ରାଶିଫଳ ବୁଧବାର : ଏହି ୯ଟି ରାଶିରେ ଆର୍ଥିକ ସ୍ଥିତିରେ ଉନ୍ନତି

ରାଶିଫଳ ତା ୧୬-୧୧-୨୦୨୨

ମେଷ ରାଶି : ଆପଣଙ୍କ ମାନସିକ ଚାପି କିଛି ମାତ୍ରାରେ କାମ ହୋଇ ପାରେ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | ଲମ୍ବିତ ପରିକଳ୍ପନା ଓ ଯୋଜନା ପୁରା ହେବା ଦିଗରେ ବଢ଼ିବ | ଆଜି କାମ ସବୁ ଭଲରେ ସରିବ, କିନ୍ତୁ ଦିନ ଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ | ହେଇ ପାରେକି ଆପଣଙ୍କ ଜୀବନ-ସାଥି ଆନ୍ୟ ମାନଙ୍କ କଥାରେ ପଡ଼ିକି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ |
ବୃଷ ରାଶି:
ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ଆପଣଙ୍କ ରହିବା ଏହି ଦୁନିୟାରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ | ଆପଣଙ୍କ ଜୀବନରେ ପରଦା ପଛରେ କିଛି ବେଶୀ ଚାଲୁଛି | ଯେତିକି ଆପଣ ଭାବି ପାରିବେ, ଆଉ ଥିବା କିଛି ଦିନରେ ବହୁତ ଭଲ ସୁଯୋଗ ଆପଣଙ୍କ ହାତକୁ ଆସିବ | ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |
ମିଥୁନ ରାଶି:
ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | ସହ କର୍ମଚାରୀ ମାନେ କାମ ସରିଲା ପରେ ଦେଖା କରିବାକୁ ଡାକି ପାରନ୍ତି | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ଆପଣଙ୍କ ଜୀବନ-ସାଥୀ ଏବେ ହୋଇଥିବା ଯୁକ୍ତି-ତର୍କକୁ ଭୁଲିକି ନିଜର ଭଲ ସ୍ୱଭାବର ପରିଚୟ ଦେବେ |
କର୍କଟ ରାଶି:
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ଆଜି ଅର୍ଥହାନିର ସମ୍ଭାବନା ଅଛି | ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ | ପିଲା ମାନଂକ ବିଦ୍ୟାଳୟ ଠୁ ଜଡ଼ିତ କାର୍ଯ୍ୟ ପୁରା କରିବା ପାଇଁ ତାଂକର ସାହାଯ୍ୟ କରନ୍ତୁ | ଆଜି ଆପଣଙ୍କ ପ୍ରିୟଙ୍କ ଏକ ଅଲଗା ରୂପ ଦେଖିବାକୁ ମିଳି ପାରେ | ଦିନ ଆରମ୍ଭରୁ ଅସ୍ତ ଯାଏଁ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | ବହୁତ ଲୋକ ସାଙ୍ଗରେ ତ ରୁହନ୍ତି, କିନ୍ତୁ ତାଙ୍କ ଜୀବନରେ ପ୍ରେମ ନଥାଏ | କିନ୍ତୁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ରସମୟ ହେବ |
ସିଂହ ରାଶି:
ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ , ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ସାନ ଭାଇ-ଭଉଣୀ ଆପଣଙ୍କ ମତ ମାଗିବେ | ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି | ଯଦି ଆପଣ ଅନୁଭବୀ ଲୋକଙ୍କ ପରାମର୍ଶ ନେବେ ଓ ନିଜ କାର୍ଯ୍ୟରେ ନୂତନ ବିଚାର ବ୍ୟବହାର କରିବେ, ତାହେଲେ ଲାଭ ମିଳିବ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଆଜି ଆପଣଙ୍କ ସଖାଳ ବିଜୁଳି କାଟିବା କାରଣରୁ ସଂଘର୍ଷ ପୁର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କ ଜୀବନସାଥୀ ଆପଣଙ୍କ ସାହାଯ୍ୟ କରିବେ |
କନ୍ୟା ରାଶି:
ଆପଣଙ୍କ ଅଭଦ୍ର ବ୍ୟବହାର ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କରେ ବିପଦ ଆଣି ପାରେ | କୌଣସି ଏମିତିଆ କାର୍ଯ୍ୟ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ବିଚାର କରି ନିଅନ୍ତୁ | ଯଦି ସମ୍ଭବ ତାହେଲେ ନିଜର ମନ ଭଲ କରିବା ପାଇଁ କୋଉଠିକି ବୁଲିବାକୁ ଯାନ୍ତୁ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ, ଯଦି ଆପଣ ସେଇ ଲୋକଙ୍କ ସହିତ କଥା ହେବାକୁ ଚେଷ୍ଟା କରିବେ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତିନି | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ |
ତୁଳା ରାଶି:
କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଆଜି ଆପଣଙ୍କ ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି | କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆକାଶ ବେଶୀ ଉଜ୍ବଳ ଦେଖା ଯିବ, ଫୁଲରେ ବେଶୀ ରଙ୍ଗ ଦେଖା ଯିବା ଓ ଆଖ-ପାଖ ସବୁ ଆଡେ ଚମକି ଉଠିବା – କାରଣ ଆପଣ ପ୍ରେମର ଭାବନାକୁ ଅନୁଭବ କରୁଛନ୍ତି | ଆପଣଙ୍କୁ ନିଜର ପ୍ରତିଭା ଦେଖେଇବା ପାଇଁ ଭଲ ସୁଯୋଗ ମିଳିବ | ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି | ଏହା ଦ୍ୱାରା ଆପଣ ଆପଣଙ୍କର ସମୟ ହିଁ ନଷ୍ଟ କରୁଛନ୍ତି ବୋଲି ଜାଣି ପରେ ଦୁଃଖ କରିବେ | ଆଜି ଆପଣଙ୍କ ବୈବାହିକ ଜୀବନ ଗୋଟେ ବିଶିଷ୍ଟ ଦିଗରେ ଦୌଡ଼ିବ |
ବିଛା ରାଶି:
ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ, କାମରେ ଲଗାନ୍ତୁ | ନିଜର ଅଧିକା ଧନକୁ କୌଣସି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତୁ ଯାହାକି ଆପଣଙ୍କ ଦରକାର ସମୟରେ ଲାଭ ପ୍ରଦାନ କରିବ | ଯେଉଁ ବନ୍ଧୁ ବାନ୍ଧବଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ,ତାଙ୍କୁ ଆଜି ଦେଖା କରିବାକୁ ଯାଆନ୍ତୁ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ କେବଳ ତାଙ୍କ କଥା କହିବେ | ଆପଣଙ୍କ କଥା ଶୁଣିବେ ନାହିଁ | ଏହା ଆପଣଙ୍କୁ ବ୍ୟଥିତ କରିପାରେ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | ଆପଣଙ୍କ ଜୀବନ ସାଥିଙ୍କର ଗୁଣ କାରଣରୁ ଆପଣ ପୁଣି ଠାରେ ତାଙ୍କର ପ୍ରେମରେ ପଡ଼ି ଯିବେ |
ଧନୁ ରାଶି:
ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଯେଉଁ ମାନେ ନିଜର ନିକଟ ବନ୍ଧୁ ବା ସମ୍ପର୍କୀୟଙ୍କ ସହିତ ମିଶି ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ଆଜି ବହୁତ ବୁଝିସୁଝି କାମ କରିବାକୁ ପଡିବ ନଚେତ ଅର୍ଥହାନି ହୋଇପାରେ | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ | କିନ୍ତୁ ଆପଣଙ୍କ ନିଜର ନିଅନତରଣ ହଯନ୍ତୁ ନାହିଁ, ଏହା ଦ୍ୱାରା ନିଆଁ ଆହୁରି ବଢ଼ି ଚାଲିବ | ଯଦି ଆପଣ ସହଯୋଗ ନ କରନ୍ତି, ତାହେଲେ ଆପଣଙ୍କ ସହିତ କେହି ଝଗଡା କରି ପାରିବ ନାହିଁ | ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | କାମକାର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ କଥା ସମସ୍ତେ ଶୁଣିବେ ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ |
ମକର ରାଶି: 
ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ | ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ | ଆପଣଙ୍କୁ ନିଜ ଆଡୁ ସବୁଠୁ ଭଲ ବ୍ୟବହାର କରିବା ଦରକାର,ନଚେତ ଆପଣଙ୍କ ପ୍ରିୟାର ମନ ବହୁତ ଅନିଶ୍ଚିତ ରହିବ | ଏହି ରାଶିର ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବାକୁ ପଡ଼ିପାରେ |ଏହା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ | କର୍ମଚାରୀମାନେ ଗୁଲିଖଟି ନ କରି କାମଉପରେ ଧ୍ୟାନ ଦେବା ଉଚିତ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଆଜି ଆପଣ ନିଜର ବୈବାହିକ ଜୀବନରେ ଟିକେ ଏକ ସମୟ କାଟିବାକୁ ଚାହିଁବେ |
କୁମ୍ଭ ରାଶି: 
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ନୂତନ ପରିଯୋଜନା ଓ ଖର୍ଚ୍ଚକୁ ବିଳମ୍ବ କରନ୍ତୁ | ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ | ଆଜି ଆପଣ ବିବାହ କରିବାର ଲାଭକୁ ଅନୁଭବ କରିବେ |
ମୀନ ରାଶି: 
ଆଜି ଦିନଟା ନିଜର କାମକୁ ଅଲଗା ରଖିକି ଟିକେ ଆରାମ କରନ୍ତୁ ଓ କିଛି ଏମିତିଆ କରନ୍ତୁ ଯାହା ଆପଣଙ୍କୁ ଖୁସି ଦିଏ | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ , କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ପ୍ରେମ ପାଇଁ ବଢ଼େଇ ଥିବା ଉଦ୍ୟମ କିଛି ଫଳ ଦେବ ନାହିଁ | କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ |