ଏହି ରାଶିର ବ୍ୟକ୍ତି ମାନେ ଆଜି ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ

ରାଶିଫଳ ଶୁକ୍ରବାର ୧୨-୦୮-୨୦୨୨

ମେଷ : ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ଆଜି ଦିନରେ ଅନ୍ୟ ମାନଙ୍କ ପରାମର୍ଶ ନେବା ଓ ତାକୁ କାର୍ଯ୍ୟରେ ପରିଣତ କରାଇବା ଅତି ଆବଶ୍ୟକ | ନିରାଶ ନାହିଁ, କେବେ କେବେ ବିଫଳ ହେବା ଖରାପ କଥା ନୁହେଁ | ତାହା ତ ଜୀବନର ସୁନ୍ଦରତା | ଆଜି ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ ଓ ନିଜ ଚିଂହା ଲୋକଙ୍କ ଠାରୁ ପରାମର୍ଶ ନିହାତି ନିଅନ୍ତୁ | ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ | ଜୀବନ-ସାଥୀକୁ ନେଇକି ଆପଣଙ୍କର କୌଣସି ଯୋଜନା କିମ୍ବା କାର୍ଯ୍ୟ ଖରାପ ହୋଇ ପାରେ; କିନ୍ତୁ ଧର୍ଯ୍ୟ ରଖନ୍ତୁ |

ବୃଷ : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଂଗ ମାନଂକ ସହିତ ସମୟ କଟାଅନ୍ତୁ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ | ସଂଧ୍ୟା ବେଳେ ବନ୍ଧୁ ମାନଙ୍କ ସାଙ୍ଗରେ ବୁଲିଲା ବେଳେ ହଠାତ ଭଲ ପାଇବାରେ ପଡି ପାରନ୍ତି | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ | ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ | ଯାତ୍ରା ଓ ଶିକ୍ଷାଠୁ ଜଡିତ କାର୍ଯ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ |

ମିଥୁନ : ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | ନିଜର କାର୍ଯ୍ୟରେ ଏମିତିଆ ଲୋକଙ୍କ ସହାୟତା ନିଅନ୍ତୁ, ଯାହାଙ୍କର ଚିନ୍ତାଧାରା ଆପଣଙ୍କ ସହିତ ମିଶୁଥିବ | ଉଚିତ ସମୟରେ ତାଙ୍କର ସାହାଯ୍ୟ ମହତ୍ଵପୁର୍ଣ ଓ ଲାଭକାରୀ ରହିବ | ବିଶେଷ କରିକି ମେଡିକାଲ ଟ୍ରାନ୍କ୍ରିପସନ ଠୁ ଜଡିତ ଲୋକଙ୍କ ପାଇଁ ଉତ୍ତମ ଦିନ ରହିବ | ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ |

କର୍କଟ : ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆଜି ଆପଣଙ୍କର ଭାଇ ଭଉଣୀଙ୍କ ଭିତରୁ କେହି ଆର୍ଥିକ ସାହାଯ୍ୟ ମାଗିପାରନ୍ତି | ସେମାନଙ୍କୁ ସାହାଯ୍ୟ କରି ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜିପାରେ କିନ୍ତୁ ଏହି ସ୍ଥିତି ବହୁତ ଶୀଘ୍ର ସୁଧୁରି ଯିବ | ନିଜର ନିଷ୍ପତି ପିଲା ମାନଂକ ଉପରେ ଚାପ ଦେବା ତାଂକୁ ରୁଷ୍ଟ କରି ପାରେ | ଭଲ ହେବ ଯଦି ଆପଣ ତାଂକୁ ନିଜର ପକ୍ଷ ବୁଝାନ୍ତୁ, ତାହେଲେ ସେମାନେ ତା ପଛର କାରଣ ବୁଝିକି ଆପଣଙ୍କ କଥାକୁ ଆରାମରେ ସ୍ଵୀକାର କରି ପାରିବେ | ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର | ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ – ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ | ଆପଣ ଆପଣଙ୍କ ପ୍ରେମୀ/ପ୍ରେମିକା ଙ୍କ ସହିତ ସମୟ ବିତାଇବାକୁ ଇଛା କରିପାରନ୍ତି, କିନ୍ତୁ କୌଣସି ଅତ୍ୟାବଶ୍ୟକ କାମ ପାଇଁ ଆପଣ ତାଙ୍କୁ ସମୟ ଦେବାରେ ଅସଫଳ ହୋଇପାରନ୍ତି | ବଢ଼ିଆ କାଧ୍ୟ, ପ୍ରେମର ପରିବେଶ ଓ ଜୀବନସାଥୀ ସହିତ ରହିବାର ସୁଯୋଗ- ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ |

ସିଂହ : ନିଜକୁ ଶାନ୍ତ ରକଃନ୍ତୁ କାରଣ ଆଜି ଆପଣଙ୍କୁ ବହୁତ ସାରା ବଧାର ସମ୍ମୁଖୀନ ହବାକୁ ପଡି ପାରେ,ଯାହା କାରଣରୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି |ବିଶେଷ କରିକି ନିଜର ରାଗ ଉପାରେ ନିୟନ୍ତ୍ରଣ ରଖନ୍ତୁ,କାରଣ ଏହା ଆଉ କିଛି ନୁହେ କେବଳ କିଛି ସମୟର ପାଗଳାମି ହିଁ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ | ମନେ ରଖନ୍ତୁକି ବୁଢ଼ୀ ସହିତ କାମ କଲେ ହିଁ ଆମର ଜୀବନକୁ ମାନ୍ୟତା ମିଳିବ | ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ | ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ଆପଣଙ୍କୁ କିମ୍ବା ଆପଣଙ୍କ ଜୀବନସାଥିକୁ ଖଟରେ ମାଡ଼ ହୋଇ ପାରେ | ସେଥିପାଇଁ ଦୁଇ ଜଣ ପରସ୍ପରର ଧ୍ୟାନ ରଖନ୍ତୁ |

କନ୍ୟା : ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ପ୍ରେମର ଯାତ୍ରା ମନୋହର, କିନ୍ତୁ ଛୋଟ ରହିବ | କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ହେବ ପରି ଦେଖା ଯାଉଛି | ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ |

ତୁଳା : ଭାବିବା ଆଗରୁ ଦୁଇ ଥର ଭାବନ୍ତୁ | ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ | ବ୍ୟକ୍ତିଗତ କଥା ଆପଣଙ୍କ ନିୟନ୍ତ୍ରଣରେ ରହିବ | ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ, କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ବୈବାହିକ ଜୀବନରେ କିଛି ଭଲ ଅନୁଭବ କରିବେ |

ବିଛା : ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ | ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ | ନିଜର କୌଣସି ନିକଟସ୍ଥ ବ୍ୟକ୍ତିଙ୍କ ଭୁଲ ପରାମର୍ଶ ଯୋଗୁଁ ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ତେଣୁ ସତର୍କତା ଅବଲମ୍ବନ କରନ୍ତୁ | ଆଜି ଆପଣଙ୍କର ନିକତତ୍ତ୍ୱର ହେବାପାଇଁ ଅନ୍ୟମାନେ ଚେଷ୍ଟା କରିପାରନ୍ତି | କିନ୍ତୁ ଆପଣ ଟିକେ ଶାନ୍ତ ହୋଇ ଏକାକୀ ରହିବାକୁ ବେଶୀ ପସନ୍ଦ କରିବେ | ସମ୍ଭବ ଅଛିକି ଆରମ୍ଭରେ ଜୀବନସାଥୀ ଆଡୁ ଆପଣଙ୍କୁ କାମ ଧ୍ୟାନ ମିଳିବ,କିନ୍ତୁ ଦିନର ଶେଷରେ ଆପଣକୁ ଅନୁଭବ ହେବ କି ଆପଣଙ୍କ ପାଇଁ ହିଁ କିଛି କରିବାରେ ବ୍ୟସ୍ତ ଥିଲେ |

ଧନୁ : ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଅଭଦ୍ର ବ୍ୟବହାର ସତ୍ୱେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି | ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ| କୌଣସି ଯୋଜନା କରିବା ଆଗରୁ ନିଜର ଜୀବନସାଥିଙ୍କୁ ପଚାରି ନିଅନ୍ତୁ, ନଚେତ ତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ି ପାରେ |

ମକର : ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ | ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ | ଯେହେତୁ ଗହଳି ମାହାଳ ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ |

କୁମ୍ଭ : ଆପଣଙ୍କୁ ଅତି ଶୀଘ୍ର ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଓ ନିଜ ଠୁ ସ୍ୱତନ୍ତ୍ର ହେବାକୁ ଆବଶ୍ୟକତା ଅଛି,କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ ଓ ଉତ୍ତମ ସ୍ୱାସ୍ଥ୍ୟର ଲାଭ ଉଠେଇବାଠୁ ଆପଣଙ୍କୁ ବାଧା ଦେଇ ପାରେ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ | କାର୍ଯ୍ୟାଳୟରେ ଶାନ୍ତ ବିଚାର ଆପଣଙ୍କ ମନକୁ ଉତ୍ସାହିତ ରଖିବା | ଭବିଷ୍ୟର ଯୋଜନା ପାଇଁ ଆପଣଙ୍କୁ ନୂତନ ସମ୍ପର୍କ ତିଆରି କରିବାର ଆବଶ୍ୟକ | ସିଏ କରିଅରର ଉନ୍ନତିର ବହୁତ ଲାଭକାରୀ ରହିବେ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ରହିବେ |

ମୀନ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଭାବି ଚିନ୍ତିକି ନିବେଶ କରନ୍ତୁ | ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥପୁର୍ଣ ହୋଉଛି | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ | ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ | ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସି ପାରେ ଯାହାର ସମାଧାନ କରିବା ନିହାତି ଜରୁରୀ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |