ କଥା ଖରାପ ହୋଇ ପାରେ |

ବିଛା : ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ଅର୍ଥ ପକ୍ଷରେ ଲାଭ ମିଳିବ ନାହିଁ ତେଣୁ ନିଜ ଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ | ଆପଣ ମାନନ୍ତୁ କି ନ ମାନନ୍ତୁ , କେହି ଜଣେ ଆପଣଙ୍କୁ ବହୁତ ଧ୍ୟାନ ଦେଇ ଦେଖୁଛନ୍ତି ଓ ଆପଣଙ୍କୁ ଜଣେ ଆଦର୍ଶ ମାନନ୍ତି | ସେଥିପାଇଁ ଏମିତି କାମ କରନ୍ତୁ, ଯାହା ପ୍ରସଂସାର ଯୋଗ୍ୟ ଥିବ ଓ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ଆଣିବ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ | ସମୟ ସହିତ ଚାଲିବ ବହୁତ ଜରୁରୀ କିନ୍ତୁ ଏହା ମଧ୍ୟ ମାନେ ରଖିବା ଉଚିତ ଯେ କିଛି ଖାଲି ସମୟ ମିଳିଲେ ପରିବାର ସହିତ ସମୟ ମଧ୍ୟ କାଟିବା ଉଚିତ | ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ | କୌଣସି ଏମିତି ବ୍ୟକ୍ତିଙ୍କ ଫୋନ ଆସି ପାରେ ଯାହା ସହିତ ଆପଣ ବହୁତ ଲମ୍ବା ସମୟରୁ କଥା ହେବାକୁ ଚାହୁଁଥିଲେ | ବହୁତ ପୁରୁଣା ସ୍ମୃତି ମାନେ ପଡିବ ଓ ଆପଣ ସମୟରେ ପାଚଲଉ ଚାଲି ଯିବେ |

ଧନୁ : ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ | ନିଜର କାର୍ଯ୍ୟ ପଛରେ ପ୍ରେମ ଓ ଦୂରଦୃଷ୍ଟିର ଭାବନା ହେବ ଦରକାର, ନା କି ଲୋଭର ବିଷ | ପ୍ରେମ ଆପଣଙ୍କୁ ଏକ ନୂତନ ଦୁନିଆରେ ପ୍ରବେଶ କରେଇ ପାରେ | ତାହା ସଂଗେ ସଂଗେ ଆଜି ଆପଣ ପ୍ରେମସୂଚକ ଯାତ୍ରାରେ ବି ଯାଇ ପାରନ୍ତି | ଆପଣଙ୍କ ପ୍ରେମୀ ଆପଣଙ୍କୁ ଯଥେଷ୍ଟ ସମୟ ଦେଉନାହାନ୍ତି, ଏକଥା ଆଜି ଆପଣ ଖୋଲିକରି ତାଙ୍କ ଆଗରେ କହି ପାରିବେ | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ | ଘରର କୌଣସି ବୟସ୍କ ବ୍ୟକ୍ତି ଆପଣଙ୍କୁ କିଛି ଉପଦେଶ ଦେଇପାରନ୍ତି | ଆପଣ ସେ ଉପଦେଶ ଗ୍ରହଣ କରି ତାକୁ ଜୀବନରେ ଉପଯୋଗ ମଧ୍ୟ କରିବେ |

ମକର : ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଯେଉଁ ବ୍ୟପାରୀ ମାନଙ୍କର ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଅଛି ସେମାନେ ବିଶେଷତଃ ବେଶୀ ସଂଯମତାର ସହିତ ଆଜି ଖର୍ଚ୍ଚ କରିବା ଉଚିତ କାରଣ ଆଜି ଧନ ହାନିର ସମ୍ଭାବନା ବହୁତ ଅଛି | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁକୁ ଦେଖି ଆପଣ ଭାବ ବିହ୍ଵଳ ହୋଇପାରନ୍ତି ଏବଂ ପୁରା ଦିନ ତାକୁ ସଫା କରିବାରେ ଲାଗିପାରନ୍ତି | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ | ସମ୍ଭବ ଅଛିକି ଆଜି ଆପଣଙ୍କ ଜିଭକୁ ପୂରଣ ରୂପେ ମଜ଼ା ମିଳିବ- କୌଣସି ଭଲ ରେସ୍ତୋରାଁରେ ଯାଇ ସ୍ୱାଦିଷ୍ଟ ଖାଦ୍ୟର ମଜ଼ା ନେଇ ପାରନ୍ତି |

କୁମ୍ଭ : ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଉପାରେ ଧ୍ୟାନ ଓ ଯତ୍ନ ନେବା ଉଚିତ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | କେହି ଜଣେ ଅତିପ୍ରିୟ ବନ୍ଧୁ ଆପଣଙ୍କ ଧ୍ୟାନ ରଖିବାକୁ ଚାହିଁବେ,ତାଙ୍କୁ ରଖିବାକୁ ଦିଅନ୍ତୁ କାରଣ ତାହା ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ | ଆପଣ ଆପଣଙ୍କ ପ୍ରିୟଙ୍କ ରୁଷ୍ଟ ହେବା ସତ୍ୱେ ନିଜର ପ୍ରେମ ବ୍ୟକ୍ତ କରିବେ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଖରାପ ବ୍ୟବହାର କାରଣରୁ ଆପଣ ଅନୁଭବ କରିବେକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ବିନା କାରଣରୁ ହଇରାଣ କରୁଛନ୍ତି | ଘରର କୌଣସି ବୟସ୍କ ବ୍ୟକ୍ତି ଆପଣଙ୍କୁ କିଛି ଉପଦେଶ ଦେଇପାରନ୍ତି | ଆପଣ ସେ ଉପଦେଶ ଗ୍ରହଣ କରି ତାକୁ ଜୀବନରେ ଉପଯୋଗ ମଧ୍ୟ କରିବେ |

ମୀନ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ | ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି | କେହି ବାହାରିଆ ଲୋକଂକ କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ,କିନ୍ତୁ ଆପଣ ସଂଭାଳି ନେବେ | ଆଜି ଦିନ ଚିନ୍ତାଠୁ ମୁଖତା ରହିବାକୁ ଚେଷ୍ଟା କରନ୍ତୁ, ସେଥିପାଇଁ ଆରାମ କରନ୍ତୁ |