ରାଶିଫଳ ବୁଧବାର : ଆୟର ନୂଆ ସ୍ରୋତ ମିଳିବ

Horoscope Wednesday-07-09-2022

ମେଷ : ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ,ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ | ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ | ଆପଣ ନିଜେ ଅପମାନିତ ହେଲେ ବୋଲି ଭାବନ୍ତୁ ନାହିଁ, ଯଦି ଆପଣଙ୍କର ସାଥୀ ନିଜ କଥା ରଖି ପାରିନାହାନ୍ତି – ଆପଣ ତାଙ୍କୁ ଶାନ୍ତି ରେ ବସିକି ବୁଝାନ୍ତୁ| ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି | ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ | ଯେତେବେଳେ ଆପଣ ଆପଣଙ୍କ ଜୀବନସାଥୀ ସହିତ ଭାବନାତ୍ମକ ଦୃଷ୍ଟିରେ ଜଡ଼ିତ ଅଛନ୍ତି, ତାହେଲେ ନିକଟ ରହିବା ପରି ଅନୁଭବ କରିବେ |

ବୃଷ : ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ | ଆଜି ଆପଣଙ୍କ ବୈବାହିକ ଜୀବନର ସବୁଠୁ ସ୍ନେହପୁର୍ଣ ଦିନ ହୋଇ ପାରେ |

ମିଥୁନ : ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ | ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ଆପଣ ନିଜର ସହକାର୍ଯ୍ୟକର୍ତା ମାନଙ୍କ ସାଙ୍ଗରେ କାମକୁ ନେଇକି ବିବାଦରେ ରହିବେ | ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ | ଆଜି ଆପଣ ଅନୁଭବ କରିବେକି ଜୀବନସାଥୀର ସାଙ୍ଗରେ ରହିବ କେତେ ମହତ୍ଵପୁର୍ଣ |

କର୍କଟ : ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକମ ସହିତ ପୁଣି ଠାରେ ଜଡିତ ହେବ ପାଇଁ ଆଜି ଶୁଭ ଦିନ ଅଟେ | ଆଜି ଅର୍ଥହାନିର ସମ୍ଭାବନା ଅଛି | ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ | ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତାରେ ପଡ଼ି ପାରନ୍ତି | ଏହି ଦିଗକୁ ସଂଗେ-ସଂଗେ ଧ୍ୟାନ ଦେବା ଆବଶ୍ୟକ |ଡାକ୍ତରଙ୍କ ଠୁ ଭଲ-ଭାବରେ ପରାମର୍ଶ ନିଅନ୍ତୁ, କାରଣ ଟିକେ ଖାମଖିଆଲ ଭାବ ରୋଗକୁ ଆହୁରି ଖରାପ କରି ପାରେ | ପ୍ରେମର ସକରାତ୍ମକ ସମାଚାର ଆପଣଙ୍କୁ ମିଳିବ | ଆପଣ ଆତ୍ମବିଶ୍ୱାସ ଆପଣଙ୍କ ପେସାଗତ ଜୀବନରେ ବିଶେଷ ପ୍ରଭାବ ଛାଡ଼ିବ | ଏହା ଅନ୍ୟ ମାନଙ୍କୁ ଆପଣଙ୍କ ଦୃଷ୍ଟି ବୁଝିବାରେ ଓ ତାଙ୍କର ସାହାଯ୍ୟ ପାଇବାରେ କାରିଗର ରହିବ | ଆଜି ଖାଲି ସମୟରେ ଆପଣ ଖଳିବାକୁ ପସନ୍ଦ କରିବେ | କିନ୍ତୁ ସାବଧାନ ରହିବେ କାରଣ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଅଛି | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର |

ସିଂହ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | ଇଜର ବ୍ୟକ୍ତିଗତ ଭାବନା ଓ ଗୁପ୍ତ କଥା ନିଜର ପ୍ରିୟକୁ ପ୍ରକାଶିତ କରିବା ଉଚିତ ସମୟ ନୁହେ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | ଆଜିକା ଦିନର ଅଧିକାଂଶ ସମୟ କିଣାକିଣି ଓ ଅନ୍ୟ ଗତିବିଧିରେ ଯିବ | ନିଜର ଜୀବନ-ସାଥୀଙ୍କର କୌଣସି ଛୋଟ କଥାକୁ ନେଇକି ମିଛ କହିବା କାରଣରୁ ଆଜି ଆପଣ ନିରାଶ ହୋଇ ପାରନ୍ତି |

କନ୍ୟା : ନିଜର ଉର୍ଜାର ପ୍ରୟୋଗ କେହି ବିପଦରେ ଫସି ଥିବା ଲୋକର ସାହାଯ୍ୟ କରିବା ପାଇଁ କରନ୍ତୁ | ମନେ ରଖନ୍ତୁ – ଏହି ଶରୀର ଦିନେ-ନା -ଦିନେ ମାଟିରେ ମିଶିଯିବ, ଯଦି ଏହା କାହାର କାମରେ ନ ଆସେ ତାହେଲେ ତାହାର ଲାଭ କଣ? ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ପରିବାକରିକ ସଂଶୟରେ ସବୁ କିଛି ଭଲ ରହିବ | କାହାର ହସ୍ତକ୍ଷେପ କାରଣରୁ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ଆସି ପାରେ | ଯଦି ବି ଆପଣଙ୍କର ବରିଷ୍ଠ କର୍ମଚାରୀ ମାନଙ୍କ ପଟୁ କିଛି ବିରୋଧ ପାଇବେ, ତେବେ ବି ମୁଣ୍ଡ ଥଣ୍ଡା ରଖିବାଟା ଆପଣଙ୍କ ପାଇଁ ଉପକାରୀ ଅଟେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ବୈବାହିକ ଜୀବନରେ ଜିନିଷ ହଠାରୁ ଖସିଲା ପରି ଲାଗୁଚି |

ତୁଳା : ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଭଲ ପାଆନ୍ତି | ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ | ଚାକିରୀରେ ପ୍ରୋତ୍ସାହନ ମିଳିପାରେ | ବ୍ୟବସାୟୀ ମାନେ ତାଙ୍କ ଵାଣିଜ୍ୟକୁ ବିସ୍ତାର କରିବାପାଇଁ ଅନୁଭବୀ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରିପାରନ୍ତି | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ଲମ୍ବା ସମୟ ପରେ ଆପଣ ନିଜର ଜୀବନସାଥୀ ସହିତ ନିକଟତର ଅନୁଭବ କରିବେ |

ବିଛା : ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ନିଜର ସମୟ ହତାସ ହାଇ ନଷ୍ଠ କରନ୍ତୁ ନାହିଁ ଓ ଆଉ ଥରେ ଚେଷ୍ଟା କରନ୍ତୁ| କେହି ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବ | କାର୍ଯ୍ୟରେ ମନ ଲଗାନ୍ତୁ ଓ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ | ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ |

ଧନୁ : ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି | ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ | ଏହି ଦିନ ବୈବାହିକ ଜୀବନର ସବୁଠୁ ବିଶେଷ ଦିନ ରହିବ |

ମକର : ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହିତ ମଜା-ମସ୍ତି ଭରା ଯାତ୍ରା ଆପଣଙ୍କୁ ଆରାମ ଦେବ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ବେଶୀ ଧ୍ୟାନ ପାଇବାର ଆଶା କରିବେ, କିନ୍ତୁ ଏଇଟା ହିଁ ଉଚିତ ସମୟ ନିଜକୁ ମହତ୍ୱ ଓ ରାଜକୀୟ ଆଚରଣ ଦେବା ପାଇଁ | ଆପଣ ନିଜକୁ ନିଜର ପ୍ରିୟଙ୍କ ଭଲ ପାଇବାରେ ବୁଡି ଯାଇଥିବା ପରି ଅନୁଭବ କରିବେ | ଏହି ଦୃଷ୍ଟିରୁ ଆଜ ଦିନଟା ବହୁତ ହିଁ ସୁନ୍ଦର ଓ ସୁଖମୟ କଟିବ | କିଛି ଲୋକଙ୍କୁ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳି ପାରେ | ସମୟର ମୂଲ୍ୟ ବିଝିବାକୁ ଚେଷ୍ଟା କରନ୍ତୁ | ଯେଉଁମାନଙ୍କୁ ବୁଝିବା କଷ୍ଟ ଏମିତି ଲୋକଙ୍କ ସହିତ ସାଙ୍ଗ ହେବ ଭଲ ନୁହେଁ | ଏହାଦ୍ୱାରା ଆପଣଙ୍କର ସମୟ ଖାଲି ନଷ୍ଟ ହେବ | ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ |

କୁମ୍ଭ : ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | କେବଳ ସ୍ପଷ୍ଟ ବୁଝାମଣା ମାଧ୍ୟମରୁ ଆପଣଙ ଆପଣଙ୍କ ଜୀବନ-ସାଥୀଙ୍କୁ ଭାବନାତ୍ମକ ଭାବରେ ସାହାଯ୍ୟ ଦେଇ ପାରିବେ | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | ଆପଣଙ୍କ ପ୍ରେମୀ ଆପଣଙ୍କୁ ଯଥେଷ୍ଟ ସମୟ ଦେଉନାହାନ୍ତି, ଏକଥା ଆଜି ଆପଣ ଖୋଲିକରି ତାଙ୍କ ଆଗରେ କହି ପାରିବେ | ଆପଣଙ୍କ ଜୀବନ ସାଥିଙ୍କର ହସରେ ଗୋଟେ ମୁହୁର୍ତରେ ହିଁ ଆପଣଙ୍କ ସବୁ ପୀଡ଼ା ହଜେଇ ଦେବାର ଗୁଣ ଅଛି |

ମୀନ : ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଯାତ୍ରା କରିବାର ଯଦି କିଛି ଯୋଜନା ଅଛି ତାହେଲେ ଶେଷ ସମୟରେ କିଛିଟା ପରିବର୍ତ୍ତନ ହୋଇପାରେ | ଆପଣଙ୍କ ପଡ଼ୋଶୀ ଆପଣଙ୍କ ବିବାହ ଜୀବନରେ ବିବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ, କିନ୍ତୁ ତାହା କରିବା ତାଙ୍କ ପାଇଁ ଅତି କଷ୍ଟକର ହେବ |