ଆସନ୍ତୁ ଜାଣିବା ଆଜିର ରାଶିଫଳ ଶନିବାର

ରାଶିଫଳ ଶନିବାର ୧୯-୧୧-୨୦୨୨

ମେଷ ରାଶି: ଦାନ୍ତର ଦରଜ କିମ୍ବା ପେଟ ବିନ୍ଦା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରି ପାରେ | ଅତି ଶୀଘ୍ର ଆରାମ ପାଇବା ପାଇଁ ଭଲ ଜାଗାରେ ଚିକିଷ୍ୟା କରନ୍ତୁ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଚାପ ପକେଇବାକୁ ଚେଷ୍ଠା କରନ୍ତୁ ନାହିଁ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଜୀବନ-ସାଥୀଙ୍କ କାରଣରୁ କିଛି କ୍ଷେତି ହୋଇ ପାରେ | ସ୍ଵୟଂସେବା କାର୍ଯ୍ୟ କିମ୍ବା କାହାର ସାହାଯ୍ୟ କରିବା ଆପଣଙ୍କ ମାନସିକ ଶାନ୍ତି ପାଇଁ ଏକ ଉତ୍ତମ ଟନିକ ପରି କାର୍ଯ୍ୟ କରେ |
ବୃଷ ରାଶି: ଭାଗ୍ୟ ଉପାରେ ନିର୍ଭର କରନ୍ତୁ ନାହିଁ ଓ ନିଜର ସ୍ୱାସ୍ଥ୍ୟ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ ଭାଗ୍ୟ ନିଜେ ବହୁତ ଅଳସୁଆ ଥାଏ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ବୈବାହିକ ଜୀବନ ପାଇଁ ବିଶେଷ ଦିନ ଅଟେ | ନିଜ ଜୀବନ-ସାଥୀଙ୍କୁ ନିଜର ପ୍ରେମ ପ୍ରକାଶିତ କରନ୍ତୁ କି ଆପଣ ତାଙ୍କୁ କେତେ ଭଲ ପାଆନ୍ତି | ସଂଗୀତ, ନୃତ୍ୟ ଓ ବଗିଚାକାମ ପରି ନିଜର ସଉକ ପାଇଁ ସମୟ ବାହାର କରନ୍ତୁ | ଏହା ଦ୍ୱାରା ଆପଣଙ୍କୁ ସନ୍ତୁଷ୍ଟି ମିଳିବ |
ମିଥୁନ ରାଶି: ଆପଣଙ୍କ ଇଚ୍ଛା ଓ ଆଶା ଉପରେ ଦରର ଛାଇ ପଡ଼ି ପାରେ | ଏହାର ସାମନା କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଆବଶ୍ୟକତା ଅଛି | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ | ଆଜି ଆପଣଙ୍କ ସୁନ୍ଦର କାର୍ଯ୍ୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ପ୍ରେମ ପୁର୍ଣ ରୂପରେ ଫୁଟିବ | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଆଜିର ଦିନ ଆପଣଙ୍କ ଜୀବନ-ସାଥୀର ରସମୟ ପଟକୁ ଭଲ ଭାବରେ ପ୍ରସ୍ତୁତ କରିବ | ପରିବାର ଲୋକଙ୍କ ସହିତ କୌଣସି ମୋଲ କିମ୍ବା ଶପିଂ କମ୍ପ୍ଲେକ୍ସ ଯିବାର ସମ୍ଭାବନା ଅଛି | ଏହା କାରଣରୁ ଆପଣଙ୍କ ଖର୍ଚ ବଢ଼ି ପାରେ |
କର୍କଟ ରାଶି: ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଯେଉଁମାନେ କିଛି ଋଣ ନେଇଥିଲେ , ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ଆଜି ପୁରା ଦିନ ଆପଣ ଟିଭି ଓ ଫିଲ୍ମ ଦେଖି ଦିନ କାଟିବେ | ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ | ଆଜି ଆପଣଙ୍କର କାମର ଶୀଘ୍ରତା ଦେଖି ସହକର୍ମୀମାନେ ବି ଆଚମ୍ବିତ ହୋଇଯିବେ |
ସିଂହ ରାଶି: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ | ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ କୋଉଠିକି ବୁଲା ବୁଲି କରି ନିଜର ପ୍ରେମ ଜୀବନରେ ନୂତନ ଉର୍ଜା ଭାରି ପାରିବେ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ | ଆଜି ଆପଣ ଆପଣଙ୍କ ପିଲା ମନକୁ ବହୁତ ସ୍ନେହ କରିବେ ଯାହାଦ୍ୱାରା ପିଲାମାନେ ମଧ୍ୟ ଦିନସାରା ଆପଣଙ୍କୁ ଛାଡ଼ିବେନି |
କନ୍ୟା ରାଶି: ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇ ପାରେ ଓ ତାଙ୍କୁ ଚିକିଶ୍ୟାର ଆବଶ୍ୟକତା ଅଛି | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | କୌଣସି ପରିସ୍ଥିତିରେ ମଧ୍ୟ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିବା କଥା ନୁହେଁ | ପ୍ରତ୍ୟକ କ୍ଷଣକୁ ଉପଭୋଗ କରିବା ଉଚିତ କାରଣ ଥରେ ଚାଲିଯାଇଥିବା ସମୟ କେବେବି ଫେରି ଆସେନି | କେହି ବାହାରିଆ ଲୋକଂକ କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ,କିନ୍ତୁ ଆପଣ ସଂଭାଳି ନେବେ | ଆଜି ଆପଣଙ୍କ ପାଇଁ ଭଲ ଦିନଟିଏ | ଆପଣଙ୍କର ପ୍ରିୟା ଆପଣଙ୍କ କଥାରେ ବହୁତ ଖୁସି ହୋଇ ହସିପାରନ୍ତି |
ତୁଳା ରାଶି: ଆପଣ ଭାବାନାତ୍ମିକ ସ୍ଥରରେ ବହୁତ ସମ୍ବେଦନଶୀଳ ଅଟନ୍ତି, ସେଥିପାଇଁ ଏମିତି ଅବସ୍ଥାରୁ ଦୁରେଇ ରହିବା ଉଚିତ ଯାହା ଆପଣଙ୍କୁ କଷ୍ଟ ଦେଇ ପାରେ | ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ପିଲା ମାନଂକୁ ତାଙ୍କଠୁ ଜଡ଼ିତ ସମସ୍ୟାରେ ସାହାଯ୍ୟ କରିବା ଆବଶ୍ୟକ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଭଲ ପାଆନ୍ତି | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ | ଅନ୍ୟକୁ ସମୟ ଦେବା ବ୍ୟତୀତ ନିଜକୁ ସମୟ ଦେବା ଭଲ | ଛୋଟ-ଛୋଟ କଥାକୁ ନେଇକି ନିଜ-ନିଜ ଭିତରେ ଝଗଡ଼ା କରିବା କାରଣରୁ ଆପଣଙ୍କ ବୈବାହିକ ଜୀବନରେ କଟୁତା ଆସି ପାରେ | ସେଥିପାଇଁ ଆପଣ ଅନ୍ୟ ମାନଙ୍କ କଥାରେ ପଡ଼ନ୍ତୁ ନାହିଁ | ଇଣ୍ଟରନେଟ ସର୍ଫିଙ୍ଗ କରିବା ଆପଣଙ୍କ ଜ୍ଞାନରେ ବୃଦ୍ଧି କରିବାରେ ସାହାଯ୍ୟ କରିବ |
ବିଛା ରାଶି: ଝଗଡ଼ା କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ, ନଚେତ ସମ୍ପର୍କରେ କେବେ ନ ସାରିବା ଭଳିଆ ବାଧା ଆସି ପାରେ | ଏହା ଠୁ ନିଜାତ ପାଇବା ପାଇଁ ନିଜର ଚିନ୍ତାଧାରାରେ ବୃଦ୍ଧି ଅଣାନ୍ତୁ ଓ ପୂର୍ବ-ଧାରଣାକୁ ଛାଡ଼ନ୍ତୁ | ବ୍ୟପାରୀମାନେ ନିଜ ଅର୍ଜିତ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଆଜି ଚୋରି ହେବାର ବହୁତ ସମ୍ଭାବନା ଅଛି | ନିଜ ପିଲା ମାନଙ୍କ ସହିତ ଯୋଜନା କରିବା ପାଇଁ ଅତି ଉତ୍ତମ ଦିନ ଅଟେ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ କେବଳ ତାଙ୍କ କଥା କହିବେ | ଆପଣଙ୍କ କଥା ଶୁଣିବେ ନାହିଁ | ଏହା ଆପଣଙ୍କୁ ବ୍ୟଥିତ କରିପାରେ | ଯେଉଁମାନେ କାର୍ଯ୍ୟ ବ୍ୟସ୍ତ ଥିଲେ ଆଜି ସେମାନଙ୍କୁ ନିଜ ପାଇଁ କିଛି ସମୟ ମିଳିବ କିନ୍ତୁ ଘର କାମରେ ଆପଣ ପୁଣିଥରେ ବ୍ୟସ୍ତ ହୋଇଯିବେ | ଆଜ ଆପଣ ଅନୁଭବ କରିବେ କି ଗୋଟେ ଉତ୍ତମ ଜୀବନ-ସାଥୀ ପାଇବାର କଣ-କଣ ଲାଭ ଅଛି | ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟରେ ଦେଖି ଆଜି ଆପଣଙ୍କ ପରିବାର ଅତ୍ୟନ୍ତ ଆନନ୍ଦିତ ହେବେ |
ଧନୁ ରାଶି: ଉର୍ଜା ଓ ଉତ୍ସାହ ଆପଣଙ୍କୁ ଘେରି ରଖିବା ଓ ଆପଣଙ୍କ ସାମନାରେ ଆସୁଥିବା ପ୍ରତି ସୁଯୋଗର ପୁର୍ଣ ରୂପରେ ଲାଭ ଉଠେଇ ପାରିବେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ପାରିବାରିକ ଦାଇତ୍ୱର ଭାର ବଢ଼ିବ | ଯାହା ଆପଣଙ୍କୁ ମାନସିକ ଚାପି ଦେଇ ପାରେ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ | ଧୀରେ ହେଉ ପଛେ ଆପଣଙ୍କ ଜୀବନ ଏବେ ଠିକ ରାସ୍ତାକୁ ଆସିଛି | ଏହା ଆଜି ଆପଣ ଅନୁଭବ କରିପାରିବେ |
ଧନୁ ରାଶି: ଉର୍ଜା ଓ ଉତ୍ସାହ ଆପଣଙ୍କୁ ଘେରି ରଖିବା ଓ ଆପଣଙ୍କ ସାମନାରେ ଆସୁଥିବା ପ୍ରତି ସୁଯୋଗର ପୁର୍ଣ ରୂପରେ ଲାଭ ଉଠେଇ ପାରିବେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ପାରିବାରିକ ଦାଇତ୍ୱର ଭାର ବଢ଼ିବ | ଯାହା ଆପଣଙ୍କୁ ମାନସିକ ଚାପି ଦେଇ ପାରେ | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ | ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ କାଢ଼ିନେବେ ଓ ଆପଣଙ୍କର ପ୍ରିୟ ରୁଚି ବା ସଉକ ପୁରା କରିପାରିବେ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ | ଧୀରେ ହେଉ ପଛେ ଆପଣଙ୍କ ଜୀବନ ଏବେ ଠିକ ରାସ୍ତାକୁ ଆସିଛି | ଏହା ଆଜି ଆପଣ ଅନୁଭବ କରିପାରିବେ |
ମକର ରାଶି: କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ | ଦୂର ଯାତ୍ରା କରିବା ଯୋଗୁଁ ଆପଣଙ୍କୁ ଶାରୀରିକ କଷ୍ଟ ଲାଗି ପାରେ , କିନ୍ତୁ କାମ ପାଇଁ ଯାତ୍ରା ତା ଉପକାରୀ ହେବ | ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପରିବାର କାରଣରୁ ନକରାତ୍ମକ ରୂପରେ ପ୍ରଭାବିତ ହୋଇ ପାରେ, କିନ୍ତୁ ଆପଣ ଦୁଇ ଜଣକ ବୁଦ୍ଧିର ସାହାଯ୍ୟ ନେଇ ସବୁ ସମ୍ଭାଳି ଦେବେ | ଆଜି ଆପଣଙ୍କ ଦିନ ଟି ବାଦ୍ୟଯନ୍ତ୍ର ବଜାଇ ସଂଗୀତମୟ ହୋଇପାରିବ |
କୁମ୍ଭ ରାଶି: ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ପରିବାରର ନୂତନ ସଦସ୍ୟ ଆସିବାର ଖବର ଆପଣଙ୍କୁ ଖୁସି କରି ଦେବ | ଜନସଭା ଆୟୋଜିତ କରି ସମସ୍ତଙ୍କୁ ଏହି ଖୁସି ଜଣାନ୍ତୁ | ପ୍ରେମ କରିବା ପାଇଁ ଆଜି ଗୋଟେ ଭଲ ଦିନ ଅଟେ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ଆପଣଙ୍କ ପ୍ରେମ, ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇ ପାରନ୍ତି | ଆଜିର ଦିନ କୌଣସି ଧାର୍ମିକ ସ୍ଥଳରେ ସମର୍ପିତ ରହିବ ଆପଣଙ୍କ ମାନସିକ ଶାନ୍ତି ରଖିବା ପାଇଁ ସବୁଠୁ ଉତ୍ତମ ସାଧନ ହୋଇ ପାରେ |
ମୀନ ରାଶି: ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଏକ ପଟୁଆ ଭଲ ପାଇବା ଯୋଗୁଁ ଆଜି ଦୁର୍ଘଟଣାପୂର୍ଣ୍ଣ ଘଟଣା ହୋଇ ପାରେ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ି ପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ | ଯଦି ଆପଣ ଜଣେ ଭଲ କଣ୍ଠଶିଳ୍ପୀ ତାହେଲେ ଆଜି ଆପଣଙ୍କ ପ୍ରେମିକ କୁ ଆପଣଙ୍କ ମନୋରମ ସଂଗୀତ ଦ୍ୱାରା ଖୁସି କରିପାରିବେ |