ରାଶିଫଳ ରବିବାର : ଦିନଟି ଶୁଭଫଳ ପ୍ରଦାନ କରିବ

Horoscope Sunday-18-12-2022

ମେଷ : ଅନ୍ୟ ମାନଙ୍କ ଆଲୋଚନା କରି ସମୟ ଖରାପ କରନ୍ତୁ ନାହିଁ,କାରଣ ତାହାର ଦୁଃଷ୍ପ୍ରଭାଵ ଆପନ୍ନାଙ୍କ ସ୍ୱାସ୍ଥ୍ୟ ଉପରାରେଭି ପଡି ପାରେ | ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଜୀବନ-ସାଥୀ ଆଡୁ ଜାଣିକି ଭାବନାତ୍ମକ କଷ୍ଟ ମିଳି ପାରେ, ଯାହା କାରଣରୁ ଆପଣ ନିରାଶ ରହିବେ |

ବୃଷ : ଧ୍ୟାନ କଲେ ଶାନ୍ତି ମିଳିବ | ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ସନ୍ଧ୍ୟା ସମୟରେ ସାମାଜିକ ଗତିବିଧି ଆଶା ଠୁ ଅଧିକ ଭଲ ରହିବ | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ | କ୍ୟାରିୟରର ଦୃଷ୍ଟିରୁ ଆରମ୍ଭ କରି ଥିବା ଯାତ୍ରା ସଫଳ ରହିବ | କିନ୍ତୁ ଏମିତି କରିବା ପୂର୍ବରୁ ନିଜ ମାତା-ପିତାଙ୍କ ସହମତି ନହଟଇ ନିଅନ୍ତୁ | ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ |

ମିଥୁନ : ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | କୌଣସି ଦୂରର ବଂଧୁ ଠୁ ହଠାତ ମିଳି ଥିବା ଖବର ଶୁଣି ଆପଣଙ୍କ ଦିନ ବିଶେଷ ହୋଇ ଯିବ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ଏମିତିଆ କାର୍ଯ୍ୟ ହାଥରେ ନିଅନ୍ତୁ,ଯାହା ସର୍ଗନାତ୍ମକ ପ୍ରକୃତିର ଅଟେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ |

କର୍କଟ : ବେକାରର ଚାପ ଓ ଚିନ୍ତା ଜୀବନରୁ ରସ ଚିପୁଡ଼ିକି ଆପଣଙ୍କୁ ପୁର୍ଣ ରୁପେ ଶୋଷି ନିଏ | ଉତ୍ତମ ଏହା ହିଁ କି ଆପଣ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ, ନହେଲେ ଏହା ଦ୍ଵାରା କେବଳ ଆପଣଙ୍କ ଅସୁବିଧାରେ ବୃଦ୍ଧି ହେବ | ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | କୌଣସି ଦୂର ସମ୍ପର୍କୀୟ ଆଜି ଆପଣଙ୍କ ଘରକୁ ଆସିପାରନ୍ତି, ଯେଉଁଥି ପାଇଁ ଆଜି ଆପଣଙ୍କ ବହୁତ ସମୟ ନଷ୍ଟ ହେବ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ |

ସିଂହ : ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ | ନିଜକୁ ଅବହେଳା କରନ୍ତୁ ନାହିଁ | ଆଜି ଆପଣଙ୍କର ଭାଇ ଭଉଣୀଙ୍କ ଭିତରୁ କେହି ଆର୍ଥିକ ସାହାଯ୍ୟ ମାଗିପାରନ୍ତି | ସେମାନଙ୍କୁ ସାହାଯ୍ୟ କରି ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜିପାରେ କିନ୍ତୁ ଏହି ସ୍ଥିତି ବହୁତ ଶୀଘ୍ର ସୁଧୁରି ଯିବ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଆଜି ଆପଣ ନିଜର ଜୀବନ-ସାଥୀଙ୍କ ପ୍ରେମର ଗଭୀରତା ଅନୁଭବ କରିବେ |

କନ୍ୟା : ଯଦି ଆପଣ ବହୁତ ଦିନରୁ ଆରାମ କରି ନାହାନ୍ତି ତାହେଲେ ଆଜି ଟିକେ ଦୁର୍ବଳ ଅନୁଭବ କରିବେ ତେଣୁ, ଆରାମ କରିବା ଅତି ଜରୁରି | ଆଜି କୌଣସି ପଡୋଶୀ ଆପଣଙ୍କଠାରୁ ଉଧାର ମାଗିପାରେ | ଉଧାର ଦେବା ପୂର୍ବରୁ ତାଙ୍କର ବିଶ୍ୱସନୀୟତା ଜାଣିନେବା ଉଚିତ ନଚେତ ଧନହାନୀ ହୋଇପାରେ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ନୂଆ କାର୍ଯ୍ୟ ଲୋଭେଇବା ଓ ଲାଭ ଦେବା ପରି ଲାଗିବ | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ | ଅନ୍ୟକୁ ସମୟ ଦେବା ବ୍ୟତୀତ ନିଜକୁ ସମୟ ଦେବା ଭଲ | ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ |

ତୁଳା : କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ଅଦରକାରୀ ଅତିଥି ମାନେ ସନ୍ଧ୍ୟାରେ ଆପଣଙ୍କ ଘରକୁ ଆସି ପାରନ୍ତି | ସନ୍ଧ୍ୟା ବେଳ ପାଇଁ କିଛି ବିଶେଷ ଯୋଜନା କରନ୍ତୁ ଓ ତାହାକୁ ଯେତେ ପ୍ରେମପ୍ରବଣ କରି ପାରିବେ କରନ୍ତୁ | ନିଜର କାର୍ଯ୍ୟ ଓ ପ୍ରାଥମିକତା ଉପରେ ଧ୍ୟାନ ଏକାଗ୍ରହ କରନ୍ତୁ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ |

ବିଛା : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ | କାର୍ଯ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | କୁହ ଯାଏ କି ସ୍ତ୍ରୀ ଶୁକ୍ର ଓ ପୁରୁଷ ମଙ୍ଗଳ ଗୃହରେ ରୁହନ୍ତି, କିନ୍ତୁ ଆଜି ଦିନରେ ମଙ୍ଗଳ ଓ ଶୁକ୍ର ଦୁହେଁ ପରସ୍ପର ସହିତ ମିଶି ଯିବେ |

ଧନୁ : ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ଆଜି ନା କେବଳ ଅଚିଂହା ବ୍ୟକ୍ତି,ତା ଛଡ଼ା ନିଜ ବନ୍ଧୁ ମାନଙ୍କଠୁ ବି ସାବଧାନ ରୁହନ୍ତୁ | ଆକାଶ ବେଶୀ ଉଜ୍ବଳ ଦେଖା ଯିବ, ଫୁଲରେ ବେଶୀ ରଙ୍ଗ ଦେଖା ଯିବା ଓ ଆଖ-ପାଖ ସବୁ ଆଡେ ଚମକି ଉଠିବା – କାରଣ ଆପଣ ପ୍ରେମର ଭାବନାକୁ ଅନୁଭବ କରୁଛନ୍ତି | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ |

ମକର : ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମାଦ୍ୟରେ ମତଭେଦ ହୋଇପାରେ | ଆପଣ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସଭିଙ୍କୁ ସ୍ପଷ୍ଟବାଦୀ ବେବାପାଇଁ ଉପଦେଶ ଦେବା ଉଚିତ | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ | କିଛି ସହକର୍ମୀ କିଛି କଥାକୁ ନେଇକି ଆପଣଙ୍କ କାର୍ଯ୍ୟଶୈଳୀ ଠୁ ଦୁଖୀ ହେବେ, କିନ୍ତୁ ସେମାନେ ଆପଣଙ୍କୁ ଜଣେଇବେନି | ଯଦି ଆପଣଙ୍କୁ ଲାଗୁଚି କି ପରିଣାମ ଆପଣଙ୍କ ଆସ ଅନୂସାରରେ ଆସୁନି, ତାହେଲେ ନିଜର ଯୋଜନାକୁ ପୁଣି ଠାରେ ବିସ୍ଲେସଣ କରନ୍ତୁ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ | ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ |

କୁମ୍ଭ : ପ୍ରତିଦିନ ହେଉ ଥିବା ଗତିବିଧିରେ ଗର୍ଭବତୀ ମହିଳା ମାନଙ୍କୁ ସାବଧାନ ରହିବା ଆବଶ୍ୟକ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆଜି ଆପଣଙ୍କ ପ୍ରେମ କାହାଣୀ ଏକ ନୂଆ ମୋଡ଼ ନେଇପାରେ| ଆଜି ଆପଣଙ୍କ ପ୍ରେମିକ ଆପଣଙ୍କ ପାଖରେ ବିବାହ ପ୍ରସ୍ତାବ ରଖିପାରନ୍ତି | ଏ ବିଷୟରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆପଣଙ୍କୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଭାବିବା ଉଚିତ | କାର୍ଯ୍ୟାଳୟରେ ହୋଇ ଥିବା ପରିବର୍ତନ ଆପଣଙ୍କୁ ଶେଷରେ ଲାଭ ଦେବ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଆଜି ଆପଣଙ୍କୁ ଆପଣଙ୍କ ଜୀବନ-ସାଥୀଙ୍କର ଦୈବିକ ରୂପ ଦେଖିବାକୁ ମିଳିବ |

ମୀନ : ଗର୍ଭବତୀ ମହିଳା ମାନଂକ ପାଇଁ ଦିନ ଭଲ ନାହିଁ | ଚଲା-ବୁଲା ସମୟରେ ସାବଧାନ ରହିବା ଆବଶ୍ୟକ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | କୌଣସି ଭୁଲ କାମରେ ଆସକ୍ତ ହୁଅନ୍ତୁ ନାହିଁ | ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା |