ରାଶିଫଳ ମଙ୍ଗଳବାର : ନୂଆ କର୍ମ ନିଯୁକ୍ତର ସୂଯୋଗ ରହିଛି

Horoscope Tuesday-08-11-2022

ମେଷ : ଆପଣଙ୍କ ଜୀବନସାଥିଙ୍କର ବନ୍ଦନୀୟ ଆଚରଣ ଆପଣଙ୍କ ଦିନକୁ ଖୁସିରେ ଭାରି ଦେବ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି | ଏହି ଭାବନାକୁ ଅନୁଭବ କରନ୍ତୁ | ଯଦି ଆପଣ ଵ୍ୟଵଶ୍ୟରେ ନୂତନ ଭାଗିଦାରକୁ ଯୋଡ଼ିବା ବିଷୟରେ ବିଚାର କରୁଛନ୍ତି , ତାହେଲେ ଏହା ନିହାତି ଦରକାର କି ଆପଣ ତାଙ୍କୁ କୌଣସି କଥା ଦେବା ପୂର୍ବରୁ ସବୁ ତଥ୍ୟ ଭଲ ଭାବରେ ଅନୁସନ୍ଧାନ କରନ୍ତୁ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଆପଣ ନିଜର ଜୀବନସାଥୀ ସହିତ କିଛି ରସମୟ କାର୍ଯ୍ୟ କରି ପାରନ୍ତି |

ବୃଷ : ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | କଣ ଆପଣ କେବେ ଗୋଲାପ ଓ ଅଦାର ମହକ ଏକା ସହିତ ଅନୁଭବ କରିଛନ୍ତି? ଆଜି ଆପଣଙ୍କ ଜୀବନ ପ୍ରେମ ଦୃଷ୍ଟିରୁ ସେମିତି ମହକି ଉଠିବ | ବ୍ୟବସାୟରେ କୌଣସି ଠକରେ ନ ପଡ଼ିବା ପାଇଁ ନିଜର ଆଖି-କାନ ଖୋଲା ରଖନ୍ତୁ | ପରଉପକାର ଓ ସାମାଜିକ କାର୍ଯ୍ୟ ଆଜି ଆପଣଙ୍କୁ ଆକର୍ଷିତ କରିବ | ଯଦି ଆପଣ ଏମିତି ହିଁ ଉତ୍ତମ କାର୍ଯ୍ୟରେ ସମୟ ଦେବେ,ତାହେଲେ ଅତି ସକାରାତ୍ମକ ପରିବର୍ତନ ଆଣି ପାରନ୍ତି | ନିଜର ଜୀବନସାଥୀ ସହିତ ଆଜି ଆପଣ ଆଜି ଗୋଟେ ଚମକପ୍ରଦ ସନ୍ଧ୍ୟା ବିତେଇବେ |

ମିଥୁନ : ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଯେତେ ପର୍ଯନ୍ତ ଆପଣଙ୍କୁ ବିଶ୍ୱାସ ନ ହେଇ ଯାଏ କି କାମ ପୁର୍ଣ ରୂପେ ଶେଷ ହୋଇ ସାରିଛି, ଫାଇଲ ପତ୍ର ନିଜର ମାଲିକଙ୍କୁ ଦିଅନ୍ତୁ ନାହିଁ | ଭାବି-ଚିଂତିକି ଆଗକୁ ବଢନ୍ତୁ, ନିଜ ହୃଦୟ ଠୁ ବିଶେଷ କରିକି ମନ କଥା ଶୁଣନ୍ତୁ | ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି |

କର୍କଟ :
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ଲାଭ ଦେବ | ଦିନକୁ ଆନନ୍ଦଦାୟକ କରିବା ପାଇଁ ଘନିଷ୍ଠ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଆଜି ନିଜ କାମ ପାଇଁ ପପ୍ରଶଂସା ପାଯି ପାରନ୍ତି | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |

ସିଂହ : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ପରିବାର ପାଇଁ ଭଲ ଓ ଉଚ୍ଚ ଲଖ୍ୟ ପ୍ରାପ୍ତ କରିବା ପାଇଁ ଦୃଷ୍ଟିରୁ ଭାବି-ଚିନ୍ତିକି ଟିକେ କ୍ଷତି ଉଠେଇ ହବ | ଚାଲିଯାଇଥିବା ସୁଯୋଗ କାରଣରୁ ଦରନ୍ତୁ ନାହିଁ | ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ | ଆପଣଙ୍କର ସବୁ ଜିନିଷ ପାଇବାର ଖୁବ ଯୋଗ୍ୟତା ଅଛି, ତେଣୁ ଯାହା ମୌକା ମିଳିବ ତାକୁ ଆପଣାନ୍ତୁ | ଏହି ରାଶିର ବ୍ୟକ୍ତିମାନେ ଆଜି ମଦ୍ୟ ଏବଂ ସିଗାରେଟ ଠାରୁ ଦୂରରେ ରହିବ ଉଚିତ କାରଣ ଆପଣଙ୍କୁ ଏହା ସମୟ ବର୍ବାଦ ହେଲାପରି ପରେ ଲାଗିବ | ଜୀବନ-ସାଥୀ ସହିତ ବାଡ଼-ବିବାଦ ହେବାର ସମ୍ଭାବନା ଅଛି |

କନ୍ୟା : ଆଜି ଜଣେ ଆଧ୍ୟାତ୍ମିକ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳି ପାରେ ଯାହା ଯୋଗୁଁ ମନକୁ ବହୁତ ଶାନ୍ତି ମିଳିବ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଆଜି ଆପଣଙ୍କ ସନ୍ଧ୍ୟା ସୁନ୍ଦର ଫୁଲ ଓ ଉପହାର ସହିତ ବିତି ପାରେ | ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ, କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | କୁହ ଯାଏ କି ସ୍ତ୍ରୀ ଶୁକ୍ର ଓ ପୁରୁଷ ମଙ୍ଗଳ ଗୃହରେ ରୁହନ୍ତି, କିନ୍ତୁ ଆଜି ଦିନରେ ମଙ୍ଗଳ ଓ ଶୁକ୍ର ଦୁହେଁ ପରସ୍ପର ସହିତ ମିଶି ଯିବେ |

ତୁଳା : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ | ଆଜି କୌଣସି କାରଣରୁ ଅଫିସ ରୁ ଶୀଘ୍ର ଘରକୁ ଫେରିପାରନ୍ତି | ତେଣୁ ପରିବାର ସହିତ ପିକନିକ ବା ବାହାରକୁ ବୁଲିଯିବାପାଇଁ ଯୋଜନା କରିପାରନ୍ତି | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |

ବିଛା : ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ସାମାଜିକ ଗତିବିଧି ଆନନ୍ଦଦାୟକ ରହିବ,କିନ୍ତୁ ନିଜ ରହସ୍ୟ କାହା ସାମନାରେ ପ୍ରକଟ କରିବେ ନାହିଁ | ଏକ ପଟୁଆ ଭଲ ପାଇବା ଯୋଗୁଁ ଆଜି ଦୁର୍ଘଟଣାପୂର୍ଣ୍ଣ ଘଟଣା ହୋଇ ପାରେ | ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ | ଏହି ରାଶିର ଛାତ୍ର ଛାତ୍ରୀ ମାନେ ବହୁତ ସମୟ ଟିଭି ଓ ମୋବାଇଲ ଦେଖି କାଟିବେ | ଏହା ସେମାନଙ୍କର ସମୟ କେବଳ ନଷ୍ଟ କରିବ | ଜୀବନ-ସାଥୀକୁ ନେଇକି ଆପଣଙ୍କର କୌଣସି ଯୋଜନା କିମ୍ବା କାର୍ଯ୍ୟ ଖରାପ ହୋଇ ପାରେ; କିନ୍ତୁ ଧର୍ଯ୍ୟ ରଖନ୍ତୁ |

ଧନୁ : ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ,ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ | ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ | ଆଜି ଆପଣ ଗୋଟେ ଏମିତି ଯୋଜନା ପୂରଣ କରି ଆରାମରେ ନିଶ୍ୱାସ ନେବେ, ଯାହା ଆପଣ ବହୁତ ଆଗରୁ ଆରମ୍ଭ କରି ଥିଲେ | ଆପଙ୍କ ମନେ ରଖିବା କଥାକି ଭଗବାନ ବି ସେମାନଙ୍କର ସାହାଯ୍ୟ କରନ୍ତି ଯେଉଁ ମାନେ, ଆଗେ ନିଜର ସାହାଯ୍ୟ କରନ୍ତି | ବିବାହ ପରେ କିଛିଟା ଜିନିଷ ଦର୍କାରରୁ ବଢ଼ିକି ଆବଶ୍ୟକତା ହୋଇ ଯାଏ | ଆଜି ଏମିତି ହିଁ କିଛି କଥା ଆପଣଙ୍କୁ ବ୍ୟସ୍ତ ରଖି ପାରେ |

ମକର : ନିଅମିତ ବ୍ୟାୟାମର ମାଧ୍ୟମରେ ନିଜର ଓଜନକୁ ନିୟନ୍ତ୍ରିତ ରଖନ୍ତୁ | ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ଯଦି ଆପଣ ପେସାଗତ ଭାବରେ ଅନ୍ୟ ମାଙ୍କ ସାମନାରେ ପ୍ରସ୍ତୁତ ହେବେ, ତାହେଲେ ଆପଣଙ୍କ କରିଅର ଦୃଷ୍ଟିରୁ ଏହି ପରିବର୍ତନ ଆପଣଙ୍କ ପାଇଁ ଲାଭକାରୀ ରହିବ | ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ | କୌଣସି ବନ୍ଧୁ ଆପଣଙ୍କୁ ହଠାତ ଦେଖା କରି ଆଶ୍ଚର୍ଯ୍ୟ କରି ପାରନ୍ତି, କିନ୍ତୁ ତାହା କାରଣରୁ ଆପଣଙ୍କ ଯୋଜନା ଖରାପ ହୋଇ ପାରେ |

କୁମ୍ଭ : ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ଆଜି ପ୍ରେମର ନିଶାରେ ବାସ୍ତବତା ଓ ସ୍ବପ୍ନ ମିଶି ଏକା ପରି ଜଣା ପଡୁଛି | ତାହାକୁ ଅନୁଭବ କରନ୍ତୁ | ଆପଣଙ୍କର ଆନ୍ତରିକ ଵାଲା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦିନରେ ବୃଦ୍ଧି ଆଣିବା ପାଇଁ ଆପଣଙ୍କର ସାହାଯ୍ୟ କରିବ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ |

ମୀନ : ଆପଣଙ୍କ ଅଭଦ୍ର ବ୍ୟବହାର ଆପଣଙ୍କ ସାଂଗ ମାନଂକ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି | ପ୍ରେମର ଜ୍ୱାଳା ଅନୁଭବ କରିବା ଅତି କଷ୍ଟ, କିନ୍ତୁ ଆଜି ଆପଣ ପ୍ରେମର ଏହି ପାଗଳାମୀର କିଛିଟା ସୁଗନ୍ଧ ଅନୁଭବ କରିବେ | ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି – ସବୁ ଥିରେ ଆପଣଙ୍କର ହିଁ ଚାଲିବ | ଆଜି ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି | ବୈବାହିକ ଜୀବନ କିଛି ଦିନରୁ ବହୁତ ବିପଦରେ ଥିଲା, କିନ୍ତୁ ଆଜି ଆପଣ ଅବସ୍ଥାରେ ବୃଦ୍ଧି ଅନୁଭବ କରିବେ |