ରାଶିଫଳ ରବିବାର: ଆସନ୍ତୁ ଜାଣିବା କିପରି କଟିବ ଆଜିର ଦିନଟି

ରାଶିଫଳ ରବିବାର ୧୪-୦୮-୨୦୨୨

ମେଷ ରାଶି: ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ହଠାତ ନୂତନ ସୂତ୍ରରୁ ଧାନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ | ନିଜର ପରିବାର ଲୋକଙ୍କୁ କହିକି ଓ ନିଜ କାମ ଦ୍ୱାରା ଯତେଇକି ଅନୁଭବ କରାନ୍ତୁ କି ଆପଣ ତାଙ୍କର କେତେ ଧ୍ୟାନ ରଖନ୍ତି | ଏହା ଦ୍ୱାରା ତାଙ୍କୁ ଖୁସି ମିଳିବ ଓ ଏହି ଖୁସିକୁ ଦୁଇ-ଗୁଣ କରିବା ପାଇଁ ତାଙ୍କ ସହିତ ଭଲ ସମୟ ବିତାନ୍ତୁ | ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଯଦି ଏବେ ଆପଣ ଓ ଆପଣଙ୍କ ଜୀବନସାଥୀ ଖୁସି ଅନୁଭବ କରୁ ନାହାନ୍ତି, ତାହେଲେ ଆଜି ସ୍ତିତିରେ ପରିବର୍ତନ ହୋଇ ପାରେ | ଆପଣ ଦୁଇ ଜଣ ଆଜି ବହୁତ ମଜ଼ା କରିବେ | ଟିଭି ଦେଖିବା ସମୟ କାଟିବା ପାଇଁ ଗୋଟେ ଭଲ ମାଧ୍ୟମ, କିନ୍ତୁ ଲାଗ-ଲାଗ ଦେଖିଲେ ଆଖି ଦୁର୍ବଳ ହୋଇ ପାରେ |

ବୃଷ ରାଶି:
ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି | ପାରିବାରିକ କାର୍ଯ୍ୟକ୍ରମରେ ନୂତନ ସାଙ୍ଗ ହୋଇ ପାରିବେ | କିନ୍ତୁ ତାଙ୍କୁ ବାଛିଲା ବେଳେ ସାବଧାନ ରୁହନ୍ତୁ | ଭଲ ସାଙ୍ଗ ସେହି ଖଣି ପରି ଥାନ୍ତି, ଯାହାଙ୍କୁ ଜୀବନ ଯାକ ନିଜର ହୃଦୟ ପାଖରେ ରଖି ହୁଏ | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ | ଆପଣଙ୍କ ସରଳ ଜୀବନ ଆପଣଙ୍କ ବ୍ୟବହାରକୁ ମଧ୍ୟ ସରଳ କରିଥାଏ |ଏହି କଥା ମନେରଖି ଆପଣ ନିଜ ବ୍ୟବହାରରେ ସରଳତା ଆଣିପାରିବେ |

ମିଥୁନ ରାଶି:
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ଜୀବନ ଓ କାମ-କାର୍ଯ୍ୟରେ ଅନ୍ୟ ମାନଙ୍କ ପାଇଁ ଗୋଟେ ଆଦର୍ଶ ହୁଅନ୍ତୁ | ଉତ୍ତମ ବିଚାର ଓ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାର ଇଚ୍ଛା ସହିତ ମାନବୀୟ ମୂଲ୍ୟକୁ ଆପଣେଇବା ଆପଣକୁ ସୁନାମ ଆଣିବ | ଏହା ଦ୍ୱାରା ଆପଣଙ୍କ ଜୀବନରେ ଭଲ ତାଳ-ମେଲ ବସିବ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କ ସହିତ ବୁଲିବାକୁ ଯାଉଛନ୍ତି ତାହେଲେ ନିଜ ବେଶ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ସେ ନାରାଜ ହୋଇପାରନ୍ତି | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ଯଦି ଆପଣ ନିଜର ଜୀବନସାଥୀ ଛଡ଼ା ଆଉ କାହାକୁ ନିଜ ଉପରେ ପ୍ରଭାବ ପକେଇବାକୁ ସୁଯୋଗ ଦେଉଛନ୍ତି, ତାହେଲେ ସମ୍ଭବ ଅଚିକି ଆପଣଙ୍କ ଜୀବନସାଥୀ ଆଡୁ ଆପଣଙ୍କୁ ନକାରାତ୍ମକ ପ୍ରତିକ୍ରିୟା ମିଳି ପାରେ | ଟିଭିରେ ଚଳଚିତ୍ର ଦେଖିବା ଓ ନିଜର ଲୋକଙ୍କ ସହିତ ଗପିବା – ଏହା ଠୁ ଉତ୍ତମ ଆଉ କଣ ହୋଇ ପାରେ? ଯଦି ଆପଣ ଟିକେ ଚେଷ୍ଟା କରାଇବେ ତାହେଲେ ଆପଣଙ୍କ ଦିନ କିଛି ଏହି ପରି କଟିବ |

ର୍କଟ ରାଶି:
ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | କର ପ୍ରେମରେ ସଫଳତା ପାଇବା କଳ୍ପନାକୁ ସତରେ ପ୍ରାମାଣିତ କରିବା ପାଇଁ ସାହାଯ୍ୟ କରନ୍ତୁ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ | ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି ସ୍କୁଲ ରେ କୌଣସି ସିନିଅର ଙ୍କ ସହିତ ଝଗଡ଼ା ହୋଇପାରେ |ଏହା ଆପଣଙ୍କୁ କରିବା ଉଚିତ ନୁହେଁ | ନିଜ କ୍ରୋଧ ଉପରେ କାବୁ ରଖିବା ଉଚିତ |

ସିଂହ ରାଶି:
ବଳ ଓ ନିଦରତାର ଗୁଣ ଆପଣଙ୍କ ମାନସିକ କ୍ଷମତାରେ ବୃଦ୍ଧି କରିବ | କୌଣସି ପ୍ରକାରର ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଗତିକୁ ସମାନ ଭାବରେ ରଖନ୍ତୁ | ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି | ସାଙ୍ଗ ଓ ବନ୍ଧୁ ମାନଙ୍କ ସହିତ ମଜା-ମସ୍ତି କରନ୍ତୁ | ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି | ସ୍ୱାସ୍ଥ୍ୟ ବର୍ଦ୍ଧନ ପାଇଁ ଆପଣ କୌଣସି ପାର୍କ ବା ଜିମ ଯାଇ ପାରନ୍ତି |

କନ୍ୟା ରାଶି:
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ପାରମ୍ପରିକ ଅନୁଷ୍ଠାନ କିମ୍ବା କୌଣସି ପବିତ୍ର ଆୟୋଜନ ଘରେ କରା ଯିବା କଥା | ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର | ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ | ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ | ଆଜି ଆପଣଙ୍କୁ ରଙ୍ଗ ବେଶୀ ଗାଢା ଦେଖା ଯିବ, କାହିଁକି ନା ପରିବେଶରେ କେବଳ ପ୍ରେମ ହିଁ ପ୍ରେମ ଅଛି | ଆଜି ଦିନ ଠିକେ ବିରକ୍ତକର ହୋଇ ପାରେ, ସେଠି ନିଜର କୌଣସି ରୁଚିର କାମ କରି ଦିନଟିକୁ ଉତ୍ତମ କରିପାରିବେ |

ତୁଳା ରାଶି:
ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଯୋଗୁ ବହୁତ ସମୟରୁ ରହି ୟାଇଥିବା ବିଲ୍ଲ ଓ ରୁଣ ସୁଝିପାରିବେ | ଜୀବନ-ସାଥୀଙ୍କ ସହିତ କିଣା-କିଣି ଅନ୍ନଦାୟିକ ରହିବ | ଏହା ଦ୍ୱାରା ଆପଣ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣାରେ ବୃଦ୍ଧି ଆସିବ | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ | ଆଜି ଆପଣ ଫୋଟୋଗ୍ରାଫି କରି ଆସୁଥିବା କଲି ପାଇଁ କିଛି ସୁନ୍ଦର ସ୍ମୃତି ରଖି ପାରନ୍ତି; ନିଜର କାମେରାର ସଦଉପଯୋଗ କରିବାକୁ ଭୁଲନ୍ତୁ ନାହିଁ |

ବିଛା ରାଶି:
ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | ଆଜି କୌଣସି ଜମିଜମାରେ ଅର୍ଥ ନିବେଶ କରନ୍ତୁ ନାହିଁ , ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଆପଣଂକ ଆଚରଣ ଯୋଗୁ ଆଜି ଆପଣଂକ ସାଙ୍ଗ ସାଥୀ ବିରକ୍ତ ହୋଇ ପାରନ୍ତି| ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଭଲ ପାଆନ୍ତି | ଆଜି ଆପଣ ଅଫିସରୁ ଆସିଲାପରେ ନିଜର କୌଣସି ସମୟ ଅତିବାହିତ କାମରେ ଲାଗିପାରନ୍ତି ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ | ଆପଣଙ୍କ ବୈବାହିକ ଜୀବନ ଏହାଠୁ ଅଧିକ ରଙ୍ଗରେ ଭରା କେବେ ବି ନଥିଲା | ପରିବାର ଲୋକଙ୍କ ସହିତ କିଣା-କିଣି ପାଇଁ ଯିବା ସମ୍ଭବ ଅଛି; କିନ୍ତୁ ଠକ ଅନୁଭବ ବି ହୋଇ ପାରେ |

ଧନୁ ରାଶି:
ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହିତ ମଜା-ମସ୍ତି ଭରା ଯାତ୍ରା ଆପଣଙ୍କୁ ଆରାମ ଦେବ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | ଆଜି ଆପଣ ଜୀବନ ପ୍ରେମର ରସରେ ଘୋଳି ହୋଉଥିବା ଅନୁଭବ କରିବେ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | ଆପଣ ଓ ଆପଣଙ୍କ ଜୀବନସାଥୀ ଭିତରେ ବିଶ୍ୱାସ କମି ଯିବ | ଯାହା କାରଣରୁ ବୈବାହିକ ଜୀବନରେ ବିବାଦ ହୋଇ ପାରେ | ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ପାଇଁ ବହୁତ ବଡ଼ ଅସୁବିଧାରୁ ବଞ୍ଚିଯିବେ |

ମକର ରାଶି:
ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ପଇସା କେତେ ଆବଶ୍ୟକ କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | ଯଦି ଆପଣ ଆଦେଶ ଚଳେଇବାକୁ ଚେଷ୍ଟା କରିବେ,ତାହେଲେ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ବହୁତ ସାରା ଅସୁବିଧା ସୃଷ୍ଟି ହୋଇ ପାରେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | କୌଣସି ବ୍ୟକ୍ତି ଆପଣଙ୍କ ଜୀବନସାଥୀରେ ଅଧିକ ରୁଚି ଦେଖେଇ ପାରେ, କିନ୍ତୁ ଦିନ ଶେଷ ହେଲା ବେଳେ ଆପଣ ଜାଣି ପାରିବେ କି ସେଟରେ କିଛି ଭୁଲ ନଥିଲା | ଆଜି ଆପଣ ଘରେ ହିଁ ରହିବେ ଯଦିବା ଗୃହ ଦ୍ଵନ୍ଦ ମଧ୍ୟ ଲାଗିରହିବ |

କୁମ୍ଭ ରାଶି:
ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ଆଜି ଆପଣଙ୍କ ଘର ଲୋକଙ୍କ ବିତରୁ ଜଣେ ଅର୍ଥ ଅବସ୍ଥାକୁ ନେଇକି ଅତି ପ୍ରତିକ୍ରିୟା ଦେଖେଇବ ଓ ଘରେ ଯୁକ୍ତି ହେବ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ | ଆଜି ଘରୁ ବାହାରିବା ପୂର୍ବରୁ ନିଜର ସମସ୍ତ ଜରୁରୀ କାଗଜପତ୍ର ଦେଖିନିଅନ୍ତୁ |

ମୀନ ରାଶି:
ଆପଣଙ୍କ ଇଚ୍ଛା ଓ ଆଶା ଉପରେ ଦରର ଛାଇ ପଡ଼ି ପାରେ | ଏହାର ସାମନା କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଆବଶ୍ୟକତା ଅଛି | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ନିରାଶ ନାହିଁ, କେବେ କେବେ ବିଫଳ ହେବା ଖରାପ କଥା ନୁହେଁ | ତାହା ତ ଜୀବନର ସୁନ୍ଦରତା | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଆପଣଙ୍କ ଜୀବନ-ସାଥୀ ଆଜି ସ୍ୱାର୍ଥପର ହୋଇ ପାରନ୍ତି | କୌଣସି ନିକଟ ସମ୍ବନ୍ଧିୟଙ୍କ ଠାରେ ଆଜି ଆପଣ ଅସନ୍ତୁଷ୍ଟ ହୋଇପାରନ୍ତି |