ରାଶିଫଳ ଗୁରୁବାର: ନିଜର ବିଚାରକୁ ସକରାତ୍ମକ ରଖନ୍ତୁ,ଜାଣନ୍ତୁ ଆଜିର ରାଶି ବିଷୟରେ..

ଧର୍ଯ୍ୟ ରଖନ୍ତୁ,କାରଣ ବୁଦ୍ଧି ଓ ଚେଷ୍ଟା ସଫଳତା..

ମେଷ : ଶରୀର ସୁସ୍ଥ ରହିବ ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଘନିଷ୍ଠ ବନ୍ଧୁ ଓ ଭାଗିଦାର ଆପଣଙ୍କ ଠୁ ରୁଷ୍ଟ ହୋଇ ଆପଣଙ୍କ ଜୀବନରେ ଅସୁବିଧାରେ ବୃଦ୍ଧି ଆଣି ପାରିବେ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | କାମ-କାର୍ଯ୍ୟ କଲା ବେଳେ ଆପଣଙ୍କୁ ସମସ୍ତଙ୍କର ସ୍ନେହ ଓ ସହଯୋଗ ମିଳିବ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ |

ବୃଷ : ନିଜର ବିଚାରକୁ ସକରାତ୍ମକ ରଖନ୍ତୁ, କାରଣ ଆପଣଙ୍କୁ ଡର ନାର ରାକ୍ଷସର ସମ୍ମୁଖୀନ ହବାକୁ ପଡ଼ି ପାରେ | ନଚେତ ଆପଣ ନିଷ୍କରିଆ ହୋଇ ତାହାର ଶିକାର ହୋଇ ପାରନ୍ତି | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ନୂଆ ଭଲ ପାଇବାର ସୁଯୋଗ ମିଳି ପାରେ କିନ୍ତୁ ନିଜ ମନର କଥାକୁ ଗୁପ୍ତ ରଖିଲେ ଲାଭ ହେବ | କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ| ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ |

ମିଥୁନ : ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହୋଇ ପାରନ୍ତି | ସେଇ ଲୋକ ମାନେ ବହୁତ ଭାଗ୍ୟଶାଲୀ ଯୋଉ ମାନେ ନିଜର କ୍ରୋଧ ଉପରେ ନିଅନ୍ତ୍ରଣ ରଖି ପାରନ୍ତି | ତା ଆଗରୁ କି ଆପଣଙ୍କୁ କ୍ରୋଧ ଆସୁ, ଆପଣ ତାହାକୁ ଶେଷ କରି ଦିଅନ୍ତୁ | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | ଜୀବନସାଥୀ ଜୀବନରେ ଆସୁଥିବା ପରିବର୍ତନରେ ସାହାଯ୍ୟ କରିବେ | ନିଜକୁ ଗୋଟେ ଖୋଲା ମନରେ ବଂଚୁଥିବା ଲୋକ ବନାନ୍ତୁ, ଯିଏ ଜୀବନର ରାସ୍ତା ନିଜର ପରିଶ୍ରମ ଓ କାର୍ଯ୍ୟରୁ ବନାଏ | ତା ସହିତ ଏହି ରାସ୍ତାରେ ଆସୁଥିବା ଗାଢ଼ ଓ କଷ୍ଟରୁ ମନ ଛୋଟ କରନ୍ତୁ ନାହିଁ | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ବାଣୀ ପାରେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ |

କର୍କଟ : ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ଆଜି ଭାବପୂର୍ଣ୍ଣ ପ୍ରେମ ଅନୁଭବ କରିବେ , ତେଣୁ କିଛି କିଛିଟା ସମୟ ତା ପାଇଁ ମଧ୍ୟ କାଢନ୍ତୁ | ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି,ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପ୍ପ୍ଳାଭର୍ଡ ଦେଇ ପାରେ | ସେଇ ସହକର୍ମୀ ମାନଙ୍କର ବିଶେଷ ଧ୍ୟାନ ରକଃନ୍ତୁ,ଯେଉଁ ମାନେ ଆସ ଅନୁସାରେ ଜିନିଷ ନ ମିଳିବ କାରଣରୁ ଜଲ୍ଦି ମନ ଦୁଃଖ କରନ୍ତି | ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ |

ସିଂହ : ବିନା କାରଣ ନିଜର ଆଲୋଚନା କରୁଥିବା କାରଣରୁ ଆତ୍ମବିଶ୍ଵାସ କାମ ହୋଇ ପାରେ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ଆପଣଙ୍କ ଅତି ପ୍ରିୟ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆସନ୍ତି ସ୍ତୃଷ୍ଟି କରି ପାରନ୍ତି | ଫୁଲ ଦେଇ ନିଜର ପ୍ରେମ ପ୍ରସ୍ତାବ ରଖନ୍ତୁ | ପୁରୁଣା କାର୍ଯ୍ୟର ପରିଣାମ ଓ ଫଳ ଆଜି ପାଇବେ ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ |

କନ୍ୟା : ଆପଣଙ୍କ ଶରୀର ଭଲ ରହିବ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ଯଦି ଆପଣ ନିଜର ମନର ଦ୍ୱାର ଖୋଲା ରଖିବେ, ତାହେଲେ କୌଣସି ଉତ୍ତମ ସୁଯୋଗ ଆପଣଙ୍କୁ ମିଳି ପାରେ | ନିଜର ସବୁ ସମ୍ପର୍କ ଗୁଡିକୁ ସାବଧାନ ହୋଇ ନିୟନ୍ତ୍ରଣ କରନ୍ତୁ |

ତୁଳା : ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ଅଦରକାରୀ ଅତିଥି ମାନେ ସନ୍ଧ୍ୟାରେ ଆପଣଙ୍କ ଘରକୁ ଆସି ପାରନ୍ତି | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | ଆଜି ଆପଣଙ୍କର କାର୍ଯ୍ୟର ଗୁଣ ଦେଖି ଆପଣନ୍କ ବରିଷ୍ଠ ଅଧିକରାଇ ପ୍ରଭାବିତ ହୋଇ ପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ |

ବିଛା : ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଂଚି ପାରିବେ ନାହିଁ | କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ | ପାରିବାରିକ ଚାପକୁ ନିଅଯର ଏକାଗ୍ରତା ଭାଙ୍ଗିବାକୁ ଧୁଅନ୍ତୁ ନାହିଁ | ଖରାପ ସମୟ ବେଶୀ ଶିକ୍ଷା ଦିଏ | ଉଦାସ ହୋଇ ନିଜକୁ ହଜେଇ ବସି ସମୟ ନଷ୍ଟ କରିବାଠୁ ଭଲ କି ଜୀବନକୁ ଭଲ ଭାବରେ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରନ୍ତୁ | କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ |

ଧନୁ : ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯେଉଁ ବନ୍ଧୁ ବାନ୍ଧବଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ,ତାଙ୍କୁ ଆଜି ଦେଖା କରିବାକୁ ଯାଆନ୍ତୁ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ | ଆଜି କାମ ସବୁ ଭଲରେ ସରିବ, କିନ୍ତୁ ଦିନ ଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ |

ମକର : ଧର୍ଯ୍ୟ ରଖନ୍ତୁ,କାରଣ ବୁଦ୍ଧି ଓ ଚେଷ୍ଟା ସଫଳତା ନିହାତି ଦେବ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି| ଚାକିରୀ ବଦଳ କରିବା ଲାଭକାରୀ ପ୍ରମାଣିତ ହେବ | ଆପଣ ନିଜର ବର୍ତମାଆଙ ଚାକିରୀକୁ ଛାଡ଼ିକି କୌଣସି ନୂତନ କ୍ଷେତ୍ରରେ ଯେମିତିକି ମାର୍କେଟିଙ୍ଗ ଇତ୍ୟାଦିଏ ଯାଇ ପାରିବେ, ଯାହା ଆପଣଙ୍କ ପାଇଁ ଭଲ ରହିବ | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି | ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ |

କୁମ୍ଭ : ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି, ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି | ଯେତେ ବେଳେ ଆପଣ ନିବେଶ କରିବାକୁ ଯିବେ,ସେତେବେଳେ ସ୍ୱତନ୍ତ୍ର ହୋଇ ନିଷ୍ପତି ନିୟନ୍ତୁ | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | ଏହି ରାଶିର ଛାତ୍ରମାନେ ପଢ଼ାରେ ଆଜି ମନଯୋଗ ଦେବେନି | ସାଙ୍ଗ ମାନଙ୍କ ଗହଣରେ ସମୟ ନଷ୍ଟ କରିପାରନ୍ତି |

ମୀନ : ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି | କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ | ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ | ଅନ୍ୟ ଲୋକଙ୍କ ସହିତ ବ୍ୟର୍ଥରେ ଯୁକ୍ତିତର୍କ ଓ ବିବାଦକୁ ପରିହାର କରନ୍ତୁ | ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ଏହି କଥାର ପ୍ରବଳ ସମ୍ଭାବନା ଅଛିକି ଆଖ-ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ |